ଗଡ଼ଚିରୋଲି ଏନକାଉଣ୍ଟରରେ ୨ ନକ୍ସଲ ନିହତ, ସର୍ଚ୍ଚ ଅପରେସନ ଜାରି

ଗଡ଼ଚିରୋଲି: ମହାରାଷ୍ଟ୍ରର ଗଡ଼ଚିରୋଲିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ନକ୍ସଲ ନିହତ ହୋଇଛନ୍ତି। କୋରଚି ତହସିଲରେ ନାରେକସା ଜଙ୍ଗଲରେ ଏବେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ରହିଛି। ସ୍ଥାନୀୟ ପୁଲିସ୍ ଏବେ ଦୁଇ ନକ୍ସଲଙ୍କ ଶବ ଜବତ କରିଥିବା ବେଳେ ୬ ଜଣ ନକ୍ସଲ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କ ମଧ୍ୟରେ ମେ ୧ରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଭାସ୍କର ଦଣ୍ଡକାରଣ୍ୟ ରହିଥିବା ନେଇ ସୂଚନା ମିଳିଛି। ଭାସ୍କର […]

Gadchiroli encounter

Gadchiroli encounter

Subhransu Sekhar
  • Published: Sunday, 15 September 2019
  • Updated: 15 September 2019, 03:06 PM IST

Sports

Latest News

ଗଡ଼ଚିରୋଲି: ମହାରାଷ୍ଟ୍ରର ଗଡ଼ଚିରୋଲିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ନକ୍ସଲ ନିହତ ହୋଇଛନ୍ତି। କୋରଚି ତହସିଲରେ ନାରେକସା ଜଙ୍ଗଲରେ ଏବେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ରହିଛି। ସ୍ଥାନୀୟ ପୁଲିସ୍ ଏବେ ଦୁଇ ନକ୍ସଲଙ୍କ ଶବ ଜବତ କରିଥିବା ବେଳେ ୬ ଜଣ ନକ୍ସଲ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କ ମଧ୍ୟରେ ମେ ୧ରେ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଭାସ୍କର ଦଣ୍ଡକାରଣ୍ୟ ରହିଥିବା ନେଇ ସୂଚନା ମିଳିଛି।

ଭାସ୍କର ଦଣ୍ଡକାରଣ୍ୟ ନାରେକସା ଜଙ୍ଗଲରେ ଥିବା ନେଇ ଗୁଇନ୍ଦା ରିପୋର୍ଟ ଦେଇଥିଲା। ଏହାପରେ ସୁରକ୍ଷାକର୍ମୀ ଏବଂ ପୁଲିସ୍ ମିଳିତ ଅପରେସନ ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ୨୯ ଜୁଲାଇରେ ମଧ୍ୟ ମହାରାଷ୍ଟ୍ରର ଗଢ଼ଚିରୋଲି ଜିଲ୍ଲାର ଧନେ ଜଙ୍ଗଲରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଜଣେ ମହିଳା ନକ୍ସଲ ନିହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story