ଫଡ଼ନାଭିସ୍‌ଙ୍କ ଇସ୍ତଫା ପରେ ମହାରାଷ୍ଟ୍ର ରାଜନୀତି ସରଗରମ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ଅବଧି ସରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରିଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି। ଆସନ୍ତା ୯ ତାରିଖରେ ସରକାରର ଅବଧି ସରିବା ପୂର୍ବରୁ ସେ ନୂତନ ସରକାର ଗଠନ ପାଇଁ ପଥ ପରିଷ୍କାର କରିଛନ୍ତି। ଇସ୍ତଫା ପତ୍ର ଦାଖଲ ପରେ ଗଣମାଧ୍ୟମକୁ ସେ ଏକ ବିବୃତି ଦେଇଛନ୍ତି। ‘ଏକ ଭଲ ଖବର ଦେଉଛି’ କହି ସେ ବିବୃତି ଆରମ୍ଭ କରିଥିଲେ। […]

bjp-sivsena

bjp-sivsena

Subrat Kumar Nayak
  • Published: Friday, 08 November 2019
  • Updated: 08 November 2019, 08:53 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାର ଅବଧି ସରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ବିଧିବଦ୍ଧ ଭାବେ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରିଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି। ଆସନ୍ତା ୯ ତାରିଖରେ ସରକାରର ଅବଧି ସରିବା ପୂର୍ବରୁ ସେ ନୂତନ ସରକାର ଗଠନ ପାଇଁ ପଥ ପରିଷ୍କାର କରିଛନ୍ତି।

ଇସ୍ତଫା ପତ୍ର ଦାଖଲ ପରେ ଗଣମାଧ୍ୟମକୁ ସେ ଏକ ବିବୃତି ଦେଇଛନ୍ତି। ‘ଏକ ଭଲ ଖବର ଦେଉଛି’ କହି ସେ ବିବୃତି ଆରମ୍ଭ କରିଥିଲେ। ଏହାପରେ ସେ ତାଙ୍କ ଇସ୍ତଫା ଏବଂ ରାଜ୍ୟପାଳ ଏହାକୁ ଗ୍ରହଣ କରିଥିବା କଥା କହିଥିଲେ। ଏହାପରେ ସେ ମେଣ୍ଟ ସହଯୋଗୀ ଶିବସେନା ଏବଂ ଏହାର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଥିଲେ, ଆମେ ଏକାଠି ନିର୍ବାଚନ ଲଢ଼ିଲୁ। କିନ୍ତୁ ଝଟ୍‌କା ଦେବା ଭଳି ରେଜଲ୍ଟ ଆସିବା ପରେ ଶିବସେନା ପଟ ପରିବର୍ତ୍ତନ କରିଥିବା କହିଛନ୍ତି ଫଡ଼ନାଭିସ୍‌।

ସେ ଆହୁରି ମଧ୍ୟ କହିଛନ୍ତି, “ମହାରାଷ୍ଟ୍ର ଆମକୁ ଲୋକସଭା ନିର୍ବାଚନରେ ବଡ଼ ଜନାଦେଶ ଦେଇଥିଲା ଏବଂ ବିଧାନସଭା ନିର୍ବାଚନରେ ମଧ୍ୟ ସେହିଭଳି ସଫଳତା ମିଳିଛି। ମହାୟୁତି ବା ମହାମେଣ୍ଟ ସ୍ପଷ୍ଟ ଜନାଦେଶ ଦେଇଛି। ଆମେ ୧୬୦ରୁ ଅଧିକ ଆସନରେ ଜିତିଛୁ ଏବଂ ୧୦୫ ଆସନ ସହ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛି। କିନ୍ତୁ ରେଜଲ୍ଟ ବାହାରିବା ଦିନ ହିଁ ଉଦ୍ଧବ କହିଥିଲେ, ତାଙ୍କ ପାଖରେ ବିକଳ୍ପ ମୁକ୍ତ ରହିଛି। ଲୋକେ ମହାୟୁତି ବା ମହାମେଣ୍ଟକୁ ଏହି ଜନାଦେଶ ଦେଇଥିଲେ। ଏଭଳି ସ୍ଥିତିରେ ତାଙ୍କ ପାଇଁ ବିକଳ୍ପ ରହିଛି କହିବା ଆମ ପାଇଁ ବଡ଼ ପ୍ରଶ୍ନ।”

ଅଢ଼େଇ ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପ୍ରସଙ୍ଗ ଏକ ବୈଠକରେ ଉଠିଥିଲେ ହେଁ ତାହା ଗ୍ରହଣୀୟ ନୁହେଁ ବୋଲି ସେହି ବୈଠକରେ ହିଁ କୁହାଯାଇସରିଛି। ଏହାର ବର୍ତ୍ତମାନ କିଛି ମଧ୍ୟ ଗରୁତ୍ୱ ନାହିଁ ବୋଲି କହିଛନ୍ତି ଫଡ଼ନାଭିସ୍‌। ସେ କହିଛନ୍ତି ଏହା ବିଷୟରେ ତାଙ୍କ ଉପସ୍ଥିତିରେ ଆଲୋଚନା କରାଯାଇନି। ସମ୍ଭବତଃ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ଶିବସେନା ଆଲୋଚନା କରିଥାଇପାରେ ଭାବି ସେ ଶାହଙ୍କୁ ମଧ୍ୟ ଏ ବିଷୟରେ ପଚାରି ସାରିଛନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି ଏହି ଭୁଲ ବୁଝାମଣାରସମାଧାନ ଆଲୋଚନା ମାଧ୍ୟମରେ କରାଯାଇପାରିଥା’ନ୍ତା। କିନ୍ତୁ ଶିବସେନା ତାହା ହେବାକୁ ଦେଇନି। ଏପରିକି ବାରମ୍ବାର କଲ୍‌ କରିଥିଲେ ମଧ୍ୟ ଉଦ୍ଧବ ଏସବୁକୁ ଏଡ଼ାଇଦେଇଛନ୍ତି ବୋଲି ଫଡ଼ନାଭିସ୍‌ କହିଛନ୍ତି। ସେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶାହ ଏବଂ ଜେପି ନଡ୍ଡାଭ୍କ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପକ୍ଷରେ ଶିବସେନା ନାମ ନନେଇ କେବଳ ମେଣ୍ଟକୁ ଧନ୍ୟବାଦ ଜଣାଇଛନ୍ତି।

ଅନ୍ୟପକ୍ଷରେ ଉତ୍ତରରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେ କହିଛନ୍ତି, “ମୁଁ ବିଜେପି ବାଲା ନୁହେଁ, ମୁଁ ମିଛ କହେନାହିଁ। ସେମାନେ ପ୍ରତିଶ୍ରୁତି ଦେଇଥିଲେ ଏବଂ ଏବେ ଏଥିରୁ ଓହରୁଛନ୍ତି। ଆପଣ ଯେପର୍ଯ୍ୟନ୍ତ ଗ୍ରହଣ କରିନାହାନ୍ତି ଯେ ମୁଖ୍ୟମନ୍ତ୍ରୀ ପଦ ନେଇ କଥା ହୋଇନି କହି ମିଛ କହିଛନ୍ତି, ସେ ପର୍ଯ୍ୟନ୍ତ ମୁଁ କଥା ହେବାର ନାହିଁ। ଆପଣ ଯଦି ଭାବୁଛନ୍ତି ଆମ ଉପରେ ବିଶ୍ୱାସ ନାହିଁ, ଆମର ମଧ୍ୟ ଅମିତ ଶାହ ଓ ସହଯୋଗୀଙ୍କ ଉପରେ ବିଶ୍ୱାସ ନାହିଁ।”

ଉଦ୍ଧବ ଅଭିଯୋଗ ଆଣିଛନ୍ତି, ମିଠା କଥା କହି ବିଜେପି ଶିବସେନାକୁ ଶେଷ କରିଦେବାକୁ ଚାହୁଁଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନାର ବିଜେପି ସମର୍ଥନ ଦରକାର ନାହିଁ। ସମାନ କ୍ଷମତା ବିଭାଜନ ଅମିତ ଶାହଙ୍କ ଉପସ୍ଥିତିରେ ସ୍ଥିର ହୋଇଥିଲା। ବିଜେପି ମୋତେ ମିଛୁଆ ଚିତ୍ରଣ କରିବା ଆଘାତ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story