ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ ଭାରତର ଜ୍ୱାଇଁ

ଲଣ୍ଡନ: ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ ଶାସକ କନଜରଭେଟିଭ ଦଳକୁ ପୁଣିଥରେ ଜନାଦେଶ ମିଳିଛି। ବହୁମତ ମିଳିଥିବାରୁ କନଜରଭେଟିଭ ଦଳ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ପ୍ରଥମ ଥର ପାଇଁ ବୋରିଶ ଜନସନଙ୍କ ନେତୃତ୍ୱରେ କନଜରଭେଟିଭ ଦଳ ଏହି ବହୁମତ ପାଇଛି। ପୂର୍ବ ସାଧାରଣ ନିର୍ବାଚନରେ ଥେରେସା ମେ’ଙ୍କ ନେତୃତ୍ୱରେ କନଜେରଭେଟିଭ ଦଳ ନିର୍ବାଚନ ଜିତିଥିଲା। ହେଲେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ଫଳରେ ଥେରେସାଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା […]

boris johnshon

boris johnshon

Subhransu Sekhar
  • Published: Friday, 13 December 2019
  • Updated: 13 December 2019, 08:23 PM IST

Sports

Latest News

ଲଣ୍ଡନ: ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ ଶାସକ କନଜରଭେଟିଭ ଦଳକୁ ପୁଣିଥରେ ଜନାଦେଶ ମିଳିଛି। ବହୁମତ ମିଳିଥିବାରୁ କନଜରଭେଟିଭ ଦଳ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ପ୍ରଥମ ଥର ପାଇଁ ବୋରିଶ ଜନସନଙ୍କ ନେତୃତ୍ୱରେ କନଜରଭେଟିଭ ଦଳ ଏହି ବହୁମତ ପାଇଛି। ପୂର୍ବ ସାଧାରଣ ନିର୍ବାଚନରେ ଥେରେସା ମେ'ଙ୍କ ନେତୃତ୍ୱରେ କନଜେରଭେଟିଭ ଦଳ ନିର୍ବାଚନ ଜିତିଥିଲା। ହେଲେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ଫଳରେ ଥେରେସାଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ବୋରିଶ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏବେ ସେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।

ବ୍ରିଟେନ ସଂସଦର ୬୫୦ ଆସନରୁ ବୋରିଶଙ୍କ କନଜରଭେଟିଭ ପାର୍ଟି ୩୬୪ଟି ଜିତିଥିବା ବେଳେ ପ୍ରମୁଖ ବିରୋଧୀ ଦଳ ଲେବର ପାର୍ଟି ଖାତାକୁ ୨୦୩ଟି ଆସନ ଯାଇଛି। ସେହିପରି ସ୍କଟିଶ ନ୍ୟାଶନାଲ ପାର୍ଟି ୪୮ ଓ ଲିବରାଲ ଡେମୋକ୍ରାଟସ ୧୧ଟି ଆସନ ଜିତିଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୨୬।

ନିଜର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ବୋରିଶ ୟୁରୋପ ସଙ୍ଘରୁ ବ୍ରିଟେନକୁ ଅଲଗା କରି ବ୍ରେକଜିଟ୍ ଡିଲ୍ ଲାଗୁ କରିବେ ବୋଲି ଜଣାପଡ଼ିଛି। ବ୍ରେକଜିଟ ଡିଲକୁ ନେଇ କନଜରଭେଟିଭ ଦଳର ନେତା ଏବଂ ଲେବର ପାର୍ଟି ଦଳର ନେତା ଏବେକାର ପ୍ରଧାନମନ୍ତ୍ରୀ ବୋରିଶ ଜନସନଙ୍କୁ ଘେରିଥିଲେ। ଏହାପରେ ବିବାଦୀୟ ହୋଇପଡ଼ିଥିଲା ଏହି ବିଲ୍। ଶେଷରେ ସାଧାରଣ ନିର୍ବାଚନ ପାଇଁ ଘୋଷଣା ହୋଇଥିଲା। ଏହି ନିର୍ବାଚନରେ ଲେବର ପାର୍ଟି ସଫଳ ହେବ ବୋଲି ଆଶା ରଖିଥିଲା। ହେଲେ ବୋରିଶଙ୍କ ରାଜନୀତିକ ଗୋଟି ଚାଳନା ଓ ଲୋକପ୍ରିୟତା ଆଗରେ ସବୁ ଫିକା ପଡ଼ିଛି। ୧୯୩୫ ମସିହା ପରେ ଲେବର ପାର୍ଟି ପ୍ରଥମ ଥର ପାଇଁ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।

ବୋରିଶ ଜନସନଙ୍କ ପ୍ରଥମ ପତ୍ନୀ ମରିନା ହ୍ୱିଲର ଭାରତୀୟ ବଂଶୋଦ୍ଭବ। ତାଙ୍କ ମା' ଦୀପ ଶୀଖ ସମ୍ପ୍ରଦାୟର ଥିଲେ। ଏବେ ମରିନାଙ୍କ ସହ ଛାଡ଼ପତ୍ର ମାମଲା ଚାଲିଛି। ବୋରିଶ ଭାରତୀୟ ବଂଶୋଦ୍ଭବଙ୍କର ଜ୍ୱାଇଁ ହୋଇଥିବାରୁ ସେ ଭାରତୀୟଙ୍କର ସମର୍ଥନ ପାଇବାରେ ସମର୍ଥନ ହୋଇଛନ୍ତି। ଏମିତିକି ନିର୍ବାଚନ ପ୍ରଚାର ବେଳେ ଅନେକ ହିନ୍ଦୀ ଗୀତ କନଜରଭେଟିଭ ଦଳ ପକ୍ଷରୁ ବ୍ୟବହାର କରାଯାଇ ଭାରତୀୟ ବଂଶୋଦ୍ଭବ ଭୋଟରଙ୍କୁ ଆକୃଷ୍ଟ କରାଯାଇଥିଲା। ବୋରିଶ ପ୍ରଥମେ ଜଣେ ସାମ୍ୱାଦିକ ଥିଲେ। ଏହାପରେ ସେ ରାଜନୀତିରେ ପାଦ ଥାପିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବୋରିଶଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ଭାରତ ଏବଂ ବ୍ରିଟେନ ଏକାଠି ହୋଇ କାମ କରିବେ ବୋଲି ମୋଦି କହିଛନ୍ତି।

ବୋରିଶ ଜନସନ ସାମ୍ୱାଦିକରୁ ସାଂସଦ, ମେୟର, ବୈଦେଶିକ ମନ୍ତ୍ରୀ ପରେ ପ୍ରଧାନମନ୍ତ୍ରୀ ହୋଇଛନ୍ତି। କୌଣସି ପ୍ରସଙ୍ଗରେ ସବୁଠାରୁ ଶୀଘ୍ର ଓ ନିର୍ଭୁଲ ନିଷ୍ପତ୍ତି ନେଉଥିବା ରାଜନେତାଙ୍କ ମଧ୍ୟରେ ବୋରିଶ ହେଉଛନ୍ତି ପ୍ରଥମ। ସାମ୍ୱାଦିକ ହେବାକୁ ଅଧିକ ରୁଚି ରଖିଥିବା ଏହି ବ୍ୟକ୍ତି କ୍ଷମତାରେ ରହିଲେ ମଧ୍ୟ ତାଙ୍କ ମୂଳ କ୍ୟାରିଅରକୁ ଏଯାବତ ପରୋକ୍ଷରେ ବଳବତ୍ତର ରଖିଛନ୍ତି।

ଆଜି ବି ଦି ଟେଲିଗ୍ରାଫ ଖବରକାଗଜର ସାପ୍ତାହିକରେ ସେ ତାଙ୍କର ଆଲେଖ୍ୟ ଲେଖୁଛନ୍ତି। ପ୍ରଥମେ ସେ ବ୍ରିଟେନର ମଧ୍ୟବିତ୍ତ ପରିବାର ଲୋକଙ୍କୁ ଆଖି ଆଗରେ ରଖି ଆଲେଖ୍ୟ ଲେଖୁଥିଲେ। ଯେଉଁଥିରେ ସେ ତାଙ୍କର ପାଠକଙ୍କ ପାଇଁ ମୋ ବନ୍ଧୁ  (My Friends) ବୋଲି ଲେଖି ସମ୍ୱୋଧନ କରୁଥିଲେ। ଏହିଠାରୁ ସେ ଲୋକଙ୍କର ପ୍ରିୟଭାଜନ ହୋଇଥିଲେ। ବୋରିଶ ନିଜର କେଶ ପାଇଁ ମଧ୍ୟ ବହୁ ପରିଚିତ।

ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ବୋରିଶ ଚର୍ଚ୍ଚାରେ ରୁହନ୍ତି। ୨୦୦୪ରେ ସେ କନଜରଭେଟିଭ ଦଳରୁ ନିଲମ୍ୱିତ ହୋଇଥିଲେ। ଏହାପରେ ସେ ଦୁଇ ଥର ଲଣ୍ଡନର ମେୟର ହୋଇଛନ୍ତି। ୨୦୦୮ରେ ପ୍ରଥମ ଥର ପାଇଁ ସେ ମେୟର ହୋଇଥିଲେ। ମେୟର ହେବା ପରେ ସେ ସାର୍ବଜନୀନ ଭାବରେ ଗାଡିରେ ମଦ ନେବା ଉପରେ ରୋକ୍ ଲଗାଇଥିଲେ। ସେ ସାଇକେଲ ଚଳାଇବା ପାଇଁ ମଧ୍ୟ ବହୁତ ପସନ୍ଦ କରନ୍ତି। ଲଣ୍ଡନରେ ସେ ମେୟର ହେବା ପରେ ସାଇକେଲ ଭଡ଼ାରେ ନେଇ ଚଲାଇବା ପାଇଁ ଯୋଜନା କରିଥିଲେ। ଏବେ ଏହି ସାଇକେଲକୁ ସେଠାରେ ବୋରିସ ବାଇକ୍ସ ବୋଲି କୁହନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story