ଭାରତର ମୁସଲମାନଙ୍କୁ ନେଇ ଚିନ୍ତାପ୍ରକଟ କଲେ ଜାତିସଂଘ ମୁଖ୍ୟ

ଇସଲମାବାଦ: ୪ ଦିନିଆ ପାକିସ୍ତାନ ଗସ୍ତ ବେଳେ ଜାତିସଂଘ ସଚିବ ଜେନେରାଲ ଆନଟୋନିଓ ଗୁଟେରେସ ଶାନ୍ତିବାର୍ତ୍ତା ପାଇଁ ପାକିସ୍ତାନର ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେହିପରି ଭାରତରେ ଥିବା ମୁସଲମାନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗୁଟେରସ। ଆଜି ଗୁଟେରସଙ୍କ ପାକିସ୍ତାନ ଗସ୍ତ ଶେଷ ହୋଇଛି। ଏହା ପୂର୍ବରୁ ପାକିସ୍ତାନର ଜାତୀୟ ଗଣମାଧ୍ୟମ ‘ଡନ’ ଖବରକାଗଜକୁ ସାକ୍ଷାତକାର ଦେଇ ନାଗରିକତା ସଂଶୋଧନ ଆଇନକୁ ନେଇ କଡ଼ା ଟିପ୍ପଣୀ କରିଛନ୍ତି ଗୁଟେରସ। ‘ସିଏଏ ଲାଗୁ ହେବାପରେ ଭାରତରେ ଥିବା ୨୦ […]

United Nations Secretary General Antonio Guterres

Subhransu Sekhar
  • Published: Wednesday, 19 February 2020
  • Updated: 19 February 2020, 06:11 PM IST

ଇସଲମାବାଦ: ୪ ଦିନିଆ ପାକିସ୍ତାନ ଗସ୍ତ ବେଳେ ଜାତିସଂଘ ସଚିବ ଜେନେରାଲ ଆନଟୋନିଓ ଗୁଟେରେସ ଶାନ୍ତିବାର୍ତ୍ତା ପାଇଁ ପାକିସ୍ତାନର ପ୍ରୟାସକୁ ପ୍ରଶଂସା କରିଛନ୍ତି। ସେହିପରି ଭାରତରେ ଥିବା ମୁସଲମାନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗୁଟେରସ।

ଆଜି ଗୁଟେରସଙ୍କ ପାକିସ୍ତାନ ଗସ୍ତ ଶେଷ ହୋଇଛି। ଏହା ପୂର୍ବରୁ ପାକିସ୍ତାନର ଜାତୀୟ ଗଣମାଧ୍ୟମ ‘ଡନ’ ଖବରକାଗଜକୁ ସାକ୍ଷାତକାର ଦେଇ ନାଗରିକତା ସଂଶୋଧନ ଆଇନକୁ ନେଇ କଡ଼ା ଟିପ୍ପଣୀ କରିଛନ୍ତି ଗୁଟେରସ। ‘ସିଏଏ ଲାଗୁ ହେବାପରେ ଭାରତରେ ଥିବା ୨୦ ଲକ୍ଷ ମୁସଲମାନଙ୍କ ସାମ୍ୱିଧାନିକ ଅଧିକାର କ୍ଷୁର୍ଣ୍ଣ ହୋଇଛି’ ବୋଲି ଗୁଟେରସ କହିଥିବା ଡନ୍ ଖବରକାଗଜ ଉଲ୍ଲେଖ କରିଛି।

ଭାରତରେ ଥିବା ଅଳ୍ପସଂଖ୍ୟକକୁ ନେଇ ଭେଦଭାବ ହେଉଛି ଏଥିପାଇଁ ସେ ବ୍ୟକ୍ତିଗତ ଭାବରେ ଚିନ୍ତିତ ବୋଲି ଜାତିସଂଘ ସଚିବ କହିଛନ୍ତି। ପାକିସ୍ତାନ ଗସ୍ତ ବେଳେ ଗୁଟେରସ କରତାରପୁର କରିଡର ଗସ୍ତ କରିଥିଲେ। ଶାନ୍ତି ପ୍ରତିଷ୍ଠା ପାଇଁ କରତାରପୁର କରିଡର ଖୋଲାଯାଇଥିବାରୁ ପାକିସ୍ତାନ ସରକାର ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପିଠି ଥାପୁଡ଼ାଇଛନ୍ତି ଜାତିସଂଘ ସଚିବ। ୪୦ ବର୍ଷ ହେବ ଆଫଗାନିସ୍ତାନ ଶରଣାର୍ଥୀ ପାକିସ୍ତାନରେ ରହିଛନ୍ତି। ବିନା ଭେଦଭାବରେ ସେମାନଙ୍କୁ ପାକିସ୍ତାନ ଜାଗା ଦେଇଥିବାରୁ ଗୁଟେରସ ପ୍ରଶଂସା କରିଛନ୍ତି। ଜାତିସଂଘର ଶାନ୍ତି ପ୍ରୟାସକୁ ଆଗକୁ ନେବାରେ ପାକିସ୍ତାନର ଯୋଗଦାନ ଭରସାଯୋଗ୍ୟ ବୋଲି ସେ ଟୁଇଟ୍ କରି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story