ସଂଯୁକ୍ତ ରାଷ୍ଟ୍ରର ପୂର୍ବତନ ମହାସଚିବ ବୁତରସ୍ ଘାଳୀଙ୍କ ପରଲୋକ

କାଇରୋ: ସଂଯୁକ୍ତ ରାଷ୍ଟ୍ରର ପୂର୍ବତନ ମହାସଚିବ ବୁତରସ୍ ଘାଳୀ (୯୩) ବର୍ଷରେ ପରଲୋକ ଘଟିଛି। ସେ ପ୍ରଥମ ଆରବ ନେତା ଭାବେ ସଂଯୁକ୍ତ ରାଷ୍ଟ୍ରର ମହାସଚିବ ହଇଥିଲେ। ଘାଳୀଙ୍କ ମୃତ୍ୟୁ ନେଇ ଭେନେଜୁଏଲା ରାଜଦୂତ ଓ ସୁରକ୍ଷା ପରିଷଦ ଅଧ୍ୟକ୍ଷ ସୂଚନା ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସୋମାଳିଆରେ ଦୁର୍ଭିକ୍ଷ ପଡ଼ିଥିଲା। ଏହି ସମୟରେ ଘାଳୀଙ୍କ ନେତୃତ୍ୱରେ ସଂଯୁକ୍ତ ରାଷ୍ଟ୍ର ତରଫରୁ ବଡ଼ ଧରଣର ସହାୟତା କରିଥିଲେ। ତାଙ୍କର ଏପରି କାର୍ଯ୍ୟକୁ ବହୁତ ଲୋକ ପ୍ରଶଂସା କରିଥିଲେ। […]

boutros-ghali

Rakesh Mallick
  • Published: Wednesday, 17 February 2016
  • , Updated: 04 May 2017, 03:44 PM IST

କାଇରୋ: ସଂଯୁକ୍ତ ରାଷ୍ଟ୍ରର ପୂର୍ବତନ ମହାସଚିବ ବୁତରସ୍ ଘାଳୀ (୯୩) ବର୍ଷରେ ପରଲୋକ ଘଟିଛି। ସେ ପ୍ରଥମ ଆରବ ନେତା ଭାବେ ସଂଯୁକ୍ତ ରାଷ୍ଟ୍ରର ମହାସଚିବ ହଇଥିଲେ। ଘାଳୀଙ୍କ ମୃତ୍ୟୁ ନେଇ ଭେନେଜୁଏଲା ରାଜଦୂତ ଓ ସୁରକ୍ଷା ପରିଷଦ ଅଧ୍ୟକ୍ଷ ସୂଚନା ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସୋମାଳିଆରେ ଦୁର୍ଭିକ୍ଷ ପଡ଼ିଥିଲା। ଏହି ସମୟରେ ଘାଳୀଙ୍କ ନେତୃତ୍ୱରେ ସଂଯୁକ୍ତ ରାଷ୍ଟ୍ର ତରଫରୁ ବଡ଼ ଧରଣର ସହାୟତା କରିଥିଲେ। ତାଙ୍କର ଏପରି କାର୍ଯ୍ୟକୁ ବହୁତ ଲୋକ ପ୍ରଶଂସା କରିଥିଲେ। ଅନ୍ୟପକ୍ଷରେ ୧୯୯୪ରେ ରବାଡାରେ ନରସଂହାର ଘଟଣାରେ ସଂଯୁକ୍ତ ରାଷ୍ଟ୍ରର ବିଫଳତା ପାଇଁ ତାଙ୍କୁ ସମାଲୋଚିତ ମଧ୍ୟ ହେବାକୁ ପଡିଥିଲା।

Related story