ଜଳବାୟୁ କ୍ଷେତ୍ରରେ ପଦକ୍ଷେପ ପାଇଁ ଭାରତକୁ ଜାତିସଂଘର ପ୍ରଶଂସା

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସବୁଠାରୁ ଚିନ୍ତାଜନକ ପ୍ରସଙ୍ଗ ପାଲଟିଥିବାବେଳେ ଭାରତ ଏହି ଦିଗରେ ନେଇଥିବା ପଦକ୍ଷେପ ପାଇଁ ଜାତିସଂଘ ପ୍ରଶଂସା କରିଛି। ଭାରତ ଏହି କ୍ଷେତ୍ରରେ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ଏବଂ ମୌଳିକ ସହଯୋଗୀ ବୋଲି କୁହାଯାଇଛି। ଏତଦ୍‌ବ୍ୟତୀତ ଅକ୍ଷୟ ଶକ୍ତିର ଉପଯୋଗ ବଢ଼ାଇବା କ୍ଷେତ୍ରରେ ମଧ୍ୟ ଭାରତ ପ୍ରଶଂସନୀୟ କାର୍ଯ୍ୟ କରିଛି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟ୍‌ରେସ୍‌ କହିଛନ୍ତି। ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିବା ଗଟ୍‌ରେସ୍‌ ଏହି ଅବସରରେ କହିଛନ୍ତି, ଅନ୍ତର୍ଜାତୀୟ […]

modi

modi

Subrat Kumar Nayak
  • Published: Saturday, 21 September 2019
  • Updated: 21 September 2019, 04:05 PM IST

Sports

Latest News

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସବୁଠାରୁ ଚିନ୍ତାଜନକ ପ୍ରସଙ୍ଗ ପାଲଟିଥିବାବେଳେ ଭାରତ ଏହି ଦିଗରେ ନେଇଥିବା ପଦକ୍ଷେପ ପାଇଁ ଜାତିସଂଘ ପ୍ରଶଂସା କରିଛି। ଭାରତ ଏହି କ୍ଷେତ୍ରରେ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ଏବଂ ମୌଳିକ ସହଯୋଗୀ ବୋଲି କୁହାଯାଇଛି। ଏତଦ୍‌ବ୍ୟତୀତ ଅକ୍ଷୟ ଶକ୍ତିର ଉପଯୋଗ ବଢ଼ାଇବା କ୍ଷେତ୍ରରେ ମଧ୍ୟ ଭାରତ ପ୍ରଶଂସନୀୟ କାର୍ଯ୍ୟ କରିଛି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗଟ୍‌ରେସ୍‌ କହିଛନ୍ତି।

ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିବା ଗଟ୍‌ରେସ୍‌ ଏହି ଅବସରରେ କହିଛନ୍ତି, ଅନ୍ତର୍ଜାତୀୟ ସୌର ମେଣ୍ଟରେ ଭାରତ ନେତୃତ୍ୱ ନେଇଆସିଛି। ଭାରତର ୧୯୩ଟି ସୌର ପ୍ୟାନେଲ ବିଶ୍ୱ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଛି।

ସେ ଭାରତର ପଦକ୍ଷେପ ବାବଦରେ କହିଥିଲେ, ସୌର ଶକ୍ତି କ୍ଷେତ୍ରରେ ଭାରତ ବହୁତ ବଡ଼ ପରିମାଣର ନିବେଶ କରୁଛି। ଭାରତରେ ଏବେ ମଧ୍ୟ ଯଥେଷ୍ଟ କୋଇଲା ଅଛି ଏବଂ ଆମେ ସେହି ଷୟରେ ଆଲୋଚନା କରିଛୁ। ସ୍ୱଚ୍ଛ ଭାରତ ଅଭିଯାନ ଏବଂ ଅନ୍ୟ କିଛି ପଦକ୍ଷେପ ପରିବେଶକୁ ନେଇ ଭାରତର ପ୍ରତିଶ୍ରୁତିବଦ୍ଧତାର ପ୍ରମାଣ ଦେଉଛି।

ସୂଚନାଯୋଗ୍ୟ ଯେ, ଜାତିସଂଘ ଆସନ୍ତା ୨୩ ତାରିଖରେ ଜଳବାୟୁକୁ ନେଇ ଏକ ସମ୍ମିଳନୀ ଆୟୋଜନ କରୁଛି। ଏହା ପୂର୍ବରୁ କିଛି ସାମ୍ବାଦିକଙ୍କୁ ଆଜି ଏହି ବିଷୟରେ ଗଟ୍‌ରେସ୍‌ ସୂଚନା ଦେଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story