କୃତ୍ରିମ ବର୍ଷା କରିବେ ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଏଣିକି କୃତ୍ରିମ ବର୍ଷା କରାଯିବ। ଉତ୍ତର ପ୍ରଦେଶର ଜଳ ସେଚନ ମନ୍ତ୍ରୀ ଧର୍ମପାଲ ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବର୍ଷା ନହେବା ଯୋଗୁଁ ଯେଉଁ ସମସ୍ୟା ଦେଖାଯାଉଥିଲା, କାନପୁର ଆଇଆଇଟି ତାର ସମାଧାନ କରି ଦେଇଛି। ୫ କୋଟି ଟଙ୍କାରେ ୧୦୦୦ ବର୍ଗ କିଲୋମିଟର ଅଞ୍ଚଳରେ କୃତ୍ରିମ ବର୍ଷା କରାଯାଇପାରିବ। ବୁନ୍ଦେଲଖଣ୍ଡ ଅଞ୍ଚଳରୁ ଏହାର ଆରମ୍ଭ କରାଯିବ। ଆଇଆଇଟି କାନପୁର କରିବ ସାହାଯ୍ୟ ମରୁଡ଼ି […]

yogi

yogi

Rakesh Mallick
  • Published: Friday, 06 July 2018
  • Updated: 06 July 2018, 02:31 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଏଣିକି କୃତ୍ରିମ ବର୍ଷା କରାଯିବ। ଉତ୍ତର ପ୍ରଦେଶର ଜଳ ସେଚନ ମନ୍ତ୍ରୀ ଧର୍ମପାଲ ସିଂହ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବର୍ଷା ନହେବା ଯୋଗୁଁ ଯେଉଁ ସମସ୍ୟା ଦେଖାଯାଉଥିଲା, କାନପୁର ଆଇଆଇଟି ତାର ସମାଧାନ କରି ଦେଇଛି। ୫ କୋଟି ଟଙ୍କାରେ ୧୦୦୦ ବର୍ଗ କିଲୋମିଟର ଅଞ୍ଚଳରେ କୃତ୍ରିମ ବର୍ଷା କରାଯାଇପାରିବ। ବୁନ୍ଦେଲଖଣ୍ଡ ଅଞ୍ଚଳରୁ ଏହାର ଆରମ୍ଭ କରାଯିବ।

ଆଇଆଇଟି କାନପୁର କରିବ ସାହାଯ୍ୟ

ମରୁଡ଼ି ପ୍ରଭାବିତ ଜମିରେ କୃତିମ ବର୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ଯୋଗୀ ସରକାର। ଏଥିପାଇଁ ବ୍ୟବହାର କରାଯିବାକୁ ଥିବା ବୈଷୟିକ ଜ୍ଞାନକୌଶଳକୁ  ଆଇଆଇଟି କାନପୁର ବିକଶିତ କରିଛି। ଜଳ ସେଚନ ମନ୍ତ୍ରୀ ଧର୍ମପାଲ ସିଂହଙ୍କ କହିବା ଅନୁଯାୟୀ ବର୍ଷା ଋତୁ ପରେ ବୁନ୍ଦେଲଖଣ୍ଡରେ କୃତ୍ରିମ ବର୍ଷା ପ୍ରକଳ୍ପକୁ ଆରମ୍ଭ କରାଯିବ। ପ୍ରଥମେ କୃତ୍ରିମ ବର୍ଷା ପାଇଁ ବ୍ୟବହାର କରାଯାଉଥିବା ଟେକ୍‌ନିକ୍‌କୁ ଚୀନରୁ କିଣିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଏହା ସମ୍ଭବ ହେଲା ନାହିଁ। ପ୍ରଥମେ ଚୀନ ଏହି ଟେକ୍‌ନିକ୍‌କୁ ୧୧କୋଟି ଟଙ୍କାରେ ଦେବା ପାଇଁ ରାଜି ହୋଇଥିଲା। କିନ୍ତୁ ପରେ ମନା କରି ଦେଇଥିଲା। ଆଇଆଇଟି କାନପୁରର ବିଶେଷଜ୍ଞମାନେ ସରକାରଙ୍କୁ କ୍ଲାଉଡ୍‌-ସିଡିଂ(କୃତିମ ବର୍ଷା) ଟେକ୍‌ନିକ୍‌ର ପ୍ରଜେଣ୍ଟେସନ୍‌ ଦେଇ ସାରିଛନ୍ତି। କ୍ଲାଉଡ୍‌-ସିଡିଂରେ ପ୍ରାକୃତିକ ଗ୍ୟାସର ବ୍ୟବହାର କରାଯିବ। ଏଥିପାଇଁ ଆଇଆଇଟି କାନପୁର ହେଲିକପ୍ଟର ସହ ଅନ୍ୟାନ୍ୟ ଉପକରଣ କିଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story