ଘୁଞ୍ଚିଲା ୟୁପିଏସସି ୨୦୨୦ ପ୍ରିଲିମସ ପରୀକ୍ଷା

ନୂଆଦିଲ୍ଲୀ: ଚଳିତ ମାସ ହେବାକୁ ଥିବା ୟୁନିଅନ୍ ପବ୍ଲିକ ସର୍ଭିସ୍ କମିଶନ (ୟୁପିଏସସି) ୨୦୨୦ ପ୍ରିଲିମସ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। କରୋନା ଭାଇରସ ପାଇଁ ଦେଶ ଲକଡାଉନ୍ ରହିଛି। ତେଣୁ ଏହି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ନୂଆ ପରୀକ୍ଷା ତାରିଖ ମେ’ ୨୦ ପରେ ୟୁପିଏସସି ଘୋଷଣା କରିବ। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ମେ’ ୩୧ରେ ୟୁପିଏସସି ୨୦୨୦ ପ୍ରିଲିମସ ପରୀକ୍ଷା ହେବାର ଥିଲା। ମେ’ ୧୭ରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେବ। ଏହାପରେ […]

upsc

upsc

Subhransu Sekhar
  • Published: Monday, 04 May 2020
  • Updated: 04 May 2020, 05:23 PM IST

ନୂଆଦିଲ୍ଲୀ: ଚଳିତ ମାସ ହେବାକୁ ଥିବା ୟୁନିଅନ୍ ପବ୍ଲିକ ସର୍ଭିସ୍ କମିଶନ (ୟୁପିଏସସି) ୨୦୨୦ ପ୍ରିଲିମସ ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି। କରୋନା ଭାଇରସ ପାଇଁ ଦେଶ ଲକଡାଉନ୍ ରହିଛି। ତେଣୁ ଏହି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ନୂଆ ପରୀକ୍ଷା ତାରିଖ ମେ’ ୨୦ ପରେ ୟୁପିଏସସି ଘୋଷଣା କରିବ। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ମେ’ ୩୧ରେ ୟୁପିଏସସି ୨୦୨୦ ପ୍ରିଲିମସ ପରୀକ୍ଷା ହେବାର ଥିଲା।

ମେ’ ୧୭ରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେବ। ଏହାପରେ ୨୦ ତାରିଖରେ ୟୁପିଏସସି ବୋର୍ଡ ସ୍ଥିତି ସମୀକ୍ଷା କରିବ। ଏହା ପରେ ପରୀକ୍ଷା ତାରିଖ ବାବଦରେ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। ଅଧିକ ସୂଚନା ପାଇଁ ପରୀକ୍ଷାର୍ଥୀ ୟୁପିଏସସିର ଅଫିସିଆଲ୍ ଓ୍ୱେବସାଇଟ ଯାଇ ଦେଖିପାରିବେ। ନୂଆ ତାରିଖ ବାବଦରେ ପରୀକ୍ଷାର୍ଥୀଙ୍କୁ ମାସେ ପୂର୍ବରୁ ଜଣାଇ ଦିଆଯିବ ବୋଲି ସୂଚନା ରହିଛି।

ଏହା ପୂର୍ବରୁ କରୋନା ଭାଇରସ ପାଇଁ ୨୦୧୯ ୟୁପିଏସସିର ସାକ୍ଷାତକାର ବାତିଲି କରାଯାଇଛି। ୨୩ ମାର୍ଚ୍ଚରୁ ୩ ଏପ୍ରିଲ ରହିଥିଲା ୨୦୧୯ ୟୁପିଏସସି ପରୀକ୍ଷାର ସାକ୍ଷାତକାର। ଏହି ପରୀକ୍ଷା ଦେଇ ଜଣେ ଆଇଏଏସ, ଆଇପିଏସ ଏବଂ ଆଇଏଫଏସ ହୋଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story