ରୁଷ୍‌ରୁ ଅସ୍ତ୍ର କିଣିବା ନିଷ୍ପତ୍ତିରେ ଅଟଳ ଭାରତ, ଫରକ ପଡ଼ିଲାନି ଆମେରିକାର ତାଗିଦ୍‌

ନୂଆଦିଲ୍ଲୀ: ଆମେରିକାର କଟକଣା ଧମକକୁ ଖାତିର ନକରି ରୁଷ୍‌ରୁ ଅସ୍ତ୍ର କିଣିବା ଜାରି ରଖିବ ବୋଲି ସ୍ପଷ୍ଟ କରିଦେଇଛି ଭାରତ। ରୁଷ୍‌ଠାରୁ ମିଶାଇଲ୍‌ ଡିଫେନ୍ସ ସିଷ୍ଟମ୍‌ କିଣିବା ନିଷ୍ପତ୍ତି ବଦଳିବ ନାହିଁ ବୋଲି ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି। ୱାଶିଂଟନ୍‌ ଗସ୍ତରେ ଯାଇ ଜୟଶଙ୍କର କହିଛନ୍ତି, ଏହି ପ୍ରସଙ୍ଗରେ ଆମେରିକାର ସମସ୍ୟା ବାବଦରେ ଆଲୋଚନା କରାଯାଇଛି। କିନ୍ତୁ ରୁଷ୍‌ରୁ ଏସ୍‌-୪୦୦୦ କିଣାଯିବା ନିଷ୍ପତ୍ତିରେ ଭାରତ ଅଟଳ ରହିବ। ଆମେରିକାର ସଚିବ ମାଇକ୍‌ ପୋମ୍ପିଓଙ୍କୁ […]

s-4000

s-4000

Subrat Kumar Nayak
  • Published: Tuesday, 01 October 2019
  • Updated: 01 October 2019, 04:59 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକାର କଟକଣା ଧମକକୁ ଖାତିର ନକରି ରୁଷ୍‌ରୁ ଅସ୍ତ୍ର କିଣିବା ଜାରି ରଖିବ ବୋଲି ସ୍ପଷ୍ଟ କରିଦେଇଛି ଭାରତ। ରୁଷ୍‌ଠାରୁ ମିଶାଇଲ୍‌ ଡିଫେନ୍ସ ସିଷ୍ଟମ୍‌ କିଣିବା ନିଷ୍ପତ୍ତି ବଦଳିବ ନାହିଁ ବୋଲି ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର କହିଛନ୍ତି।

ୱାଶିଂଟନ୍‌ ଗସ୍ତରେ ଯାଇ ଜୟଶଙ୍କର କହିଛନ୍ତି, ଏହି ପ୍ରସଙ୍ଗରେ ଆମେରିକାର ସମସ୍ୟା ବାବଦରେ ଆଲୋଚନା କରାଯାଇଛି। କିନ୍ତୁ ରୁଷ୍‌ରୁ ଏସ୍‌-୪୦୦୦ କିଣାଯିବା ନିଷ୍ପତ୍ତିରେ ଭାରତ ଅଟଳ ରହିବ। ଆମେରିକାର ସଚିବ ମାଇକ୍‌ ପୋମ୍ପିଓଙ୍କୁ ଭେଟିବା ପୂର୍ବରୁ ସେ କହିଥିଲେ, ଆମେ ପୂର୍ବରୁ ମଧ୍ୟ କହିସାରିଛୁ ଆମେ ଯାହା ମଧ୍ୟ କିଣିବୁ ଏବଂ ଯେଉଁଠାରୁ କିଣିବୁ ତାହା ଆମର ସାର୍ବଭୌମ ଅଧିକାର।

ଜୟଶଙ୍କର ଆହୁରି ମଧ୍ୟ କହିଥିଲେ, ଆମେ ଚାହୁଁନାହୁଁ କେଉଁ ଏକ ରାଷ୍ଟ୍ର ଆମକୁ କହୁ ଆମେ ରୁଷ୍‌ରୁ କ’ଣ କିଣିବୁ କ’ଣ ନକିଣିବୁ। ବିକଳ୍ପ ବାଛିବାର ସ୍ୱାଧୀନତା ସମ୍ପୂର୍ଣ୍ଣ ଭାବେ ଆମର। ଆମେ ଭାବୁଛୁ ସମସ୍ତ ରାଷ୍ଟ୍ର ଏହାକୁ ଗ୍ରହଣ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story