୧୫ ଦିନରେ ଆମେରିକାର ୯ ବଡ଼ ପଦକ୍ଷେପ

ଓ୍ୱାଶିଂଟନ: କରୋନା ମହାମାରୀର ଖଳନାୟକ କୁହାଯାଉଥିବା ଚୀନ୍ ସହିତ ଆମେରିକାର ବିବାଦ ବଢ଼ିବାରେ ଲାଗିଛି। କରୋନା ଚୀନ ଦ୍ୱାରା ବ୍ୟାପିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ୱାର କହି ଆସୁଛନ୍ତି। ଆମେରିକା-ଚୀନର ସମ୍ପର୍କ ଏବେ ଭାରତ-ପାକିସ୍ତାନ ଭଳି। ଉଭୟ ଦେଶର ତିନି ସେନା ଏବେ ଆଲର୍ଟରେ ରହିଛନ୍ତି। ଉଭୟ ଅସ୍ତ୍ରଶସ୍ତ୍ର ଧରି ସମୁଦ୍ରରେ ପରସ୍ପର ବିରୋଧରେ ଋଣ ହୁଙ୍କାର ଦେଉଛନ୍ତି। ଟ୍ରମ୍ପ କହିଛନ୍ତି, ବିଶ୍ୱରେ ସୁପର ପାଓ୍ୱାର ହେବା ପାଇଁ ଚୀନ ଉଦ୍ଦେଶ୍ୟ ରଖି ଏଭଳି […]

trump-xi-jinping

trump-xi-jinping

Subhransu Sekhar
  • Published: Thursday, 09 July 2020
  • Updated: 09 July 2020, 06:11 PM IST

Sports

Latest News

ଓ୍ୱାଶିଂଟନ: କରୋନା ମହାମାରୀର ଖଳନାୟକ କୁହାଯାଉଥିବା ଚୀନ୍ ସହିତ ଆମେରିକାର ବିବାଦ ବଢ଼ିବାରେ ଲାଗିଛି। କରୋନା ଚୀନ ଦ୍ୱାରା ବ୍ୟାପିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ୱାର କହି ଆସୁଛନ୍ତି। ଆମେରିକା-ଚୀନର ସମ୍ପର୍କ ଏବେ ଭାରତ-ପାକିସ୍ତାନ ଭଳି। ଉଭୟ ଦେଶର ତିନି ସେନା ଏବେ ଆଲର୍ଟରେ ରହିଛନ୍ତି। ଉଭୟ ଅସ୍ତ୍ରଶସ୍ତ୍ର ଧରି ସମୁଦ୍ରରେ ପରସ୍ପର ବିରୋଧରେ ଋଣ ହୁଙ୍କାର ଦେଉଛନ୍ତି।

ଟ୍ରମ୍ପ କହିଛନ୍ତି, ବିଶ୍ୱରେ ସୁପର ପାଓ୍ୱାର ହେବା ପାଇଁ ଚୀନ ଉଦ୍ଦେଶ୍ୟ ରଖି ଏଭଳି ଘାତକ ଭାଇରସ ଦୁନିଆକୁ ଛାଡ଼ିଛି। ଚୀନ୍ ବିରୋଧରେ ଗୁଇନ୍ଦା ଗିରି, ଡାଟା ଚୋରୀ, ବେଆଇନ୍ ରାଜନୀତିକ ହସ୍ତକ୍ଷେପ ଭଳି ଅଭିଯୋଗ ଆଣିଛନ୍ତି ଟ୍ରମ୍ପ ପ୍ରଶାସନ। ଏହାରି ଭିତରେ ଆମେରିକା ଚୀନର ଅର୍ଥନୀତିକ ଚାବିକୁ ମୋଡ଼ି ଶୀଥିଳ କରିବା ପ୍ରକ୍ରିୟା ଆରମ୍ଭ କରିଛି ଏମିତିକି ଅନେକ ନିଷ୍ପତ୍ତି ନେଇଛି।

ଜୁନ୍ ୨୩: ଆମେରିକା ପ୍ରଥମେ ଚଳିତ ବର୍ଷ ଶେଷ ସୁଦ୍ଧା ଏଚ-ୱାନ ବି ଭିସା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି, ଯାହା ଚୀନ୍ ଏବଂ ପରେ ଭାରତର ନାଗରିକଙ୍କ ଉପରେ ଅଧିକ ପ୍ରଭାବ ପକାଇବ।

ଜୁନ୍ ୨୭: ଜର୍ମାନୀରୁ ସେନା ପ୍ରତ୍ୟାହାର କରି ଆମେରିକା ଭାରତ-ପ୍ରଶାନ୍ତ ମହାସାଗରରେ ସେନା ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ଦକ୍ଷିଣ ଚୀନ୍ ସାଗରରେ ଦୁଇଟି ବିମାନ ମଧ୍ୟ ନିୟୋଜିତ କରିଛି ଆମେରିକା।

ଜୁନ୍ ୩୦: ଆମେରିକାର ଫେଡେରାଲ୍ କମ୍ୟୁନିକେସନ୍ କମିଶନ (ଏଫସିସି) ଟୀନର ହୁଓ୍ୱାଇ କମ୍ପାନୀ ଏବଂ ଜେଟିଇ ଉପରେ ପ୍ରତିବନ୍ଧକ ଲଗାଇଛି। ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଆମେରିକା ଏହି ପଦକ୍ଷେପ ନେଇଛି। ୫ଜି କ୍ଷେତ୍ରରେ ଏହି ଦୁଇ କମ୍ପାନୀ ସାରା ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଯୋଜନା ରଖିଛନ୍ତି।

ଜୁଲାଇ ୨: ଚୀନ ହଂକଂରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରିବାକୁ ନିଷ୍ପତ୍ତି ବିରୋଧରେ ଆମେରିକାର ଲୋକସଭା ହଂକଂ ସହ ଜଡିତ ନୂତନ ପ୍ରତିବନ୍ଧକକୁ ଅନୁମୋଦନ କରିଛି। ଲୋକସଭାରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଛି। ଚୀନ୍ କର୍ତ୍ତୃପକ୍ଷଙ୍କ ସହ କୌଣସି ବ୍ୟାଙ୍କ ବ୍ୟବସାୟ କଲେ ଜୋରିମାନା ହେବ।

ଜୁଲାଇ ୪: ଆମେରିକା ପୁଣି ଥରେ ଦକ୍ଷିଣ ଚୀନ୍ ସାଗର ଅଞ୍ଚଳକୁ ତିନୋଟି ଜାହାଜ ପଠାଇଛି, ଚୀନ ଏହି ଅଞ୍ଚଳକୁ ଦାବି କରିଆସୁଛି। ଏଥିରେ ରାଗିଯାଇ ଚୀନ୍ ଆମେରିକାର ନୌ ସେନାକୁ ଚେତାବନୀ ଦେଇଥିଲା। ଯାହାକୁ ଆମେରିକା ଖାତିର କରି ନାହିଁ।

ଜୁଲାଇ ୫: ଭାରତ-ଚୀନ୍ ସୀମା ତିକ୍ତତା ଉପରେ ଆମେରିକା ବୈଦେଶିକ ମନ୍ତ୍ରୀ ଖୋଲାଖୋଲି ଭାବେ ଭାରତକୁ ସମର୍ଥନ କରିଥିଲେ। ହ୍ୱାଇଟ୍ ହାଉସ ମଧ୍ୟ ସ୍ପଷ୍ଟ କରିଛି, କୌଣସି ବିବାଦ ହେଲେ ଚୀନ୍ ସେନା ଭାରତକୁ ସମର୍ଥନ କରିବ।

ଜୁଲାଇ ୭: ଭାରତ ଭଳି ଆମେରିକା ମଧ୍ୟ ଟିକଟକ ଉପରେ ରୋକ୍ ଲଗାଇବାକୁ ଯୋଜନା କରିଛି। ଆମେରିକା ପରେ ଅଷ୍ଟ୍ରେଲିଆ ମଧ୍ୟ ସମାନ ଚିନ୍ତା କରୁଛି।

ଜୁଲାଇ ୭: ଆମେରିକା ଦ୍ୱିତୀୟ ନିଷ୍ପତ୍ତି ନେଇଛି ଚୀନ ଅଧିକାରୀଙ୍କ ଉପରେ। ଯେଉଁ ଅଧିକାରୀ ଭିସା ଉପରେ ପ୍ରତିବନ୍ଧକ ଲଗାଇବା, ସାମ୍ବାଦିକ, ପର୍ଯ୍ୟଟକ, କୂଟନୀତିଜ୍ଞ ତଥା ଆମେରିକାର ଅନ୍ୟ ଅଧିକାରୀଙ୍କୁ ତିବ୍ଦତକୁ ଯିବା ଉପରେ ରୋକ୍ ଲଗାଇଛନ୍ତି।

ଜୁଲାଇ ୭: ମଙ୍ଗଳବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ନିଜକୁ ବାହାର କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ବର୍ଷକର ନୋଟିସ୍ ମଧ୍ୟ ଦେଇଛି ଟ୍ରମ୍ପ ସରକାର। ଚୀନ୍ ବିରୋଧରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନରମ ମନୋଭାବ ଯୋଗୁଁ ଏହି ନିଷ୍ପତ୍ତି ନେଇଛି ଆମେରିକା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story