ଶେଷରେ ଡରିଗଲା ଆମେରିକା, ଏବେ କ’ଣ ହେବ ଜାଣନ୍ତୁ

ନୂଆଦିଲ୍ଲୀ: ନରମିଛନ୍ତି  ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଉତ୍ତର କୋରିଆ ସହ କଥାବାର୍ତ୍ତା ହେବାକୁ ରାଜି ବୋଲି କହିଛନ୍ତି ଟ୍ରମ୍ପ। ତେବେ ଏଥିପାଇଁ କିଛିଟା ସର୍ତ୍ତ ଥିବା ସେ କହିଛନ୍ତି। ତେବେ ଆଲୋଚନା ପୂର୍ବରୁ କଣ ସବୁ ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି ଟ୍ରମ୍ପ। ସେ କହିଛନ୍ତି, ଉତ୍ତର କୋରିଆର ଶାସକ କିମ୍ ଜଙ୍ଗଙ୍କ ସହ ଫୋନ୍‌ରେ ଆଲୋଚନା କରିବାକୁ ରାଜିଅ।  ଏଥିରେ କିଛି ଅସୁବିଧା ନାହିଁ । କିନ୍ତୁ ବିନା ସର୍ତ୍ତରେ କଥା ହେବେ […]

Kim-Jong-un-Trump-and-missile-launch-840445

Rakesh Mallick
  • Published: Sunday, 07 January 2018
  • Updated: 07 January 2018, 08:23 PM IST

Sports

Latest News

ନୂଆଦିଲ୍ଲୀ: ନରମିଛନ୍ତି  ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଉତ୍ତର କୋରିଆ ସହ କଥାବାର୍ତ୍ତା ହେବାକୁ ରାଜି ବୋଲି କହିଛନ୍ତି ଟ୍ରମ୍ପ। ତେବେ ଏଥିପାଇଁ କିଛିଟା ସର୍ତ୍ତ ଥିବା ସେ କହିଛନ୍ତି। ତେବେ ଆଲୋଚନା ପୂର୍ବରୁ କଣ ସବୁ ସେ ନେଇ କିଛି ସ୍ପଷ୍ଟ କରିନାହାନ୍ତି ଟ୍ରମ୍ପ। ସେ କହିଛନ୍ତି, ଉତ୍ତର କୋରିଆର ଶାସକ କିମ୍ ଜଙ୍ଗଙ୍କ ସହ ଫୋନ୍‌ରେ ଆଲୋଚନା କରିବାକୁ ରାଜିଅ।  ଏଥିରେ କିଛି ଅସୁବିଧା ନାହିଁ । କିନ୍ତୁ ବିନା ସର୍ତ୍ତରେ କଥା ହେବେ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। ଉତ୍ତର କୋରିଆ ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷା କରି ଆମେରିକାକୁ ଧମକ ଦେଇଚାଲିଛି।  ତୃତୀୟ ବିଶ୍ୱଯୁଦ୍ଧ ପାଇଁ ଟ୍ରମ୍ପଙ୍କୁ ଚେତାବନୀ ଦେଉଛନ୍ତି କିମ୍ ଜଙ୍ଗ।  ଶେଷରେ ଦୁଇ ଦେଶ ମଧ୍ୟରେ ସମାଧାନ ପାଇଁ ଡୋନାଲ୍ଡ ଟ୍ରମ୍ପ, କିମ୍ ଜଙ୍ଗଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ଲାଗି ରାଜି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story