ଏହି ରାଜ୍ୟରେ ବୋହିନେଲେ ୧୦୦ କୋଟି ଟଙ୍କାର ମଦ

ଲକ୍ଷ୍ନୌ: ମହାମାରୀ କରୋନାକୁ କାହାର ବି ଖାତିର ନାହିଁ। ଲକଡାଉନ ୩.୦ର ପ୍ରଥମ ଦିନରେ କିଛି ରାଜ୍ୟରେ ମଦ ଦୋକାନ ଖୋଲିବାରୁ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। ଦୀର୍ଘ ୨ କିମି ଯାଏ ଲୋକମାନେ ଧାଡ଼ିରେ ଛିଡ଼ା ହୋଇ ମଦ କିଣୁଛନ୍ତି। ତେବେ ଉତ୍ତର ପ୍ରଦେଶରେ ସୋମବାର ଗୋଟିଏ ଦିନରେ ୧୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଉତ୍ତର ପ୍ରଦେଶ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ […]

b

b

Hemant Lenka
  • Published: Tuesday, 05 May 2020
  • Updated: 05 May 2020, 02:57 PM IST

Sports

Latest News

ଲକ୍ଷ୍ନୌ: ମହାମାରୀ କରୋନାକୁ କାହାର ବି ଖାତିର ନାହିଁ। ଲକଡାଉନ ୩.୦ର ପ୍ରଥମ ଦିନରେ କିଛି ରାଜ୍ୟରେ ମଦ ଦୋକାନ ଖୋଲିବାରୁ ଏହାକୁ କିଣିବା ପାଇଁ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି।

ଦୀର୍ଘ ୨ କିମି ଯାଏ ଲୋକମାନେ ଧାଡ଼ିରେ ଛିଡ଼ା ହୋଇ ମଦ କିଣୁଛନ୍ତି। ତେବେ ଉତ୍ତର ପ୍ରଦେଶରେ ସୋମବାର ଗୋଟିଏ ଦିନରେ ୧୦୦ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଉତ୍ତର ପ୍ରଦେଶ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ମଦ ଦୋକାନ ଖୋଲିବା କ୍ଷଣି ଲୋକମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଏହାକୁ କିଣିଛନ୍ତି।

ଲକଡାଉନ ପୂର୍ବରୁ ରାଜ୍ୟରେ ଦୈନିକ ୭୦ରୁ ୮୦ କୋଟି ଟଙ୍କାର ମଦ ବିକ୍ରି ହୁଏ। ହେଲେ ସୋମବାର ଗୋଟିଏ ଦିନରେ ୧୦୦ କୋଟିରୁ ଅଧିକ ଟଙ୍କାର ମଦ ବିକ୍ରି ହୋଇଛି। କେବଳ ରାଜ୍ୟର ରାଜଧାନୀ ଲକ୍ଷ୍ନୌରେ ଗୋଟିଏ ଦିନରେ ୬.୩ କୋଟିର ବ୍ୟବସାୟ ହୋଇଛି।

ସାଧାରଣ ଦିନଗୁଡ଼ିକରେ ମଦ ଦୋକାନ ଯେତିକି ସମୟ ଖୋଲେ, ତା’ ତୁଳନାରେ ସୋମବାର ୪ ଘଣ୍ଟା କମ ସମୟ ଦୋକାନ ଖୋଲିଥିଲା। ତଥାପି ଲୋକମାନେ ଭିଡ଼ କରି ଏହାକୁ କିଣିଛନ୍ତି। କିଛି ଦୋକାନରେ ମଧ୍ୟାହ୍ଣ ବେଳକୁ ଷ୍ଟକ ଶେଷ ହେବାରୁ ଶଟର ମଧ୍ୟ ବନ୍ଦ କାରାଯାଇଥିବା ଖବର ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story