ଆଗ୍ରାରେ ଭାଲେଣ୍ଟାଇନ୍ ଡେ’ ପାଳନକୁ ଶିବସେନାର ବିରୋଧ

ଆଗ୍ରା: ଭାଲେଣ୍ଟାଇନ୍‌ ଡେ’ ପାଳନକୁ ଉତ୍ତରପ୍ରଦେଶ ଆଗ୍ରାରେ ଶିବସେନା ପକ୍ଷରୁ ବିରୋଧ କରାଯାଇଛି। ବିଭିନ୍ନ କଲେଜ ଓ ଅନୁଷ୍ଠାନରେ ପହଞ୍ଚି ଶିବସେନା କର୍ମୀମାନେ ପିଲାମାନଙ୍କୁ  ଭାଲେଣ୍ଟାଇନ୍ ଡେ’ ପାଳନ  ନ କରିବାକୁ  ପ୍ରବର୍ତ୍ତାଇଛନ୍ତି। ଏମିତି କି ଏହି ଦିବସ ପାଳନ  ନ କରିବାକୁ  ଲିଫ‍ଲେଟ୍ ମଧ୍ୟ ବାଣ୍ଟିଛନ୍ତି। ପାଶ୍ଚାତ୍ୟ ସଂସ୍କୃତି ନ ଆପଣାଇବାକୁ କର୍ମୀମାନେ ଆହ୍ୱାନ ଦେଇଛନ୍ତି।

siba

Rakesh Mallick
  • Published: Sunday, 14 February 2016
  • , Updated: 14 February 2016, 09:36 AM IST

Related story