୧୨ ବର୍ଷ ପରେ ବାପା ମା’ଙ୍କୁ ଚିହ୍ନିଲା ଝିଅ

ମୁମ୍ବାଇ: ଶୈଶବ ସରିଆସିଲା । ହେଲେ ନିଜ ବାପା ମା’ଙ୍କୁ ଜାଣିପାରିଲାନି । ଏଥିପାଇଁ ଲାଗିଗଲା ୮ ବର୍ଷ। ଏମିତି ଘଟଣା  ଜଣେ ୧୨ ବର୍ଷର ଝିଅ ସହିତ ଘଟିଛି। ମଧ୍ୟପ୍ରଦେଶର ଘଟିଛି ଏହି ଘଟଣା। ଘଟଣାଟି ଏପରି। ମଧ୍ୟପ୍ରଦେଶର ସାତନା ଅଞ୍ଚଳରେ  ବସଷ୍ଟାଣ୍ଡ ନିକଟରେ ଏହି ଶିଶୁ କନ୍ୟା ଜଣଙ୍କ ଖେଳୁଥିଲା। ସେତେବେଳକୁ ଏହି ଝିଅଟିର ବୟସ ୮ ବର୍ଷ ହୋଇଥିଲା। ଶିଶୁଟି ଖେଳୁ ଥିବା ସମୟରେ  ତା’ର ମା’ ପାଖ ଦୋକାନକୁ କିଣାକିଣି କରିବାକୁ […]

victim

victim

Rakesh Mallick
  • Published: Tuesday, 14 March 2017
  • Updated: 14 March 2017, 02:57 PM IST

Sports

Latest News

ମୁମ୍ବାଇ: ଶୈଶବ ସରିଆସିଲା । ହେଲେ ନିଜ ବାପା ମା’ଙ୍କୁ ଜାଣିପାରିଲାନି । ଏଥିପାଇଁ ଲାଗିଗଲା ୮ ବର୍ଷ। ଏମିତି ଘଟଣା  ଜଣେ ୧୨ ବର୍ଷର ଝିଅ ସହିତ ଘଟିଛି। ମଧ୍ୟପ୍ରଦେଶର ଘଟିଛି ଏହି ଘଟଣା।

ଘଟଣାଟି ଏପରି। ମଧ୍ୟପ୍ରଦେଶର ସାତନା ଅଞ୍ଚଳରେ  ବସଷ୍ଟାଣ୍ଡ ନିକଟରେ ଏହି ଶିଶୁ କନ୍ୟା ଜଣଙ୍କ ଖେଳୁଥିଲା। ସେତେବେଳକୁ ଏହି ଝିଅଟିର ବୟସ ୮ ବର୍ଷ ହୋଇଥିଲା। ଶିଶୁଟି ଖେଳୁ ଥିବା ସମୟରେ  ତା’ର ମା’ ପାଖ ଦୋକାନକୁ କିଣାକିଣି କରିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଶିବ ଶଙ୍କର ସିଶୋଦିଆ ଏବଂ ସ୍ତ୍ରୀ ଗଙ୍ଗା ସି‌ଶୋଦିଆ ନାମକ ଏକ ଦମ୍ପତ୍ତି ଝିଅଟିକୁ ବିସ୍କୁଟ ଜାଚି  ଡାକିନେଇଥିଲେ।

ଏହା ପରେ ଏହି ଦମ୍ପତ୍ତି ଜଣକ ସମ୍ପୃକ୍ତ ଶିଶୁ କନ୍ୟାଟିକୁ ଅପହରଣ କରିନେଇ  ମୁମ୍ବାଇର ଏକ ଅଜ୍ଞାତବାଷରେର ରଖିଥିଲେ।ସେଠାରେ ଏହି ନୀରିହ ଶିଶୁ କନ୍ୟାକୁ ବିକ୍ରି ପାଇଁ ଯୋଜନା  ମଧ୍ୟ ହୋଇଥିଲା। ହେଲେ କୌଶଳକ୍ରମେ ଝିଅଟି ତାଙ୍କ ପାଖରୁ ମକୁଳି ଆସବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ପୋଲିସ ଏହି ଘଟଣାରେ ଖବର ପାଇ ତଦନ୍ତ କରିଥିଲା। ତଦନ୍ତ ବେଳେ ସମ୍ପୃକ୍ତ ଅପହରଣକାରୀଙ୍କୁ ଗିରଫ କରିଥିଲା। ଅପହରଣକାରୀ ସବୁ କଥା ମାନିଲା ପରେ ସମ୍ପୃକ୍ତ ଶିଶୁ କନ୍ୟା ଜଣକ ତା’ର ବାପା ମା ନିକଟକୁ ଫେରି ପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story