୨୫ ପଣବନ୍ଦୀଙ୍କୁ ଢାଲ କରି ଖସିବାର ପ୍ରୟାସ, ଦେଖନ୍ତୁ ଭିଡିଓ

ରିଓ (ଓଡ଼ିଶା ରିପୋର୍ଟର): ଚୋର, ଡକାୟତ ଏବଂ ସେହିଭଳି ଅଭିଯୁକ୍ତମାନଙ୍କର ଖସିଯିବାର ତରିକା ନିଶ୍ଚୟ ନିଆରା। ସେଥିପାଇଁ ବୋଧେ କୁହାଯାଏ ନେଇ ଆଣି ଥୋଇଜାଣିଲେ ଚୋରି ବିଦ୍ୟା ଭଲ। କିଛି ଡକାୟତ ଏମିତି ଏକ ଅଭିନବ ଉପାୟରେ ଖସିଯିବାର ପ୍ରୟାସ କର ଫସିଯାଇଥିବାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାକୁ ଆରମ୍ଭ କରିଛି। ବ୍ରାଜିଲର ଏକ ଘଟଣାରେ ଏକ ଲଟେରୀ ଦୋକାନରେ ଡକାୟତି କରିବାରେ ବିଫଳ ହେବାପରେ ଏକ ଗ୍ୟାଙ୍ଗର ସଦସ୍ୟମାନେ ୨୫ ଜଣ ପଣବନ୍ଦୀଙ୍କୁ ନେଇ […]

25-hostages-as-human-shield

25-hostages-as-human-shield

Subrat Kumar Nayak
  • Published: Wednesday, 17 October 2018
  • Updated: 17 October 2018, 09:07 PM IST

Sports

Latest News

ରିଓ (ଓଡ଼ିଶା ରିପୋର୍ଟର): ଚୋର, ଡକାୟତ ଏବଂ ସେହିଭଳି ଅଭିଯୁକ୍ତମାନଙ୍କର ଖସିଯିବାର ତରିକା ନିଶ୍ଚୟ ନିଆରା। ସେଥିପାଇଁ ବୋଧେ କୁହାଯାଏ ନେଇ ଆଣି ଥୋଇଜାଣିଲେ ଚୋରି ବିଦ୍ୟା ଭଲ। କିଛି ଡକାୟତ ଏମିତି ଏକ ଅଭିନବ ଉପାୟରେ ଖସିଯିବାର ପ୍ରୟାସ କର ଫସିଯାଇଥିବାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାକୁ ଆରମ୍ଭ କରିଛି।

ବ୍ରାଜିଲର ଏକ ଘଟଣାରେ ଏକ ଲଟେରୀ ଦୋକାନରେ ଡକାୟତି କରିବାରେ ବିଫଳ ହେବାପରେ ଏକ ଗ୍ୟାଙ୍ଗର ସଦସ୍ୟମାନେ ୨୫ ଜଣ ପଣବନ୍ଦୀଙ୍କୁ ନେଇ ଘଟଣାସ୍ଥଳରୁ ଫେରାର ହେବାକୁ ଉପାୟ ପାଞ୍ଚିଥିଲେ। ସେମାନେ ୨୫ ଜଣ ପଣବନ୍ଦୀଙ୍କୁ ଏକାଠି କରି ସେମାନଙ୍କୁ ନିଜର ଢାଲ ବନାଇଥିଲେ। ଆଉ ପୁଲିସ୍ ତାଙ୍କ ପିଛା କରିଥିଲା। ୩ ଘଣ୍ଟା ଧରି ଏହି ନାଟକ ଚାଲିଥିଲା। ଏହି ଡକାୟତଙ୍କ ମଧ୍ୟରୁ ୪ ଜଣ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିଲେ ଏବଂ ଜଣେ ଗିରଫ ହୋଇଥିଲା। ସମସ୍ତ ପଣବନ୍ଦୀ ଅକ୍ଷତ ଉଦ୍ଧାର ହୋଇଥିଲେ।

ଭିଡିଓ ସୌଜନ୍ୟ: ଡେଲି ମେଲ୍‌ (Daily Mail)
https://youtu.be/fbfHDF2ZNMI

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos