ଯାତ୍ରୀଙ୍କ ରାଗ ଶାନ୍ତ କରିବାକୁ ରେଳବାଇର ନୂଆ ଉପାୟ: ଟ୍ରେନ୍‌ ବିଳମ୍ବ ହେଲେ ଭିଡିଓ ବାର୍ତ୍ତା ମାଧ୍ୟମରେ ବୁଝାଇବ

ନୂଆଦିଲ୍ଲୀ: ଆମ ଦେଶରେ ଟ୍ରେନ୍‌ ବିଳମ୍ବରେ ଷ୍ଟେସନ୍‌ରେ ପହଞ୍ଚିବା ଅବା ବିଳମ୍ବରେ ଷ୍ଟେସନ୍‌ରୁ ଛାଡ଼ିବା କିଛି ନୂଆ କଥା ନୁହେଁ। ବର୍ଷ ବର୍ଷ ଧରି ଭାରତୀୟ ରେଳ ଏଥିପାଇଁ ସମାଲୋଚିତ ହୋଇ ଆସୁଛି। ଏମିତି ବିଳମ୍ବ ଯୋଗୁ ଯାତ୍ରୀମାନେ ରାଗନ୍ତି ଓ ମନେ ମନେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଗାଳି କରନ୍ତି। ଯାତ୍ରୀଙ୍କ ରାଗ ଶାନ୍ତ କରିବା ପାଇଁ ରେଳବାଇ ଏକ ନୂଆ ଉପାୟ ଚିନ୍ତା କରିଛି। ରେଳବାଇ ଭାବୁଛି ଏହି ଉପାୟ ଯାତ୍ରୀଙ୍କୁ ଶାନ୍ତ ରଖିବାରେ ସାହାଯ୍ୟ […]

train

train

Rakesh Mallick
  • Published: Thursday, 19 July 2018
  • Updated: 19 July 2018, 10:15 AM IST

Sports

Latest News

ନୂଆଦିଲ୍ଲୀ: ଆମ ଦେଶରେ ଟ୍ରେନ୍‌ ବିଳମ୍ବରେ ଷ୍ଟେସନ୍‌ରେ ପହଞ୍ଚିବା ଅବା ବିଳମ୍ବରେ ଷ୍ଟେସନ୍‌ରୁ ଛାଡ଼ିବା କିଛି ନୂଆ କଥା ନୁହେଁ। ବର୍ଷ ବର୍ଷ ଧରି ଭାରତୀୟ ରେଳ ଏଥିପାଇଁ ସମାଲୋଚିତ ହୋଇ ଆସୁଛି। ଏମିତି ବିଳମ୍ବ ଯୋଗୁ ଯାତ୍ରୀମାନେ ରାଗନ୍ତି ଓ ମନେ ମନେ ରେଳବାଇ କର୍ତ୍ତୃପକ୍ଷଙ୍କୁ ଗାଳି କରନ୍ତି। ଯାତ୍ରୀଙ୍କ ରାଗ ଶାନ୍ତ କରିବା ପାଇଁ ରେଳବାଇ ଏକ ନୂଆ ଉପାୟ ଚିନ୍ତା କରିଛି। ରେଳବାଇ ଭାବୁଛି ଏହି ଉପାୟ ଯାତ୍ରୀଙ୍କୁ ଶାନ୍ତ ରଖିବାରେ ସାହାଯ୍ୟ କରିବ।

ଷ୍ଟେସନ୍‌ରେ ନିଜ ନିଜ ଟ୍ରେନ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କୁ ଏକ ଭିଡିଓ ସନ୍ଦେଶ ମାଧ୍ୟମରେ ଭାରତୀୟ ରେଳବାଇ ଟ୍ରେନ୍ ବିଳମ୍ବ ହେବାର କାରଣ ବିଷୟରେ ବୁଝାଇବ। ଏହା ଯାତ୍ରୀଙ୍କ ରାଗକୁ ଥଣ୍ଡା କରି ପାରିବ ବୋଲି ରେଳବାଇ କର୍ତ୍ତୃପକ୍ଷ ଆଶା ରଖିଛନ୍ତି।

ଏହି ଭିଡିଓଟି ୧ମିନିଟ୍‌ର ହେବ। ଏଥିରେ କୁହାଯିବ,“ଦୟାକରି ଧୈର୍ଯ୍ୟ ଧରନ୍ତୁ। ଆପଣଙ୍କ ଧୈର୍ଯ୍ୟ ଆପଣଙ୍କ ଭବିଷ୍ୟତକୁ ସୁନ୍ଦର କରିବ।” ଏହା ସହିତ ରେଳ ଧାରଣାର ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଏହି ଭିଡିଓରେ କୁହାଯିବ। ରେଳ ଧାରଣାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ କଠିନ ପରିଶ୍ରମ କରୁଥିବା ଶ୍ରମିକମାନଙ୍କ ଛବି ସହିତ ଷ୍ଟେସନ୍‌ରେ ଟ୍ରେନ୍‌କୁ ଅପେକ୍ଷା କରୁଥିବା ଲୋକଙ୍କ ଛବି ମଧ୍ୟ ଏହି ଭିଡିଓରେ ରହିବ। ଭିଡିଓରେ ଟ୍ରେନ୍ ବିଳମ୍ବ ସଂପର୍କିତ କାରଣ ବିଷୟରେ ବର୍ଣ୍ଣନା କଲା ବେଳେ ଯାତ୍ରୀଙ୍କୁ କ୍ଷମା ମଗାଯିବ ଓ ଭବିଷ୍ୟତରେ ଉତ୍ତମ ଯାତ୍ରାର ଅନୁଭବ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story