ମୋଦିଙ୍କୁ ସେ ବୁଢ଼ା କହିଲେ କାହିଁକି ?

ଅହମ୍ମଦାବାଦ୍‌: “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବୁଢ଼ା ହୋଇଗଲେଣି। ରାଜନୀତି ଛାଡିବାକୁ ତାଙ୍କ ପାଇଁ ସମୟ ଆସିଯାଇଛି ।” ଏ କଥା ଆମ କହୁନୁ, କହିଛନ୍ତି ଗୁଜୁରାଟ ନିର୍ବାଚନରେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିବା ଦଳିତ ନେତା ଜିଗ୍ନେସ୍‌ ମେୱାନି। ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ପ୍ରତିକ୍ରିୟା ରଖିବା ବେଳେ ମେୱାନି ଏହା କହିଛନ୍ତି। ନିକଟରେ ସରିଥିବା ଗୁଜରାଟ ନିର୍ବାଚନରେ ଭାଜପାକୁ ୯୯ଟି ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିଛି। ତଥାପି ସଂଖ୍ୟା ଗରିଷ୍ଠତାକୁ ଦୃଷ୍ଟିରେ […]

d4

d4

Rakesh Mallick
  • Published: Thursday, 21 December 2017
  • Updated: 21 December 2017, 04:24 PM IST

Sports

Latest News

ଅହମ୍ମଦାବାଦ୍‌: “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବୁଢ଼ା ହୋଇଗଲେଣି। ରାଜନୀତି ଛାଡିବାକୁ ତାଙ୍କ ପାଇଁ ସମୟ ଆସିଯାଇଛି ।” ଏ କଥା ଆମ କହୁନୁ, କହିଛନ୍ତି ଗୁଜୁରାଟ ନିର୍ବାଚନରେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିବା ଦଳିତ ନେତା ଜିଗ୍ନେସ୍‌ ମେୱାନି। ନିର୍ବାଚନ ଜିତିବା ପରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ପ୍ରତିକ୍ରିୟା ରଖିବା ବେଳେ ମେୱାନି ଏହା କହିଛନ୍ତି।

ନିକଟରେ ସରିଥିବା ଗୁଜରାଟ ନିର୍ବାଚନରେ ଭାଜପାକୁ ୯୯ଟି ସିଟ୍‌ରେ ସନ୍ତୁଷ୍ଟ ହେବାକୁ ପଡିଛି। ତଥାପି ସଂଖ୍ୟା ଗରିଷ୍ଠତାକୁ ଦୃଷ୍ଟିରେ ରଖି ଭାଜପା ହିଁ ସରକାର ଗଢିବ ଏ  କଥା ନିଶ୍ଚିତ ହୋଇଛି। ଅନ୍ୟପକ୍ଷରେ କଂଗ୍ରେସ ୮୦ ଆସନ ପାଇ ସରକାରରେ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହେବ। ଏହି ଫଳାଫଳକୁ ତର୍ଜମା କଲେ ଜଣାପଡୁଛି ଯେ, ଉଭୟ ଦଳ ଏହି ନିର୍ବାଚନୀ ବୈତରଣୀ ପାର୍‌ ହେବାକୁ କଡା ଟକ୍କରର ସମ୍ମୁଖୀନ ହୋଇଛନ୍ତି। ଭାଜପା ଯେଉଁ ୧୫୦ ଆସନର ସ୍ୱପ୍ନ ଦେଖିଥିଲା, ତାହା ସ୍ୱପ୍ନ ହୋଇ ରହିଯାଇଛି। ଅନ୍ୟପକ୍ଷରେ କଂଗ୍ରେସକୁ ମିଳିଥିବା ସଫଳତା ପଛରେ ରହିଛି ପଟିଦାର ଆନ୍ଦୋଳର ନେତା ହାର୍ଦ୍ଦିକ ପାଟିଲ, ଦଳିତ ଆନ୍ଦୋଳନର ନେତା ମେୱାନି ଓ ଠାକୁର ସମୁଦାୟର ଅଳ୍ପେଶ ଠାକୁରଙ୍କ ହାତ। ଏହି ୩ ନେତା ପୃଥକ୍‌ ଭାବେ ଆନ୍ଦୋଳନକୁ ଓହ୍ଲାଇବା ପରେ ଗୁଜରାଟରେ ବିଜେପିର ଆସନ ସଂଖ୍ୟା ୯୯ ସୀମିତ ହୋଇଛି ବୋଲି କୁହାଯାଉଛି।

ଭୋଟ୍‌ ହାର କମିବା ସମ୍ପର୍କରେ ଭାଜପାରେ ମାନସ ମନ୍ଥନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ଉପରୋକ୍ତ ୩ ନେତାଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଗୁଜରାଟର ଏହି ନେତାମାନେ ଜାତି ଆଧାରରେ ସମାଜର ଧ୍ରୁବିକରଣ କରିବାରେ ଲାଗିଛନ୍ତି, ଯାହାର ଜବାବ୍‌ ସେମାନଙ୍କୁ ମିଳିଯାଇଛି। ଏହି ବିବୃତିକୁ ମେୱାନି ସାମାଲୋଚନା କରିଛନ୍ତି। ସେ କହିଛନ୍ତି “ମୋଦି ବୁଢା ହୋଇ ଗଲେଣି। ନିଜ ଭାଷଣରେ ପୁରୁଣା କଥାକୁ ବାରମ୍ବାର ଦୋହରାଉଛନ୍ତି। ଏଣୁ ସେ ରାଜନୀତିରୁ ସନ୍ୟାସ ନେଇଯିବା କଥା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story