ସମାଧାନ ବଦଳରେ ସମସ୍ୟାକୁ ବଢ଼ାଉଛନ୍ତି ହବିବୁଲ୍ଲାହ: ସ୍ୱରାଜ କୌଶଲ

ନୂଆଦିଲ୍ଲୀ: ଶାହୀନବାଗରେ ରାସ୍ତା ବନ୍ଦ ପାଇଁ ଦିଲ୍ଲୀ ପୁଲିସକୁ ଦାୟୀ କରିଛନ୍ତି ଓ୍ୱଜାହତ ହବିବୁଲ୍ଲାହ। ଗତକାଲି ସୁପ୍ରିମକୋର୍ଟରେ ଶାହୀନବାଗକୁ ନେଇ ଓ୍ୱଜାହତ ଏକ ସତ୍ୟପାଠ ଦାଖଲ କରିଥିଲେ। ଶାହୀନବାଗ୍ ଆନ୍ଦୋଳନକାରୀଙ୍କ ସହ କଥା ହୋଇ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ତିନି ଜଣଙ୍କୁ ନିଯୁକ୍ତ କରିଥିଲେ। ସେମାନଙ୍କ ମଧ୍ୟରେ ଓ୍ୱଜାହତ ହବିବୁଲ୍ଲାହ ଅନ୍ୟତମ। ଏବେ ଶାହୀନବାଗରେ ଦେଖାଦେଇଥିବା ସମସ୍ୟା ପାଇଁ ଓ୍ୱଜାହତ ହବିବୁଲ୍ଲାହଙ୍କୁ ଦାୟୀ କରିଛନ୍ତି ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଳ। ଦିବଂଗତ ବିଜେପି ନେତ୍ରୀ ତଥା […]

Wajahat Habibullah

Wajahat Habibullah

Subhransu Sekhar
  • Published: Monday, 24 February 2020
  • Updated: 24 February 2020, 07:00 PM IST

ନୂଆଦିଲ୍ଲୀ: ଶାହୀନବାଗରେ ରାସ୍ତା ବନ୍ଦ ପାଇଁ ଦିଲ୍ଲୀ ପୁଲିସକୁ ଦାୟୀ କରିଛନ୍ତି ଓ୍ୱଜାହତ ହବିବୁଲ୍ଲାହ। ଗତକାଲି ସୁପ୍ରିମକୋର୍ଟରେ ଶାହୀନବାଗକୁ ନେଇ ଓ୍ୱଜାହତ ଏକ ସତ୍ୟପାଠ ଦାଖଲ କରିଥିଲେ। ଶାହୀନବାଗ୍ ଆନ୍ଦୋଳନକାରୀଙ୍କ ସହ କଥା ହୋଇ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟ ତିନି ଜଣଙ୍କୁ ନିଯୁକ୍ତ କରିଥିଲେ। ସେମାନଙ୍କ ମଧ୍ୟରେ ଓ୍ୱଜାହତ ହବିବୁଲ୍ଲାହ ଅନ୍ୟତମ।

ଏବେ ଶାହୀନବାଗରେ ଦେଖାଦେଇଥିବା ସମସ୍ୟା ପାଇଁ ଓ୍ୱଜାହତ ହବିବୁଲ୍ଲାହଙ୍କୁ ଦାୟୀ କରିଛନ୍ତି ପୂର୍ବତନ ରାଜ୍ୟପାଳ ସ୍ୱରାଜ କୌଶଳ। ଦିବଂଗତ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାମୀ ଟୁଇଟ୍ କରି କହିଛନ୍ତି, ଓ୍ୱଜାହତ ହବିବୁଲ୍ଲାହ ଏବେ ଦେଖାଦେଇଥିବା ସମସ୍ୟାର କାରଣ। ସମସ୍ୟା ଦୂର କରିବା ପାଇଁ ତାଙ୍କୁ ପଠାଯାଇଥିଲା। ହେଲେ ସେ ସମାଧାନ ପରିବର୍ତ୍ତେ ବିବାଦକୁ ଆହୁରି ବଢ଼ାଇଛନ୍ତି।

https://twitter.com/governorswaraj/status/1231505736196382720

ସେ ଆହୁରି କହିଛନ୍ତି, ଶାହୀନବାଗରେ ଆନ୍ଦୋଳନରତ ମହିଳାମାନେ ଦାବି କରୁଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ପାଖକୁ ଆସି ସମସ୍ୟାର ସମାଧାନ କରନ୍ତୁ। ପୂର୍ବରୁ ଏଭଳି ଆନ୍ଦୋଳନ ବେଳେ ଦେଶର କୌଣସି ପ୍ରଧାନମନ୍ତ୍ରୀ ଯାଇଛନ୍ତି କି? ଏ ବାବଦରେ ଓ୍ୱଜାହତ ହବିବୁଲ୍ଲାହ ବୁଝାଇବାର ଥିଲା ବୋଲି ସେ କହିଛନ୍ତି। ତେବେ ଜଣେ ଟୁଇଟରରେ ସ୍ୱରାଜଙ୍କୁ ପ୍ରଶ୍ନ କରିଛନ୍ତି ତା’ହେଲେ ଆନ୍ଦୋଳନକାରୀଙ୍କ କିପରି ବୁଝାଇବା ଦରକାର ଆପଣ କୁହନ୍ତୁ? ଜବାବରେ ସ୍ୱରାଜ କହିଛନ୍ତି ଯେମିତି ରାମଦେବଙ୍କ କ୍ଷେତ୍ରରେ ହୋଇଥିଲା।

କହିରଖୁଛୁ, ୟୁପିଏ ସରକାର ବେଳେ ବାବା ରାମଦେବ ଜନ୍ତରମନ୍ତରରେ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରୁଥିଲେ। ହେଲେ ଦିଲ୍ଲୀ ପୁଲିସ ଆସି ତାଙ୍କୁ ବାଡ଼େଇଥିଲା। ଏହାପରେ ମାଡ଼ ଭୟରେ ସମସ୍ତ ଆନ୍ଦୋଳନକାରୀ ଛତ୍ରଭଙ୍ଗ ଦେଇଥିଲେ।

ସୂଚନାଯୋଗ୍ୟ, ଗତକାଲି ସୁପ୍ରିମକୋର୍ଟରେ ହବିବୁଲ୍ଲାହ ଏକ ସତ୍ୟପାଠ ଦାଖଲ କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଆନ୍ଦୋଳନକୁ ରୋକିବା ପାଇଁ ସରକାରଙ୍କ ତରଫରୁ କୌଣସି ପ୍ରୟାସ କରାଯାଇନାହିଁ। ପୁଲିସ ଅନେକ ସ୍ଥାନରେ ଜାଣିଶୁଣି ରାସ୍ତା ଅବରୋଧ କରିଛି। ଏହାଦ୍ୱାରା ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଛି।  ଆନ୍ଦୋଳନକାରୀ କିନ୍ତୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story