ଆହୁରି ବର୍ଷିବ, ସତର୍କ କରାଇଲା ପାଣିପାଗ ବିଭାଗ

ହାଇଦ୍ରାବାଦ: ଦଶହରା ବେଳକୁ ହାଇଦ୍ରାବାଦ ପୁଣିଥରେ ଭାସିପାରେ। ଗୋଟିଏ ପଟେ କରୋନା ପାଇଁ ଦୁର୍ଗାପୂଜା ଉପରେ କଟକଣା ରହିଛି। ଅନ୍ୟପଟେ ଲଗାଣ ବର୍ଷା ଦଶହରାକୁ ଫିକା କରିବ ବୋଲି ରବିବାର ପାଣିପାଗ ବିଭାଗ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ସ୍ଥାନୀୟ ପାଣିପାଗ କେନ୍ଦ୍ର କହିଛି, ସହରର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ ସହରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଗତ […]

hyderabad rain

hyderabad rain

Subhransu Sekhar
  • Published: Sunday, 18 October 2020
  • Updated: 18 October 2020, 07:29 PM IST

Sports

Latest News

ହାଇଦ୍ରାବାଦ: ଦଶହରା ବେଳକୁ ହାଇଦ୍ରାବାଦ ପୁଣିଥରେ ଭାସିପାରେ। ଗୋଟିଏ ପଟେ କରୋନା ପାଇଁ ଦୁର୍ଗାପୂଜା ଉପରେ କଟକଣା ରହିଛି। ଅନ୍ୟପଟେ ଲଗାଣ ବର୍ଷା ଦଶହରାକୁ ଫିକା କରିବ ବୋଲି ରବିବାର ପାଣିପାଗ ବିଭାଗ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ସ୍ଥାନୀୟ ପାଣିପାଗ କେନ୍ଦ୍ର କହିଛି, ସହରର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ ସହରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଗତ ଦୁଇ ସପ୍ତାହ ମଧ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଥିବା ନିଜାମନଗରୀରେ ପୁଣି ଥରେ ବର୍ଷା ଆଶଙ୍କା ଉଭୟ ସହରବାସୀ ଏବଂ ତଳିଆ ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ପାଣିପାଗ ବିଭାଗ ତଳିଆ ଅଞ୍ଚଳକୁ ସତର୍କ କରାଇବା ସହିତ ଟ୍ରାଫିକ ପୋଷ୍ଟ ଗୁଡ଼ିକରେ ପାଣି ଜମିବାର ସମ୍ଭାବନା ରହିଛି ବୋଲି କହିଛି। ପରିଣାମସ୍ୱରୂପ ଟ୍ରାଫିକ୍ ଜାମ୍ ସମସ୍ୟା ଉପୁଜିପାରେ ବୋଲି କୁହାଯାଇଛି। ତେଣୁ ଲୋକଙ୍କୁ ଘରୁ ନବାହାରକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ପାଣିପାଗ ବିଭାଗ।

ଏହା ପୂର୍ବରୁ ହାଇଦ୍ରାବାଦ ଏବଂ ଏହାର ବାହାରେ ଶନିବାର ରାତିରେ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଅନେକ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗତ ସପ୍ତାହରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିରୁ ରାଜ୍ୟବାସୀ ଉଦ୍ଧାର ପାଇନଥିବା ବେଳେ ଏବେ ପୁଣିଥରେ ବର୍ଷା ସମ୍ଭାବନା ହାଇଦ୍ରାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ଅକ୍ଟୋବରର ୧୭-୧୮ ଓ ୧୩-୧୪ରେ ହାଇଦ୍ରାବାଦ ଏବଂ ଏହାର ପାଖାପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story