ଭବିଷ୍ୟବାଣୀ ! ଅକ୍ଟୋବର ମାସରୁ ଆସିପାରେ ବିରାଟ ପରିବର୍ତ୍ତନ

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଟ ହାସଲ କରି ମଧ୍ୟ ସରକାର ଗଠନ କରିବାରେ ବିଫଳ ହେବା ମୋଦି ସରକାରଙ୍କୁ ଜବରଦସ୍ତ ଝଟକା ଲାଗିଛି।  ବିଜେପିର ବିଏସ ୟେଦ୍ୟୁରପ୍ପା ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ  ହୋଥିଲେ ମଧ୍ୟ ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଇଥିଲେ ୟଦ୍ୟୁରପ୍ପା।  ତେବେ ୨୦୧୯ରେ ହେବାକୁ ଥିବା  ଲୋକସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେଲାଣି। ରଣନୀତି, ଅଙ୍କକଷା, ବ୍ଲୁ ପ୍ରିଣ୍ଟ ଏମିତି କେତେ କ’ଣ  ପ୍ରସ୍ତୁତି ହେଲାଣି। ଏହାରି […]

Untitled-1

Untitled-1

Rakesh Mallick
  • Published: Monday, 28 May 2018
  • Updated: 28 May 2018, 08:06 PM IST

Sports

Latest News

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଟ ହାସଲ କରି ମଧ୍ୟ ସରକାର ଗଠନ କରିବାରେ ବିଫଳ ହେବା ମୋଦି ସରକାରଙ୍କୁ ଜବରଦସ୍ତ ଝଟକା ଲାଗିଛି।  ବିଜେପିର ବିଏସ ୟେଦ୍ୟୁରପ୍ପା ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ  ହୋଥିଲେ ମଧ୍ୟ ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଇଥିଲେ ୟଦ୍ୟୁରପ୍ପା।  ତେବେ ୨୦୧୯ରେ ହେବାକୁ ଥିବା  ଲୋକସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେଲାଣି। ରଣନୀତି, ଅଙ୍କକଷା, ବ୍ଲୁ ପ୍ରିଣ୍ଟ ଏମିତି କେତେ କ’ଣ  ପ୍ରସ୍ତୁତି ହେଲାଣି। ଏହାରି ଭିତରେ ରାଜନେତାଙ୍କ ଭାଗ୍ୟକୁ ନେଇ ଜ୍ୟେତିଷମାନେ ମଧ୍ୟ ଆକଳନ କଲେଣି। ହେଲେ ସମସ୍ତଙ୍କ ନଜର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରହିଛି। ଆଗାମୀ ନିର୍ବାଚନରେ ମୋଦିଙ୍କ ଯାଦୁ କାମ କରିବ କି ନାହିଁ, ବିଜେପି କ୍ଷମତାକୁ ଆସିବକି କି ନାହିଁ ଏମିତିକି ନିଜେ ମୋଦି ପ୍ରଧାନମନ୍ତ୍ରୀ  ହେବେ କି ନାହିଁ ତାକୁ ନେଇ ଗଣନା ଆରମ୍ଭ ହୋଇଯାଇଛି।  ତେବେ ଏନେଇ ଜ୍ୟେତିଷ ଶାସ୍ତ୍ରୀମାନେ କ’ଣ ଆକଳନ କରୁଛନ୍ତି ଆସନ୍ତୁ ଜାଣିବା।

ମୁଖ୍ୟତ‍ଃ ବିଜେପିର ସ୍ଥାପନା ଯାତକରେ ବୁଧ ସହ କେତୁ ସାଥୀ ହୋଇ ଅଛନ୍ତି।  ଆଉ ବୁଧ ଉପରେ ମଙ୍ଗଳ, ଶନି ଏବଂ ବୃହଷ୍ପତ୍ତିର ପୂର୍ଣ୍ଣ ଦୃଷ୍ଟି ରହିଛି।  ଫଳସୂରୂପ ବୁଧ ଏବଂ କେତୁ ଅଶୁଭ ଦୃଷ୍ଟିରେ ଥିଲେ ମଧ୍ୟ ଏହି ସ୍ଥିତିରେ ୧୦ ଅକ୍ଟୋବର ୨୦୧୮ରେ ପରେ ପରିବର୍ତ୍ତନ ଆସିପାରେ । ଆଉ ବିଜେପି ଶକ୍ତିଶାଳୀ ହୋଇପାରେ। ଏବେ ମୋଦିଙ୍କ ଉପରେ ଚନ୍ଦ୍ରମା ମହାଦଶା ଏବଂ ଶନିଙ୍କ ଅନ୍ତର୍ଦଶା ଚାଲିଛି। ଅନ୍ୟପଟେ ସାଢେ ଶନିର ମଧ୍ୟ ପ୍ରଭାବ ରହିଛି। ଏଭଳି ସ୍ଥିତିରେ  ଜଣେ ବ୍ୟକ୍ତି ନୂଆ ନୂଆ ବ୍ୟବସ୍ଥାର ପ୍ରୟୋଗ ଉପରେ ବିଚାର କରିଥାନ୍ତି । ତାଙ୍କ ଉପରେ ୬ ଅକ୍ଟୋବରରୁ  ଚନ୍ଦ୍ରରେ ବୁଧ ଦଶା ଆରମ୍ଭ ହେଉଛି।  ଯାହା ୬ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ କାଏମ ରହିବ।  ତେବେ  ୨୬ ଅକ୍ଟୋବର ୨୦୧୭ରୁ ଶନି ତାଙ୍କ ରାଶିରୁ ଗୋଟିଏ ଘରୁ ଅନ୍ୟ ଘରକୁ ସ୍ଥାନାନ୍ତର ହୋଇଛନ୍ତି।

ତେଣୁ ଏହା ପୂର୍ବରୁ ମୋଦିଙ୍କ ପାଇଁ କିଛି ଖରାପ ସମୟ ଚାଲିଥିଲା। ଆଉ ତାଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥିଲା।  ତେବେ ୧୧ ଅକ୍ଟୋବର ୨୦୧୮ରୁ ତାଙ୍କ ରାଶିରେ ଗୁରୁ କ୍ଷେତ୍ରରେ ମଧ୍ୟ ବିରାଟ ପରିବର୍ତ୍ତନ ହେଉଛି। ଏମିତି ଘଟିଲେ ମୋଦିଙ୍କ ଭାଗ୍ୟରେ ଏକ ବିରାଟ ପରିବର୍ତ୍ତନ ଆସିପାରେ ବୋଲି ଜ୍ୟେତିଷ ଶାସ୍ତ୍ରୀମାନେ ଆକଳନ କରୁଛନ୍ତି।  ଅର୍ଥାତ ବିରୋଧୀମାନେ ଯେତେ ଏକାଠି ହେଲେ ମଧ୍ୟ  ମୋଦିଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି।  ତେବେ ସବୁକିଛି ଆସନ୍ତା ଅକ୍ଟୋବର ମାସଠାରୁ ହିଁ ଘଟିବାକୁ ଯାଉଛି ବୋଳି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story