କେବେ ଓ କେଉଁଠି ହୋଇଥିଲା ସର୍ଜିକାଲ ଷ୍ଟ୍ରାଇକ୍: କମଲନାଥ

ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ପୁଣିଥରେ ସେନାର ପାରିବା ପଣିଆ ପରାକାଷ୍ଠା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି। ଛିନ୍ଦାଓ୍ୱାଡ଼ାରେ ବିଜେପି ବିରୋଧରେ ବର୍ଷିବାକୁ ଯାଇ ସେନାର ଦକ୍ଷତା ଓ ପରାକାଷ୍ଠା ଉପରେ ଅଙ୍ଗୁଳି ଉଠାଇଛନ୍ତି କମଲନାଥ। ଏହି ଅବସରରେ ସେ ଶିବରାଜ ସିଂହ ବିରୋଧରେ ବର୍ଷିଛନ୍ତି କମଲନାଥ। #WATCH Madhya Pradesh Chief Minister Kamal Nath: Indira Gandhi sarkar thi, jab 90,000 Pakistani jawanon ne surrender kiya […]

kamalnath9

Subhransu Sekhar
  • Published: Thursday, 20 February 2020
  • , Updated: 20 February 2020, 06:29 PM IST

ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ପୁଣିଥରେ ସେନାର ପାରିବା ପଣିଆ ପରାକାଷ୍ଠା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି। ଛିନ୍ଦାଓ୍ୱାଡ଼ାରେ ବିଜେପି ବିରୋଧରେ ବର୍ଷିବାକୁ ଯାଇ ସେନାର ଦକ୍ଷତା ଓ ପରାକାଷ୍ଠା ଉପରେ ଅଙ୍ଗୁଳି ଉଠାଇଛନ୍ତି କମଲନାଥ। ଏହି ଅବସରରେ ସେ ଶିବରାଜ ସିଂହ ବିରୋଧରେ ବର୍ଷିଛନ୍ତି କମଲନାଥ।

https://twitter.com/ANI/status/1230400646601416704

ଇନ୍ଦିରା ଗାନ୍ଧୀ ସରକାର ବେଳେ ୯୦ ହଜାର ପାକିସ୍ତାନୀ ଯବାନ ଭାରତ ଆଗରେ ଆତ୍ମସମର୍ପଣ କରିଥିଲେ। ଏଭଳି କଥା ବିଜେପି କେବି କହିବ ନାହିଁ। କିନ୍ତୁ ବିଜେପି ନେତା କେବଳ ସର୍ଜିକାଲ ଷ୍ଟ୍ରାଇକ କଥା କହିବେ। କେବେ ଓ କେଉଁଠି ହୋଇଛି ସର୍ଜିକାଲ ଷ୍ଟ୍ରାଇକ ଏ ବାବଦରେ ବିଜେପି ନେତା ସ୍ପଷ୍ଚୀକରଣ ଦେବା ଦରକାର ବୋଲି କମଲନାଥ କହିଛନ୍ତି। ବିଜେପି ଶ୍ରେୟ ନେବା ପାଇଁ ରାଜନୀତି କରେ। ହେଲେ କଂଗ୍ରେସ ନୁହେଁ ବୋଲି କମଲନାଥ କହିଛନ୍ତି।

Related story