ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ କରୋନାରେ ସଂକ୍ରମିତ!

ଜେନେଭା: ବିଶ୍ୱରେ କରୋନା ସଂକ୍ରମଣ ଉପରେ ନଜର ରଖିଥିବା ଏବଂ ବିଶ୍ୱବାସୀଙ୍କୁ କରୋନାର ଗତି ବାବଦରେ ପରାମର୍ଶ ଦେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଏବେ ନିଜକୁ ସଂଗରୋଧରେ ରଖିଛନ୍ତି। କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ସେ ନିଜକୁ ସଂଗରୋଧରେ ରହିଥିବା ଟ୍ୱିଟ୍ କରି କହିଛନ୍ତି। ତାଙ୍କ ପାଖରେ କୌଣସି ଲକ୍ଷଣ ନାହିଁ। ଏବେ ସେ ସୁସ୍ଥ ରହିଛନ୍ତି। ହେଲେ କରୋନାର ସମସ୍ତ ପ୍ରୋଟୋକଲ ମାନିବେ ବୋଲି କହିଛନ୍ତି। ଘରୁ ରହି ସମସ୍ତ […]

who

who

Subhransu Sekhar
  • Published: Monday, 02 November 2020
  • Updated: 02 November 2020, 07:01 AM IST

ଜେନେଭା: ବିଶ୍ୱରେ କରୋନା ସଂକ୍ରମଣ ଉପରେ ନଜର ରଖିଥିବା ଏବଂ ବିଶ୍ୱବାସୀଙ୍କୁ କରୋନାର ଗତି ବାବଦରେ ପରାମର୍ଶ ଦେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଏବେ ନିଜକୁ ସଂଗରୋଧରେ ରଖିଛନ୍ତି। କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ସେ ନିଜକୁ ସଂଗରୋଧରେ ରହିଥିବା ଟ୍ୱିଟ୍ କରି କହିଛନ୍ତି।

ତାଙ୍କ ପାଖରେ କୌଣସି ଲକ୍ଷଣ ନାହିଁ। ଏବେ ସେ ସୁସ୍ଥ ରହିଛନ୍ତି। ହେଲେ କରୋନାର ସମସ୍ତ ପ୍ରୋଟୋକଲ ମାନିବେ ବୋଲି କହିଛନ୍ତି। ଘରୁ ରହି ସମସ୍ତ କାମ କରିବେ ବୋଲି ଟ୍ୱିଟ୍ ଜରିଆରେ କହିଛନ୍ତି ଟେଡରୋସ।

https://twitter.com/DrTedros/status/1323032927492542465

ସାରା ବିଶ୍ୱରେ କରୋନା ଏବେ ବି ସକ୍ରିୟ ରହିଛି। ନ୍ୟୁଜିଲାଣ୍ଡ, ବ୍ରିଟେନ, ଫ୍ରାନ୍ସ ଓ ଜର୍ମାନୀ ଭଳି ଦେଶରେ କରୋନାର ଦୌରାତ୍ମ୍ୟ କିଛି ଦିନ ତଳେ କମିଯାଇଥିଲା। ହେଲେ ଏବେ ଶୀତର ଆଗମାନରେ ପୁଣିଥରେ ଏହି ଦେଶରେ କରୋନାର ପ୍ରାଦୁର୍ଭାବ ବଢ଼ିଛି। ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀରେ ଦ୍ୱିତୀୟ ଥର ପାଇଁ ଲକଡାଉନ୍ ଘୋଷଣା ହୋଇଛି। ଏଯାବତ ସାରା ବିଶ୍ୱରେ ୪୬ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିବା ପରେ ଏକ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story