ବଜେଟରେ କିଏ କ’ଣ ପାଇଲେ

ପରିବହନ ଭତ୍ତିଭୂମି-୧.୭ ଲକ୍ଷ କୋଟି ପ୍ରତିରକ୍ଷା ପେନସନ-୧.୩୩ ଲକ୍ଷ କୋଟି ଏସ୍‌ସି, ଓବିସି- ୮୫ ହଜାର କୋଟି ଏସ୍‌ଟି-୫୩,୭୦୦ କୋଟି ସ୍ୱାସ୍ଥ୍ୟ-୬୯,୦୦୦ କୋଟି ଅପପୁଷ୍ଟି ଦୂରୀକରଣ-୩୫,୬୦୦ କୋଟି ଜମ୍ମୁ-କଶ୍ମୀର ପାଇଁ-୩୦,୭୫୭ କୋଟି ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ-୨୮,୬୦୦ ଶିଳ୍ପ ଓ ବାଣିଜ୍ୟ-୨୭,୩୦୦ କୋଟି ଶକ୍ତି ଓ ନବୀକରଣ ଯୋଗ୍ୟ ଶକ୍ତି-୨୨ ହଜାର କୋଟି ସ୍ୱଚ୍ଛ ଭାରତ ମିଶନ-୧୨,୩୦୦ କୋଟି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ-୯,୫୦୦ କୋଟି ଭାରତ ନେଟ କାର୍ଯ୍ୟକ୍ରମ-୬ ହଜାର କୋଟି ଲଦାଖର ବିକାଶ- ୫,୯୫୮ କୋଟି […]

df

Hemant Lenka
  • Published: Saturday, 01 February 2020
  • , Updated: 01 February 2020, 05:33 PM IST

ପରିବହନ ଭତ୍ତିଭୂମି-୧.୭ ଲକ୍ଷ କୋଟି

ପ୍ରତିରକ୍ଷା ପେନସନ-୧.୩୩ ଲକ୍ଷ କୋଟି

ଏସ୍‌ସି, ଓବିସି- ୮୫ ହଜାର କୋଟି

ଏସ୍‌ଟି-୫୩,୭୦୦ କୋଟି

ସ୍ୱାସ୍ଥ୍ୟ-୬୯,୦୦୦ କୋଟି

ଅପପୁଷ୍ଟି ଦୂରୀକରଣ-୩୫,୬୦୦ କୋଟି

ଜମ୍ମୁ-କଶ୍ମୀର ପାଇଁ-୩୦,୭୫୭ କୋଟି

ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ-୨୮,୬୦୦

ଶିଳ୍ପ ଓ ବାଣିଜ୍ୟ-୨୭,୩୦୦ କୋଟି

ଶକ୍ତି ଓ ନବୀକରଣ ଯୋଗ୍ୟ ଶକ୍ତି-୨୨ ହଜାର କୋଟି

ସ୍ୱଚ୍ଛ ଭାରତ ମିଶନ-୧୨,୩୦୦ କୋଟି

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ-୯,୫୦୦ କୋଟି

ଭାରତ ନେଟ କାର୍ଯ୍ୟକ୍ରମ-୬ ହଜାର କୋଟି

ଲଦାଖର ବିକାଶ- ୫,୯୫୮ କୋଟି

କ୍ଲିୟର ଏୟାର-୪,୪୦୦ କୋଟି

ସଂସ୍କୃତି ମନ୍ତ୍ରଣାଳୟ-୩,୧୫୦

ପର୍ଯ୍ୟଟନ ଓ ବିକାଶ-୨,୫୦୦ କୋଟି

ଜି-୨୦ ସମ୍ମିଳନୀ ପାଇଁ-୧୦୦ କୋଟି

Related story