ସ୍ୱପ୍ନା ସୁରେଶ କିଏ? କେମିତି ହେଲେ ସୁନା ସ୍ମଗଲିଂର କୁଇନ୍‌

ଥିରୁଭନନ୍ତପୁରମ: କେରଳର ଥିରୁଭନନ୍ତପୁରମ ଏୟାରପୋର୍ଟରୁ ଡିପ୍ଲୋମାଟିକ କନସାଇମେଣ୍ଟରେ ଆସିଥିବା ୩୦ କେଜିର ସୁନା ଜବତ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣା ପରେ ସୁନା ସ୍ମଗଲିଂ ବା ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି। ଏତେ ପରିମାଣର ସୁନା ୟୁଏଇ ଦୂତାବାସ ନାଁରେ ପଞ୍ଜୀକରଣ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଦୂତାବାସର ଜଣେ ପୂର୍ବତନ କର୍ମଚାରୀ ସୁନା ଚୋରାଚାଲାଣରେ ସଂପୃକ୍ତ ରହିଛନ୍ତି। କଷ୍ଟମ ଡିର୍ପାଟମେଣ୍ଟ ଦୂତାବାସର ଜଣେ ପୂର୍ବତନ କର୍ମଚାରୀ ସରିତା ନାୟରଙ୍କୁ ନିଜ ହେପାଜତକୁ […]

q

q

Hemant Lenka
  • Published: Wednesday, 08 July 2020
  • Updated: 08 July 2020, 12:22 PM IST

Sports

Latest News

ଥିରୁଭନନ୍ତପୁରମ: କେରଳର ଥିରୁଭନନ୍ତପୁରମ ଏୟାରପୋର୍ଟରୁ ଡିପ୍ଲୋମାଟିକ କନସାଇମେଣ୍ଟରେ ଆସିଥିବା ୩୦ କେଜିର ସୁନା ଜବତ ହେବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣା ପରେ ସୁନା ସ୍ମଗଲିଂ ବା ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି।

ଏତେ ପରିମାଣର ସୁନା ୟୁଏଇ ଦୂତାବାସ ନାଁରେ ପଞ୍ଜୀକରଣ ହୋଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଦୂତାବାସର ଜଣେ ପୂର୍ବତନ କର୍ମଚାରୀ ସୁନା ଚୋରାଚାଲାଣରେ ସଂପୃକ୍ତ ରହିଛନ୍ତି। କଷ୍ଟମ ଡିର୍ପାଟମେଣ୍ଟ ଦୂତାବାସର ଜଣେ ପୂର୍ବତନ କର୍ମଚାରୀ ସରିତା ନାୟରଙ୍କୁ ନିଜ ହେପାଜତକୁ ନେଇଛି। ଖାଲି ସେତିକି ନୁହେଁ, ଏହି ସୁନା ଚୋରା ଚାଲାଣ ଘଟଣାରେ ରାଜ୍ୟ ଆଇଟି ବିଭାଗର ସଚିବ ମଧ୍ୟ ସାମିଲ ଥିବା ଜଣାପଡ଼ିବା ପରେ ତାଙ୍କୁ ପଦରୁ ବିଦା କରାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପୂରା ଘଟଣାର ମାଷ୍ଟରମାଇଣ୍ଡ ହେଉଛନ୍ତି ସ୍ୱପ୍ନା ସୁରେଶ। ସେ ରାଜ୍ୟ ସରକାରଙ୍କ ଆଇଟି ବିଭାଗର କନସଲଣ୍ଟାଣ୍ଟ ଭାବେ କାର୍ଯ୍ୟ ମଧ୍ୟ କରୁଥିଲେ। ତାଙ୍କୁ ଧରିବା ପାଇଁ ପ୍ରକ୍ରିୟା ଚାଲିଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳିନାହିଁ। ସୁରେଶଙ୍କ ନାଁ ସାମ୍ନାକୁ ଆସିବା ପରେ କେରଳ ରାଜନୀତିରେ ହଟଚମଟ ଆରମ୍ଭ ହୋଇଯାଇଛି। ସୁରେଶ ଓ କେରଳ ମୁଖ୍ୟ ପିନରାୟୀ ବିଜୟନ ଏକାଠି ଫଟୋରେ ଥିବା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ସ୍ୱପ୍ନା ସୁରେଶ କିଏ? କାହିଁକି ତାଙ୍କ ବିଷୟରେ ଏତେ ଚର୍ଚ୍ଚା ଆସନ୍ତୁ ଜାଣିବା-

ୟୁଏଇର ଅବୁଧାବିରେ ଖାନା ସୁରେଶଙ୍କ ଜନ୍ମ ହୋଇଥିଲା। ସେଠାରେ ପଢ଼ିବା ପରେ ସେ ଏୟାରପୋର୍ଟରେ ଚାକିରି ପାଇଥିଲେ। ବାହାଘର ହୋଇଥିଲା କିନ୍ତୁ ଶୀଘ୍ର ଏହା ବିଚ୍ଛେଦରେ ପରିଣତ ହୋଇଗଲା। ଏହାପରେ ସୁରେଶ ନିଜ ଝିଅ ସହ ଥିରୁଭନନ୍ତପୁରମରେ ରହିବା ପାଇଁ ଚାଲି ଆସିଥିଲେ।

ଦୁଇ ବର୍ଷ ଏଠାରେ ସେ ଗୋଟିଏ ଟ୍ରାଭେଲ ଏଜେନ୍ସିରେ କାମ କରିଥିଲେ। ଶେଷରେ ୨୦୧୩ରେ ତାଙ୍କୁ ଏୟାର ଇଣ୍ଡିଆରେ ଚାକିରି ମିଳିଥିଲା। ୨୦୧୬ରେ ଏକ ଠକେଇ ମାମଲା ତଦନ୍ତ କ୍ରାଇମବ୍ରାଞ୍ଚ ଆରମ୍ଭ କରିଥିଲା। ସେତେବେଳେ ସ୍ୱପ୍ନା ପୁଣି ଅବୁଧାବି ଚାଲି ଯାଇଥିଲେ।

ପଚରାଉଚରା ବେଳେ ପୁଲିସ୍‌ ଉପରେ ତାଙ୍କୁ ଛାଡ଼ିବା ପାଇଁ ଉପରୁ ଚାପ ପଡ଼ିବା ଆରମ୍ଭ ହୋଇଥିଲା। ଏହାପରେ ସେ ୟୁଏସଇ କନସୁଲେଟରେ ସଚିବ ଭାବେ କାର୍ଯ୍ୟ କରିଥିଲେ। ଗତବର୍ଷ ସେ ଏହି ଚାକିରି ଛାଡ଼ି ଦେଇଥିଲେ। ତେବେ ସେ ଠିକ୍‌ ଭାବେ କାମ କରୁ ନଥିବାରୁ ତାଙ୍କୁ ବହିଷ୍କାର କରାଯାଇଥିବା ପୁଲିସ୍‌ କହିଛି।

ୟୁଏଇ କନସୁଲେଟରେ କାମ କରିବା ସ୍ୱପ୍ନାଙ୍କ ଜୀବନର ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ଏଠାରେ ରହି ସେ ବଡ଼ବଡ଼ ଲୋକଙ୍କ ସହ ପିରିଚିତ ହୋଇଥିଲେ। ଅନେକ ସମୟରେ ବ୍ୟବସାୟିକ ସମ୍ପର୍କ ପାଇଁ କେରଳ ଆସୁଥିବା ଆରବ ଟିମ୍‌ ସହ ସ୍ୱପ୍ନା ବି ଏଠାକୁ ଆସୁଥିଲେ। ଏହାପରେ ସେ ସୁନା ଚୋରା ଚାଲାଣ କରିବା ଆରମ୍ଭ କରି ଦେଇଥିଲେ।

ଧୀରେଧୀରେ ସେ ସୁନା ସ୍ମଗଲିଂର କୁଇନ୍‌ ବନି ଯାଇଥିଲେ। ଏବେ ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୧୩.୫ କୋଟି ଟଙ୍କା ହେବ ବୋଲି କୁହାଯାଇଛି। ଏହାପୂର୍ବରୁ ଅନେକ ଥର ସ୍ୱପ୍ନା ସୁନା ଚୋରାଚାଲାଣ କରିଥିବା ଜଣାପଡ଼ିଛି।

କେରଳ ସରକାରଙ୍କ ଆଇଟି ସଚିବ ଏମ ଶିବଶଙ୍କରଙ୍କ ସହ ସ୍ୱପ୍ନାଙ୍କ ସମ୍ପର୍କ ରହିଥିଲା। ସେ ହିଁ ତାଙ୍କୁ କେରଳ ସରକାରଙ୍କ ଆଇଟି କନସଲଟାଣ୍ଟ ଭାବେ ନିଯୁକ୍ତି ଦେଇଥିଲେ। ଆଇଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭାବେ ମଧ୍ୟ କାମ କରୁଥିଲେ। ତେଣୁ ଅନେକ ସମୟରେ ସ୍ୱପ୍ନା ଓ ପିନରାୟ ବିଜୟଙ୍କ ଦେଖାସାକ୍ଷାତ ହେଉଥିଲା। ଆଇଟି ସଚିବ ଶିବଶଙ୍କର ମଧ୍ୟ ସ୍ୱପନାଙ୍କ ଫ୍ଲାଟକୁ ଅନେକ ଥର ଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story