ସାରା ଦେଶରେ ଲାଗୁ ହେବ ଏନ୍‌ଆରସି, ତଡ଼ାହେବେ ବେଆଇନ ଅନୁପ୍ରବେଶକାରୀ

କୋଲକାତା: ସାରା ଦେଶରେ ଏନ୍‌ଆରସି ଲାଗୁ ହେବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି କୋଲକାତାଠାରେ ଘୋଷଣା କରିଛନ୍ତି। ସେ କହିଛନ୍ତି ତୃଣମୂଳ କଂଗ୍ରେସ ଯେତେ ବିରୋଧ କରୁଛି କରୁ, ବିଜେପି ଏହାକୁ ଯେମିତି ହେଲେ ଲାଗୁ କରିବ। ସେ ଏହି ଅବସରରେ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମ୍‌ସି ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ, ବ୍ୟାପକମାତ୍ରାରେ ବିଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରେ ରହିବାକୁ […]

shah

shah

Subrat Kumar Nayak
  • Published: Tuesday, 01 October 2019
  • Updated: 01 October 2019, 06:28 PM IST

Sports

Latest News

କୋଲକାତା: ସାରା ଦେଶରେ ଏନ୍‌ଆରସି ଲାଗୁ ହେବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି କୋଲକାତାଠାରେ ଘୋଷଣା କରିଛନ୍ତି। ସେ କହିଛନ୍ତି ତୃଣମୂଳ କଂଗ୍ରେସ ଯେତେ ବିରୋଧ କରୁଛି କରୁ, ବିଜେପି ଏହାକୁ ଯେମିତି ହେଲେ ଲାଗୁ କରିବ। ସେ ଏହି ଅବସରରେ ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମ୍‌ସି ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଥିଲେ।

ସେ କହିଥିଲେ, ବ୍ୟାପକମାତ୍ରାରେ ବିଦେଶୀ ଅନୁପ୍ରବେଶକାରୀଙ୍କୁ ରାଜ୍ୟରେ ରହିବାକୁ ଦେଇ ଭୋଟର୍‌ ବେସ୍‌ ବଢ଼ାଇବା ପାଇଁ ବ୍ୟାକୁଳ ହେଉଛନ୍ତି ମମତା। ଏଠାରେ ବାମପନ୍ଥୀ ସରକାର କ୍ଷମତାସୀନ ଥିବାବେଳେ ମମତା ଦିଦି ଏମାନଙ୍କୁ ବିରୋଧ କରୁଥିଲେ। କିନ୍ତୁ ଏମାନେ ତାଙ୍କ ଦଳକୁ ଏବେ ଭୋଟ୍‌ ଦେଉଥିବାରୁ ସେ ଅନୁପ୍ରବେଶକାରୀଙ୍କୁ ରହିବାକୁ ଦେଉଛନ୍ତି। ଶାହ କହିଛନ୍ତି, କୌଣସି ଦଳର ସ୍ୱାର୍ଥ ପାଇଁ ଆମେ ଦେଶର ସ୍ୱାର୍ଥକୁ ବଳି ଦେଇପାରିବୁ ନାହିଁ।

ଶାହ ମମତାଙ୍କୁ ଧମକାଇ କହିଥିଲେ, ମମତା କହୁଛନ୍ତି ସେ ଏନ୍‌ଆରସି ଲାଗୁ ହେବାକୁ ଦେବେନି। ମୁଁ ପ୍ରତିଶ୍ରୁତି ଦେଉଛି ଜଣେ ମଧ୍ୟ ଶରଣାର୍ଥୀଙ୍କୁ ଯିବାକୁ କୁହାଯିବନି ଏବଂ ଜଣେ ମଧ୍ୟ ବେଆଇନ ଅନୁପ୍ରବେଶକାରୀଙ୍କୁ ରହିବାକୁ ଦିଆଯିବନି। ଏହା ବିଜେପିର ପ୍ରତିଶ୍ରୁତି ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story