କଟକଣା ହଟିଲେ କଶ୍ମୀର ପଞ୍ଚାୟତ ନିର୍ବାଚନ ଲଢ଼ିବ କଂଗ୍ରେସ

ଶ୍ରୀନଗର: ଜମ୍ମୁ-କଶ୍ମୀର ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ଆଗ୍ରହ ଦେଖାଇଛି। ତେବେ ଏହି ଦଳ ଏହି ଆଗ୍ରହ ସହ କିନ୍ତୁଟିଏ ମଧ୍ୟ ରଖିଛି। ଜମ୍ମୁ-କଶ୍ମୀର କଂଗ୍ରେସ ପକ୍ଷରୁ କୁହାଯାଇଛି, ଏହାର ନେତାଙ୍କ ଉପରେ ଲାଗିଥିବା କଟକଣା ହଟିଲେ ଏବଂ ସେମାନଙ୍କୁ ମୁକ୍ତ ଭାବେ ଚଳପ୍ରଚଳ କରିବାକୁ ଦିଆଗଲେ କଂଗ୍ରେସ ନିର୍ବାଚନ ଲଢ଼ିବ। ରାଜ୍ୟ ସଭାପତି ଗୁଲାମ ଅହମ୍ମଦ ମିର କହିଛନ୍ତି, ଶୀର୍ଷ ନେତା ଚଲାବୁଲା କରିପାରୁନଥିବାବେଳେ କଂଗ୍ରେସ ପଞ୍ଚାୟତ ଉପନିର୍ବାଚନ ଲଢ଼ିବା ଆଶା କରିପାରିବ ନାହିଁ। ଆସନ୍ତା […]

Congress

Congress

Subrat Kumar Nayak
  • Published: Monday, 17 February 2020
  • Updated: 17 February 2020, 10:58 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀର ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ଆଗ୍ରହ ଦେଖାଇଛି। ତେବେ ଏହି ଦଳ ଏହି ଆଗ୍ରହ ସହ କିନ୍ତୁଟିଏ ମଧ୍ୟ ରଖିଛି। ଜମ୍ମୁ-କଶ୍ମୀର କଂଗ୍ରେସ ପକ୍ଷରୁ କୁହାଯାଇଛି, ଏହାର ନେତାଙ୍କ ଉପରେ ଲାଗିଥିବା କଟକଣା ହଟିଲେ ଏବଂ ସେମାନଙ୍କୁ ମୁକ୍ତ ଭାବେ ଚଳପ୍ରଚଳ କରିବାକୁ ଦିଆଗଲେ କଂଗ୍ରେସ ନିର୍ବାଚନ ଲଢ଼ିବ।

ରାଜ୍ୟ ସଭାପତି ଗୁଲାମ ଅହମ୍ମଦ ମିର କହିଛନ୍ତି, ଶୀର୍ଷ ନେତା ଚଲାବୁଲା କରିପାରୁନଥିବାବେଳେ କଂଗ୍ରେସ ପଞ୍ଚାୟତ ଉପନିର୍ବାଚନ ଲଢ଼ିବା ଆଶା କରିପାରିବ ନାହିଁ।

ଆସନ୍ତା ମାର୍ଚ୍ଚ ୫ ତାରିଖରୁ ଜମ୍ମୁ-କଶ୍ମୀରରେ ୮ ପର୍ଯ୍ୟାୟରେ ନିର୍ବାଚନ ହେବ।

ତେବେ ମିର ଏହାକୁ ନେଇ କହିଛନ୍ତି, “ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯିବା ଦରକାର ଯେ ନେତାମାନେ ଖୋଲାରେ ବୁଲିପାରିବେ। ଏପରିକି ମୁଁ ରାଜ୍ୟ ସଭାପତି ହୋଇ ମଧ୍ୟ ଖୋଲାରେ ବୁଲିପାରୁନାହିଁ।”

ସେ କହିଛନ୍ତି, ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ନିୟମ ଆପଣାଉଛି ପ୍ରଶାସନ। ଦେଶର କୌଣସି ସ୍ଥାନରେ ଦଳ ଭିତ୍ତିରେ ପଞ୍ଚାୟତ ନିର୍ବାଚନ ହୁଏନି। କଟକଣା କାରଣରୁ ଅନ୍ୟ କୌଣସି ଦଳ ଭୋଟରଙ୍କୁ ଆକୃଷ୍ଟ କରିପାରିବେ ନାହିଁ। କେବଳ ବିଜେପି ନେତା ମୁକ୍ତ ଭାବେ ବୁଲୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story