‘ହାଓଡି ମୋଦି’ ପାଇଁ ଫାଇଦାରେ ଟ୍ରମ୍ପ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ଡୋନାଲ୍ଡ ଟ୍ରମ୍ପ ହଷ୍ଟନ୍‌ରେ ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଏହା ଆମେରିକାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହ ଯୋଡ଼ିହେବାରେ ଭାରତକୁ ଯେତିକି ଫାଇଦା ଦେବ ରିପବ୍ଲିକାନ୍‌ ପାର୍ଟି ନେତା ଟ୍ରମ୍ପଙ୍କୁ ମଧ୍ୟ ସେତିକି ଫାଇଦା ଦେବ କୁହାଯାଉଛି। ଏହା ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ତ ଯୋଡ଼ିବ ତା’ସହ ଟ୍ରମ୍ପଙ୍କୁ କି ପ୍ରକାରର ରାଜନୀତିକ ଫାଇଦା ଦେବ ତାକୁ […]

MODI-and-TRUMP

MODI-and-TRUMP

Subrat Kumar Nayak
  • Published: Saturday, 21 September 2019
  • Updated: 21 September 2019, 06:09 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ଡୋନାଲ୍ଡ ଟ୍ରମ୍ପ ହଷ୍ଟନ୍‌ରେ ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଏହା ଆମେରିକାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହ ଯୋଡ଼ିହେବାରେ ଭାରତକୁ ଯେତିକି ଫାଇଦା ଦେବ ରିପବ୍ଲିକାନ୍‌ ପାର୍ଟି ନେତା ଟ୍ରମ୍ପଙ୍କୁ ମଧ୍ୟ ସେତିକି ଫାଇଦା ଦେବ କୁହାଯାଉଛି। ଏହା ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ତ ଯୋଡ଼ିବ ତା’ସହ ଟ୍ରମ୍ପଙ୍କୁ କି ପ୍ରକାରର ରାଜନୀତିକ ଫାଇଦା ଦେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

୨୦୧୭ ମସିହାରେ ୨୦୧୬ ଆମେରିକା ନିର୍ବାଚନକୁ ନେଇ ଏକ ପରିସଂଖ୍ୟାନ ପ୍ରସ୍ତୁତ ହୋଇଥିଲା। ଏଥିରୁ ଜଣାଯାଏ ଭାରତୀୟମାନେ ବସବାସ କରୁଥିବା ଅଧିକାଂଶ ଅଞ୍ଚଳରେ ଟ୍ରମ୍ପ ପସନ୍ଦର ପ୍ରାର୍ଥୀ ନଥିଲେ। ଆମେରିକା କମ୍ୟୁନିଟି ସର୍ଭେ ୨୦୧୭ ଅନୁଯାୟୀ ୪୦ ଲକ୍ଷ ଏସୀୟ-ଆମେରିକୀୟ ଆମେରିକାରେ ସବବାସ କରିଥା’ନ୍ତି। ଏହା ଆମେରିକାର ମୋଟ ଜନସଂଖ୍ୟାର ୧.୩%। କାଲିଫର୍ଣ୍ଣିଆରେ ଭାରତୀୟମାନଙ୍କ ସଂଖ୍ୟା ୭.୩ ଲକ୍ଷ ବୋଲି ଜଣାପଡ଼ିଛି। ସେହିଭଳି ନ୍ୟୁୟର୍କରେ ଏହା ୩.୭ ଲକ୍ଷ ହୋଇଥିବାବେଳେ ନ୍ୟ ଜର୍ସିରେ ୩.୭ ଲକ୍ଷ, ଟେକ୍ସାସ୍‌ରେ ୩.୫ ଲକ୍ଷ, ଫ୍ଲୋରିଡାରେ ୧.୫ ଲକ୍ଷ ବୋଲି ଜଣାପଡ଼ିଛି। ଭାରତୀୟ ଅଧିକ ଥିବା ୧୬ଟି ରାଜ୍ୟରୁ ୧୦ଟି ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ହିଲାରୀ କ୍ଲିଣ୍ଟନ୍‌ଙ୍କୁ ବାଛିଥିଲେ।

ଏକାଠି ହେଲେ ଶକ୍ତିଶାଳୀ ହେବା ନେଇ ପୂର୍ବରୁ ଉଦାହରଣ ରହିଥିଲେ ମଧ୍ୟ ଆମେରିକାରେ ଅଲଗା ଅଲଗା ରହି ଭାରତୀୟ ଗୋଷ୍ଠୀ ଶକ୍ତିଶାଳୀ ଅଛନ୍ତି। ନ୍ୟୁ ଜର୍ସିରେ ସବୁଠାରୁ ଅଧିକ ଭାରତୀୟ-ଆମେରିକୀୟ ରହୁଥିଲେ ମଧ୍ୟ ଏଠାରେ ୫୩% ଲୋକ କ୍ଲିଣ୍ଟନ୍‌ଙ୍କୁ ଭୋଟ୍ ଦେଇଥିଲେ। ଟ୍ରମ୍ପଙ୍କୁ ୨୫.୨% ଏବଂ ଅନ୍ୟ ପ୍ରାର୍ଥୀଙ୍କୁ ୧୬.୩% ଭୋଟ୍‌ ମିଳିଥିଲା।

ନୀଲଞ୍ଜନ ସିରକାର ନାମକ ଜଣେ ଗବେଷକଙ୍କ କହିବା ଅନୁଯାୟୀ, ଭାରତୀୟ-ଆମେରିକୀୟ ସାଧାରଣତଃ ଡେମୋକ୍ରାଟ୍‌ ପାର୍ଟିର ନେତା ବାଛିଥା’ନ୍ତି। ମୋଦି-ଟ୍ରମ୍ପ କାର୍ଯ୍ୟକ୍ରମରେ ସେମାନଙ୍କର ଏହି ଧାରଣା ବଦଳାଇବାକୁ ପ୍ରୟାସ ହୋଇପାରେ ବୋଲି ସେ କହିଛନ୍ତି। ନିକଯ ଅତୀତରେ ଏକ ବହି ମଧ୍ୟ ପ୍ରକାଶ ପାଇଥିଲା ଯେଉଁଥିରେ ଉଲ୍ଲେଖ ରହିଥିଲା ଭାରତୀୟମାନେ ଆମେରିକାରେ କିଭଳି ଡେମୋକ୍ରାଟ୍‌ ପାର୍ଟି ବାଛିଥା’ନ୍ତି। ତେବେ ସିରକାରଙ୍କ କହିବା ଅନୁଯାୟୀ, ଆମେରିକାର ଧନୀ ଗୋଷ୍ଠୀ ରିପବ୍ଲିକାନ୍‌ ପାର୍ଟି ବାଛିଥା’ନ୍ତି, କିନ୍ତୁ ଭାରତୀୟ-ଆମେରିକୀୟ ଧନୀଙ୍କ ପସନ୍ଦ ଅଲଗା।

ସିଭୋଟର୍‌ର ପ୍ରତିଷ୍ଠାତା ଯଶୱନ୍ତ ଦେଶମୁଖ କହିବା ଅନୁଯାୟୀ, ଏହି ମୋଦି-ଟ୍ରମ୍ପ କାର୍ଯ୍ୟକ୍ରମ ଏହି ଟ୍ରେଣ୍ଡରେ ନୂଆ ମୋଡ଼ ଆଣିବ। ଏହା ସମ୍ଭବତଃ ଭାରତୀୟ- ଆମେରିକୀୟଙ୍କୁ ରିପବ୍ଲିକାନ୍‌ମୁହାଁ କରାଇବ ବୋଲି ସେ କହିଥିଲେ। ଯଦିଓ ଗତ ୩ ଥର ସେମାନେ ଡେମୋକ୍ରାଟିକ୍‌ ପାର୍ଟି ସମର୍ଥନରେ ଭୋଟ୍‌ ଦେଇଛନ୍ତି, କିନ୍ତୁ ଏହା ଜରୁରୀ ନୁହେଁ ଯେ ସେମାନେ ସବୁ ସମୟରେ ଏପରି ନିଷ୍ପତ୍ତିରେ ଅଟଳ ରହିବେ। ଅନ୍ୟପକ୍ଷରେ ଡେମୋକ୍ରାଟିକ୍‌ ପାର୍ଟିର ପ୍ରାର୍ଥୀ କଶ୍ମୀରକୁ ନେଇ ରଖୁଥିବା ମତ ମନ୍ତବ୍ୟ ଭାରତୀୟ- ଆମେରିକୀୟ ଗ୍ରହଣ କରିବେନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story