ବିବାଦରେ ମୁଖ୍ୟମନ୍ତ୍ରୀଙ୍କ ୭୩ ଲକ୍ଷ ମୂଲ୍ୟର ଝରକା ଓ କବାଟ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କର ଗୁଣ୍ଟୁର ଜିଲ୍ଲାସ୍ଥିତ ଘର ଏବେ ଚର୍ଚ୍ଚାରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଘର ଏବଂ ବିଳାସମୟ ଜୀବନକୁ ପୂର୍ବରୁ ସମାଲୋଚନା କରିଥିବା ଜଗନ ମୋହନ ରେଡ୍ଡିଙ୍କ ଏହି ନୂଆ ଘରେ ୭୩ ଲକ୍ଷ ଟଙ୍କା ଖର୍ଚ୍ଚରେ କେବଳ ଝରକା ଓ କବାଟ ଲାଗିବାର ଅଛି। ସୁରକ୍ଷା ଦୃଷ୍ଟିରୁ ଏତେ ଖର୍ଚ୍ଚ ହେବାକୁ ଥିବାବେଳେ ଗତ ମାସରେ ସରକାର ଏଥିପାଇଁ ଅନୁମୋଦନ ଦେଇଛନ୍ତି। ଏହାପରେ ଟିଡିପି ମୁଖ୍ୟ ତଥା ଜଗନ୍‌ଙ୍କ […]

jagan

jagan

Subrat Kumar Nayak
  • Published: Thursday, 07 November 2019
  • Updated: 07 November 2019, 04:54 PM IST

Sports

Latest News

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କର ଗୁଣ୍ଟୁର ଜିଲ୍ଲାସ୍ଥିତ ଘର ଏବେ ଚର୍ଚ୍ଚାରେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଘର ଏବଂ ବିଳାସମୟ ଜୀବନକୁ ପୂର୍ବରୁ ସମାଲୋଚନା କରିଥିବା ଜଗନ ମୋହନ ରେଡ୍ଡିଙ୍କ ଏହି ନୂଆ ଘରେ ୭୩ ଲକ୍ଷ ଟଙ୍କା ଖର୍ଚ୍ଚରେ କେବଳ ଝରକା ଓ କବାଟ ଲାଗିବାର ଅଛି। ସୁରକ୍ଷା ଦୃଷ୍ଟିରୁ ଏତେ ଖର୍ଚ୍ଚ ହେବାକୁ ଥିବାବେଳେ ଗତ ମାସରେ ସରକାର ଏଥିପାଇଁ ଅନୁମୋଦନ ଦେଇଛନ୍ତି।

ଏହାପରେ ଟିଡିପି ମୁଖ୍ୟ ତଥା ଜଗନ୍‌ଙ୍କ ପ୍ରତିଦ୍ୱନ୍ଦ୍ୱୀ ଚନ୍ଦ୍ରବାବୁ ନାଇଡ଼ୁ ଏହି ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରି ବୃହତ୍‌ ପରିମାଣର ଖର୍ଚ୍ଚ ଉଭୟ ଜଗନ୍‌ଙ୍କ ଘର ଏବଂ ଅଫିସ୍‌ ବ୍ଲକ୍‌ରେ ଖର୍ଚ୍ଚ ହୋଇଛି।

ସେ ଟ୍ୱିଟ୍‌ କରି କହିଛନ୍ତି, “ଆଇଏସ୍‌ଆର ଜଗନ୍‌ଙ୍କ ସରକାର ଜଗନ୍‌ଙ୍କ ଘରର ଝରକା ଏବଂ କବାଟ ପାଇଁ ୭୩ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଗତ ୫ ବର୍ଷରେ ପରିଚାଳନାଗତ ତ୍ରୁଟି ପାଇଁ ଆନ୍ଧ୍ରର ଆର୍ଥିକ ସ୍ଥିତି ବିଗିଡ଼ିଥିବାବେଳେ ସେ ,ଭଳି ଖର୍ଚ୍ଚ କରୁଛନ୍ତି।” ଚନ୍ଦ୍ରବାବୁଙ୍କ ପୁଅ ନାରା ଲୋକେଶ କହିଛନ୍ତି, ମୁଖ୍ୟମନ୍ତ୍ରୀ କୁଆଡ଼େ ୧ ଟଙ୍କା ଦରମା ନେଉଛନ୍ତି ବୋଲି ପୂର୍ବରୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story