ସରୁଛି ଉଦ୍ଧବଙ୍କ ୬ ମାସ ଅବଧି, ଗୃହକୁ ନିର୍ବାଚିତ ହେବାରେ କରୋନା ଅଡ଼ୁଆ

ମୁମ୍ବାଇ: ପ୍ରଥମେ କରୋନା ଏବଂ ଲକ୍‌ଡାଉନ୍‌ କାରଣରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିତ ହେବାର ସମ୍ଭାବନା ଘୁଞ୍ଚି ଘୁଞ୍ଚି ଚାଲିଛି। ସେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ପୂରିବାକୁ ଯାଉଥିବାରୁ ଏହା ମଧ୍ୟରେ ତାଙ୍କୁ ବିଧାନ ସଭା ବା ବିଧାନ ପରିଷଦ କୌଣସିଟିରେ ସଦସ୍ୟ ହେବାର ଆବଶ୍ୟକତା ରହିଛି। କିନ୍ତୁ କରୋନା ପାଇଁ ନିର୍ବାଚନ ଅସମ୍ଭବ। ଏହାକୁ ଲକ୍ଷ୍ୟ କରି ମହାରାଷ୍ଟ୍ର ସରକାର ଏକ ସଂକଳ୍ପ ପାରିତ କରି ରାଜ୍ୟପାଳ ଭଗତ […]

Uddhav

Uddhav

Subrat Kumar Nayak
  • Published: Thursday, 09 April 2020
  • Updated: 09 April 2020, 04:38 PM IST

Sports

Latest News

ମୁମ୍ବାଇ: ପ୍ରଥମେ କରୋନା ଏବଂ ଲକ୍‌ଡାଉନ୍‌ କାରଣରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିତ ହେବାର ସମ୍ଭାବନା ଘୁଞ୍ଚି ଘୁଞ୍ଚି ଚାଲିଛି। ସେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ପୂରିବାକୁ ଯାଉଥିବାରୁ ଏହା ମଧ୍ୟରେ ତାଙ୍କୁ ବିଧାନ ସଭା ବା ବିଧାନ ପରିଷଦ କୌଣସିଟିରେ ସଦସ୍ୟ ହେବାର ଆବଶ୍ୟକତା ରହିଛି। କିନ୍ତୁ କରୋନା ପାଇଁ ନିର୍ବାଚନ ଅସମ୍ଭବ। ଏହାକୁ ଲକ୍ଷ୍ୟ କରି ମହାରାଷ୍ଟ୍ର ସରକାର ଏକ ସଂକଳ୍ପ ପାରିତ କରି ରାଜ୍ୟପାଳ ଭଗତ ସିଂହ କୋଶିଆରୀଙ୍କୁ ଅନୁରୋଧ କରିଛନ୍ତି ଉଦ୍ଧବଙ୍କୁ ବିଧାନ ପରିଷଦରେ ନିଯୁକ୍ତି ଦିଆଯାଉ।

ଉଦ୍ଧବ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ଏହାର ୬ ମାସ ମଧ୍ୟରେ ତାଙ୍କୁ ଗୃହକୁ ନିର୍ବଚିତ ହେବାକୁ ପଡ଼ିବ। ଏହା ସମ୍ଭବପର ନହେଲେ ସେ ଇସ୍ତଫା ଦେବାକୁ ହେବ। ଠାକ୍‌ରେ କିନ୍ତୁ ଆଜିର କ୍ୟାବିନେଟ୍‌ ବୈଠକରେ ନଥିଲେ। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ବର୍ତ୍ତମାନ ମହା ବିକାଶ ଅଘାଡି ମେଣ୍ଟ ସରକାର ରହିଛି। ଏଥିରେ ଉଦ୍ଧବଙ୍କ ଶବିସେନା ସହ କଂଗ୍ରେସ ଏବଂ ଏନ୍‌ସିପି ସଦସ୍ୟ ରହିଛନ୍ତି।

କରୋନା ଭାଇରସ୍‌ର କବଳରେ ସବୁଠାରୁ ଅଧିକ ପ୍ରଭାବିତ ଏହି ରାଜ୍ୟରେ ୧,୧୩୫ କରୋନା ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ୯ ତାରିଖ ସକାଳ ସୁଦ୍ଧା ୭୨ ଜଣଙ୍କ ଜୀବନ ଗଲାଣି। ସମଗ୍ର ଭାରତରେ ୫,୦୯୫ ଜଣ ଆକ୍ରାନ୍ତ ଥିବାବେଳେ ୧୬୬ ଜଣଙ୍କର ଜୀବନ ଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story