ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା

ହାଇଦ୍ରାବାଦ: ଆଜି ସକାଳେ ତେଲେଙ୍ଗାନାର କଚେଗୁଡ଼ା ଷ୍ଟେସନରେ ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ପ୍ରାରମ୍ଭିକ ସୂଚନା ରହିଛି। ଏ ନେଇ ସାଉଥ ସେଣ୍ଚ୍ରାଲ ରେଳ(ଏସସିଆର) ଅଧିକାରୀ ସୂଚନା ଦେଇଛନ୍ତି। ହାଇଦ୍ରାବାଦ ଏମଏମଟିଏସ୍‌ ଓ ଇଣ୍ଟରସିଟି ଏକ୍ସପ୍ରେସ ମଧ୍ୟରେ ଏହି ଧକ୍କା ହୋଇଛି। Hyderabad: Two trains have collided at Kacheguda Railway Station. More details awaited. #Telangana pic.twitter.com/tr5GCvfKke — ANI (@ANI) November […]

TRAIN ACCIDENT(1)

Subhransu Sekhar
  • Published: Monday, 11 November 2019
  • , Updated: 12 November 2019, 10:27 AM IST

ହାଇଦ୍ରାବାଦ: ଆଜି ସକାଳେ ତେଲେଙ୍ଗାନାର କଚେଗୁଡ଼ା ଷ୍ଟେସନରେ ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ପ୍ରାରମ୍ଭିକ ସୂଚନା ରହିଛି। ଏ ନେଇ ସାଉଥ ସେଣ୍ଚ୍ରାଲ ରେଳ(ଏସସିଆର) ଅଧିକାରୀ ସୂଚନା ଦେଇଛନ୍ତି। ହାଇଦ୍ରାବାଦ ଏମଏମଟିଏସ୍‌ ଓ ଇଣ୍ଟରସିଟି ଏକ୍ସପ୍ରେସ ମଧ୍ୟରେ ଏହି ଧକ୍କା ହୋଇଛି।

ଦୁଇଟି ଯାକ ଟ୍ରେନ ଧୀର ଗତିରେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ବୋଲି ସୂଚନା ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଏବଂ ରେଳବାଇ ପୁଲିସ ପହଞ୍ଚି ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଉଛନ୍ତି।

 

Related story