ଦିନେ ଥିଲେ ନ୍ୟୁଜ ଆଙ୍କର, ଏବେ ରାସ୍ତା କଡ଼ର ବୁଲା ବିକାଳି

କାବୁଲ: ସମୟ ହିଁ ବଳବାନ। ସମୟ କେତେବେଳେ କାହାକୁ କେଉଁ ମୋଡରେ ଛିଡ଼ା କରିବ, ସେକଥା କେବଳ ଈଶ୍ୱରଙ୍କୁ ହିଁ ଜଣା। ଆଜି ଯାହା ପାଖରେ ସବୁ କିଛି ଅଛି ହୁଏତ କାଲି ସେ ଦାଣ୍ଡର ଭିକାରୀ ହୋଇଯାଇ ପାରେ। ସେହିପରି ଆଜି ଯିଏ ଦାଣ୍ଡର ଭିକାରୀ କାଲି ସିଏ ସବୁ କିଛି ପାଇପାରେ। ସବୁ କିଛି ସେହି ସମୟର ଖେଳ। ଏମିତି ଏକ ସମୟ ଚକ୍ରରେ ଫସିଛନ୍ତି ଆଫାଗନିସ୍ତାନର ଜଣେ ନ୍ୟୁଜ ଆଙ୍କର। ପୂରା ଟିପ୍‌ଟପ୍‌ରେ […]

Kabul

Kabul

Hemant Lenka
  • Published: Thursday, 16 June 2022
  • Updated: 16 June 2022, 08:08 PM IST

Sports

Latest News

କାବୁଲ: ସମୟ ହିଁ ବଳବାନ। ସମୟ କେତେବେଳେ କାହାକୁ କେଉଁ ମୋଡରେ ଛିଡ଼ା କରିବ, ସେକଥା କେବଳ ଈଶ୍ୱରଙ୍କୁ ହିଁ ଜଣା। ଆଜି ଯାହା ପାଖରେ ସବୁ କିଛି ଅଛି ହୁଏତ କାଲି ସେ ଦାଣ୍ଡର ଭିକାରୀ ହୋଇଯାଇ ପାରେ। ସେହିପରି ଆଜି ଯିଏ ଦାଣ୍ଡର ଭିକାରୀ କାଲି ସିଏ ସବୁ କିଛି ପାଇପାରେ। ସବୁ କିଛି ସେହି ସମୟର ଖେଳ।

ଏମିତି ଏକ ସମୟ ଚକ୍ରରେ ଫସିଛନ୍ତି ଆଫାଗନିସ୍ତାନର ଜଣେ ନ୍ୟୁଜ ଆଙ୍କର। ପୂରା ଟିପ୍‌ଟପ୍‌ରେ ଦିନେ ଆଙ୍କର ଜଣଙ୍କ ଟିଭି ପରଦାରେ ନ୍ୟୁଜ ଉପସ୍ଥାପନ କରୁଥିଲେ। ହେଲେ ଏବେ ସେ ପରିବାର ତଥା ନିଜର ପେଟ ପୋଷିବା ପାଇଁ ରାସ୍ତା କଡ଼ରେ ବୁଲି ବୁଲି ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି। ଆଙ୍କର ଜଣଙ୍କ ରାସ୍ତା କଡ଼ରେ ବସି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବେଳର ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବନ୍ଧୁକ ମୁନରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରଠାରୁ ଦେଶରେ ନିୟମିତ ଭାବେ ଆର୍ଥିକ ସଙ୍କଟ ଓ ରାଜନୀତିକ ଅସ୍ଥିରତା ଦେଖିବାକୁ ମିଳୁଛି। ଆର୍ଥିକ ସଙ୍କଟ ଯୋଗୁ ଲୋକଙ୍କ ଜବୀନର ଗାଡ଼ି କେମିତି ପ୍ରଭାବିତ ହୋଇଛି, ତା’ର ଜ୍ୱଳନ୍ତ ଉଦାହରଣ କବିର ହକମଲଙ୍କ ଟ୍ୱିଟରୁ ସ୍ପଷ୍ଟ ହୋଇଛି।  ତାଲିବାନ ଶାସନ ଯୋଗୁ କେମିତି ଅନେକ ଦକ୍ଷ ବ୍ୟକ୍ତିମାନେ ଆଫାଗନରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି, ସେକଥା କବିର ନିଜ ଟ୍ୱିଟ ମାଧ୍ୟମରେ ଜଣାଇବାକୁ ଚେଷ୍ଟା କରିଛନ୍ତି। କବିର ପୂର୍ବରୁ ହମିଦ କରଜାଇ ସରକାର ସହ ମିଶି କାମ କରୁଥିଲେ।

କବିର ସାମ୍ବାଦିକ ମୁସା ମହମ୍ମଦିଙ୍କ ୩ଟି ଫଟୋ ଶେଆର କରିଛନ୍ତି। ମହମ୍ମଦି ଦୀର୍ଘ ବର୍ଷ ଧରି ମିଡିଆ ଜଗତ ସହ ଜଡ଼ିତ ହୋଇ ରହିଥିଲେ। ହେଲେ ଏବେ ଆଫାଗନିସ୍ତାନର ଆର୍ଥିକ ସଙ୍କଟ ଯୋଗୁ ତାଙ୍କୁ ନିଜର ତଥା ପରିବାର ଲୋକଙ୍କ ଆବଶ୍ୟକତା ମେଣ୍ଟାଇବା ପାଇଁ ରାସ୍ତା କଡ଼ରେ ଖାଦ୍ୟ ବିକ୍ରି କରିବାକୁ ପଡ଼ୁଥିବା କବିର ଫଟୋର କ୍ୟାପସନରେ ଲେଖିଛନ୍ତି।

କବିର ଟ୍ୱିଟ କରି କହିଛନ୍ତି, “ମୁସା ମହମ୍ମଦି ଦୀର୍ଘ ବର୍ଷ ଧରି ଏକାଧିକ ଟିଭି ଚ୍ୟାନେଲରେ ଆଙ୍କର ଓ ରିପୋର୍ଟର ଭାବେ କାମ କରୁଥିଲେ। ହେଲେ ଏବେ ତାଙ୍କ ପାଖରେ ପରିବାର ଚଳାଇବାକୁ କୌଣସି ଆୟର ଉତ୍ସ ନାହିଁ। ତେଣୁ ସେ କିଛି ଟଙ୍କା ପାଇଁ ରାସ୍ତା କଡ଼ରେ ଖାଦ୍ୟ ବିକ୍ରି କରୁଛନ୍ତି। ଗଣତନ୍ତ୍ର ଭୁଶୁଡ଼ିବା ପରେ ଆଫଗାନିସ୍ତାନ ଅତ୍ୟନ୍ତ ସାଂଘାତିକ ଗରିବୀ ମଧ୍ୟରେ ଫସିଛି।”

ମହମ୍ମଦିଙ୍କ ସହ ଘଟିଥିବା ଏହି ଘଟଣା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏକଥା ଜାଣିବା ପରେ ଆଫଗାନିସ୍ତାନର ନ୍ୟାଶନାଲ ରେଡିଓ ଓ ଟିଭିର ମହାନିର୍ଦ୍ଦେଶକ ଅହମଦୁଲ୍ଲା ୱାସିକ ଆକ୍ସନକୁ ମୁଡ୍‌କୁ ଆସିଛନ୍ତି। ସେ ମହମ୍ମଦଙ୍କୁ ତାଙ୍କ ବିଭାଗରେ ଚାକିରି ଦେବେ ବୋଲି ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ତାଲିବାନ ଆଫଗାନକୁ ଦଖଲ କରିବା ପରେ ମିଡିଆ ସଂସ୍ଥାଗୁଡ଼ିକୁ ଟାର୍ଗେଟ କରିଥିଲା। ବିଶେଷ କରି ମହିଳାମାନଙ୍କୁ କାମ କରିବାର ସୁଯୋଗକୁ ତାଲିବାନ ଶାସନରେ ସଙ୍କୁଚିତ କରି ଦିଆଯାଇଛି। ଏଥିପାଇଁ ଟିଭି କିମ୍ବା ଅନ୍ୟ ସଂସ୍ଥାରେ କାମ କରୁଥିବା ମହିଳାମାନେ ଚାକିରି ହରାଇବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story