ସାଇକେଲରୁ ହଠାତ୍‌ ଖସିପଡିଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ: ସାଇକେଲ ଚଳାଉ ଚଳାଉ ହଠାତ୍‌ ଖସିପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଶନିବାର ସକାଳେ ଆମେରିକାର ଡେଲାୱାରେରେ ଥିବା ନିଜ ଘରୁ ସାଇକେଲ ଚଳାଇ ଯାଉଥିବାବେଳେ ବାଇଡେନ ଏକ ପାର୍କ ନିକଟରେ ସାଇକେଲରୁ ତଳେ ପଡିଯାଇଥିଲେ। ତେବେ ତାଙ୍କ ସହିତ ଥିବା ଆମେରିକାର ସିକ୍ରେଟ ସର୍ଭିସ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଉଠାଇ ନେଇଥିଲେ। ତେବେ ସାଇକେଲରୁ ତଳେ ପଡିବା ପରେ ବାଇଡେନ୍‌ଙ୍କ କୌଣସି ଆଘାତ ଲାଗିନାହିଁ। ସେ ପୂରାପୁରି ସୁସ୍ଥ ଥିବା ଖୋଦ୍‌ ବାଇଡେନ ସୂଚନା […]

joe-biden

joe-biden

Madhupriya Mistry
  • Published: Sunday, 19 June 2022
  • Updated: 19 June 2022, 12:49 PM IST

Sports

Latest News

ୱାଶିଂଟନ: ସାଇକେଲ ଚଳାଉ ଚଳାଉ ହଠାତ୍‌ ଖସିପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଶନିବାର ସକାଳେ ଆମେରିକାର ଡେଲାୱାରେରେ ଥିବା ନିଜ ଘରୁ ସାଇକେଲ ଚଳାଇ ଯାଉଥିବାବେଳେ ବାଇଡେନ ଏକ ପାର୍କ ନିକଟରେ ସାଇକେଲରୁ ତଳେ ପଡିଯାଇଥିଲେ। ତେବେ ତାଙ୍କ ସହିତ ଥିବା ଆମେରିକାର ସିକ୍ରେଟ ସର୍ଭିସ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଉଠାଇ ନେଇଥିଲେ।

ତେବେ ସାଇକେଲରୁ ତଳେ ପଡିବା ପରେ ବାଇଡେନ୍‌ଙ୍କ କୌଣସି ଆଘାତ ଲାଗିନାହିଁ। ସେ ପୂରାପୁରି ସୁସ୍ଥ ଥିବା ଖୋଦ୍‌ ବାଇଡେନ ସୂଚନା ଦେଇଛନ୍ତି। ଶନିବାର ସକାଳ ସାଢେ ୮ଟାରେ ବାଇଡେନ ସାଇକେଲ ଚଳାଇ ନିଜ ପତ୍ନୀ ଜିଲ ବାଇଡେନଙ୍କ ସହ କେପ ହେଲନୋପଲ ପାର୍କକୁ ଯାଉଥିଲେ ।

https://twitter.com/NikkiSchwab/status/1538167024936960000?s=20&t=Xz8rJvEGQ-AHaRNSqdneqw

ସାଇକେଲ ପାଇଁ ଉଦ୍ଦିଷ୍ଟ ରାସ୍ତାରେ ସେ ଯାଉଥିବାବେଳେ କେତେକ ସାଧାରଣ ଲୋକ ତାଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ସେମାନଙ୍କ ଅଭିବାଦନ ଗ୍ରହଣ କରିବାକୁ ବାଇଡେନ ସାଇକେଲରେ ବ୍ରେକ ମାରି ଅଟକାଉଥିବାବେଳେ ପ୍ୟାଡେଲରେ ତାଙ୍କ ଗୋଡ ଛନ୍ଦି ହୋଇଯାଇଥିଲା ଏହାପରେ ସେ ଖସି ପଡ଼ିଥିଲେ। ତାଙ୍କ ସହିତ ଥିବା ସିକ୍ରେଟ ସର୍ଭିସର କର୍ମଚାରୀମାନେ ତୁରନ୍ତ ବାଇଡେନଙ୍କୁ ଉଠାଇବା ସହ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲେ। ଏହା ପୂର୍ବରୁ ବାଇଡେନ ଏୟାର ଫୋର୍ସ ବିମାନରୁ ଓହ୍ଲାଉଥିବାବେଳେ ଖସିପଡ଼ିଥିଲେ।

ସାଇକଲେ ଚଳାଇବା ବେଳେ ବାଇଡେନ୍‌ ହାଫ୍ ପ୍ୟାଣ୍ଟ, ଟି-ସାର୍ଟ ଓ ହେଲମେଟ୍‌ ପିନ୍ଧିଥିଲେ। ବାଇଡେନ ଏଠାରେ ତାଙ୍କ ସମର୍ଥକ ଏବଂ ଗଣମାଧ୍ୟମ ସହିତ ଦୀର୍ଘ ସମୟ ଧରି କଥା ହୋଇଥିଲେ। ଗଣମାଧ୍ୟମ ସହ କଥାବାର୍ତ୍ତା କରି ଆମେରିକାର ରାଷ୍ଟ୍ରପତି ଚୀନ୍ ବିଷୟରେ ମଧ୍ୟ କହିଥଇଲେ। ସେ କହିଥିଲେ, 'ଚୀନ୍ ଉପରେ ଆମେରିକାର ଶୁଳ୍କ ହ୍ରାସ କରିବାକୁ ସେ ଚିନ୍ତା କରୁଛନ୍ତି। ଖୁବ୍ ଶୀଘ୍ର ସେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥାବାର୍ତ୍ତା କରିବାକୁ ଯୋଜନା କରୁଛନ୍ତି।'

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story