ୟେମେନ୍ ଉପରେ ସାଉଦୀ ବାୟୁ ସେନାର ଆକ୍ରମଣ,୨୩ ମୃତ

ସାନ୍ନା: ଶନିବାର ଭୋରରୁ ସାଉଦୀ ବାୟୁସେନା ହୁତ୍ତୀ ସିଆ ଉପରେ ଆକ୍ରମଣ କରିଛି। ଏଥିରେ ୟେମେନର ଉତ୍ତର ପାର୍ବାତ୍ୟଞ୍ଚଳର ୨୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସାଉଦୀର ବାୟୁ ସେନା ସାଦ୍ଦା ନିକଟବର୍ତ୍ତୀ ଏକ ଫ୍ୟାକ୍ଟ୍ରି ଉପରକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯାଇଥିବା ଜଣାପଡିଛି। ଏହାସହ ସାଉଦୀ ବାୟୁସେନା ୟେମେନର ରାଜଧାନୀ ସାନ୍ନାଠାରେ ଥିବା ଏକ ଏୟାର ଡିଫେନ୍ସ ହେଡ୍ କ୍ୱାର୍ଟର୍ସ ଉପରେ ମାଡ କରିଛି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରୁ  ସାଉଦୀ ପକ୍ଷରୁ ୟେମେନ୍ ଉପରେ ବାୟୁସେନା […]

yamen

yamen

Rakesh Mallick
  • Published: Saturday, 04 July 2015
  • Updated: 04 May 2017, 03:45 PM IST

Sports

Latest News

ସାନ୍ନା: ଶନିବାର ଭୋରରୁ ସାଉଦୀ ବାୟୁସେନା ହୁତ୍ତୀ ସିଆ ଉପରେ ଆକ୍ରମଣ କରିଛି। ଏଥିରେ ୟେମେନର ଉତ୍ତର ପାର୍ବାତ୍ୟଞ୍ଚଳର ୨୩ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସାଉଦୀର ବାୟୁ ସେନା ସାଦ୍ଦା ନିକଟବର୍ତ୍ତୀ ଏକ ଫ୍ୟାକ୍ଟ୍ରି ଉପରକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯାଇଥିବା ଜଣାପଡିଛି। ଏହାସହ ସାଉଦୀ ବାୟୁସେନା ୟେମେନର ରାଜଧାନୀ ସାନ୍ନାଠାରେ ଥିବା ଏକ ଏୟାର ଡିଫେନ୍ସ ହେଡ୍ କ୍ୱାର୍ଟର୍ସ ଉପରେ ମାଡ କରିଛି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ମାସରୁ  ସାଉଦୀ ପକ୍ଷରୁ ୟେମେନ୍ ଉପରେ ବାୟୁସେନା ମଧ୍ୟାମରେ ମାଡ ହେଉଥିବା ଜଣାପଡିଛି। ଏହି ଅଭିଯୋଗକୁ ସାଉଦୀ ଆରବ ରାଷ୍ଟ୍ରପତି ଏ.ଏମ.ହାଡି ଅଗ୍ରାହ୍ୟ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story