ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ‘ୱାଇ ପ୍ଲସ୍‌’ ସୁରକ୍ଷା ଦେଲେ ଯୋଗୀ ସରକାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ବିଜେପି ସରକାର ରାଏବରେଲୀ ବିଧାୟକ ଅଦିତି ସିଂହଙ୍କୁ ‘ୱାଇ ପ୍ଲସ୍‌’ ସୁରକ୍ଷା ଦେଇଛନ୍ତି। ଏହା ପୂର୍ବରୁ ଅଦିତି ସିଂହ ମଙ୍ଗଳବାର ଏକ ବିଧାନସଭା ଅଧିବେଶନରେ ଭାଗ ନେଇଥିଲେ ଯାହାକି ତାଙ୍କ ଦଳ କଂଗ୍ରେସ ବୟକଟ୍‌ କରିଥିଲା। ମଙ୍ଗଳବାର ଉତ୍ତରପ୍ରଦେଶ ସରକାର ୩୬ ଘଣ୍ଟିଆ ଅଧିବେଶନ ପାଇଁ ଡାକରା ଦେଇଥିଲେ। ଏହା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ପୋଷଣୀୟ ବିକାଶ ସମ୍ବନ୍ଧୀୟ ଆଲୋଚନା ଥିଲା। କିନ୍ତୁ ଏହାକୁ ସମାଜବାଦୀ ପାର୍ଟି, […]

aditi

aditi

Subrat Kumar Nayak
  • Published: Thursday, 03 October 2019
  • Updated: 03 October 2019, 05:20 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ବିଜେପି ସରକାର ରାଏବରେଲୀ ବିଧାୟକ ଅଦିତି ସିଂହଙ୍କୁ ‘ୱାଇ ପ୍ଲସ୍‌’ ସୁରକ୍ଷା ଦେଇଛନ୍ତି। ଏହା ପୂର୍ବରୁ ଅଦିତି ସିଂହ ମଙ୍ଗଳବାର ଏକ ବିଧାନସଭା ଅଧିବେଶନରେ ଭାଗ ନେଇଥିଲେ ଯାହାକି ତାଙ୍କ ଦଳ କଂଗ୍ରେସ ବୟକଟ୍‌ କରିଥିଲା।

ମଙ୍ଗଳବାର ଉତ୍ତରପ୍ରଦେଶ ସରକାର ୩୬ ଘଣ୍ଟିଆ ଅଧିବେଶନ ପାଇଁ ଡାକରା ଦେଇଥିଲେ। ଏହା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ପୋଷଣୀୟ ବିକାଶ ସମ୍ବନ୍ଧୀୟ ଆଲୋଚନା ଥିଲା। କିନ୍ତୁ ଏହାକୁ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ କଂଗ୍ରେସ ଆଦି ପ୍ରମୁଖ ବିରୋଧୀ ଦଳ ବୟକଟ୍‌ କରିଥିଲେ। ଏମାନେ କହିଥିଲେ ବିଜେପି କେବଳ ରେକର୍ଡ କରିବାକୁ ଏଭଳି କରୁଛି।

ଏହି ଅଧିବେଶନରେ ଯୋଗଦେବା ପରେ ଅଦିତି କହିଥିଲେ, ମୋ ଭାଷଣରେ ମୁଁ କେବଳ ବିକାଶ ବାବଦରେ କହିଥିଲି। ଯେତେବେଳେ କଶ୍ମୀରରୁ ୩୭୦ ଉଚ୍ଛେଦ କରାଯାଇଥିଲା ମୁଁ ପୂର୍ଣ୍ଣ ସମର୍ଥନ ଦେଉଛି। ବିକାଶ ଉପରେ ଆମେ ଆଲୋଚନା କରିବା ସମୟରେ, ଦଳ ମତ ନିର୍ବିଶେଷରେ ଭାବିବା ଦରକାର। ମୁଁ ଅଧିବେଶନରେ ଯୋଗଦେଇଥିବାରୁ ଯାହା ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ଗ୍ରହଣ କରିବି। କିନ୍ତୁ ମୋ ନିର୍ବାଚନ ମଣ୍ଡଳୀର ସେବା ପାଇଁ ସବୁବେଳେ ପ୍ରାଥମିକତା ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story