ଶାହଙ୍କ ‘ଏକ ଭାଷା, ଏକ ରାଷ୍ଟ୍ର’ ପ୍ରସ୍ତାବକୁ ନାପସନ୍ଦ କଲେ ରଜନୀକାନ୍ତ

ଚେନ୍ନାଇ: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ“ଏକ ଭାଷା, ଏକ ରାଷ୍ଟ୍ର’ ପ୍ରସ୍ତାବ ବିରୋଧରେ ମତ ଦେଇଛନ୍ତି ସୁପରଷ୍ଟାର ତଥା ରାଜନେତା ରଜନୀକାନ୍ତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ହିନ୍ଦୀକୁ ସାରା ଦେଶ ଉପରେ ଲଦିଦେବା ଠିକ୍ ହେବନି। ଯଦି କେନ୍ଦ୍ର ସରକାର ହିନ୍ଦୀ ଭାଷାକୁ ସାରା ଦେଶରେ ଥୋପିବା ପାଇଁ ଚାହିଁବେ ତାହେଲେ ଖାଲି ଦକ୍ଷିଣ ଭାରତ ନୁହେଁ ଉତ୍ତର ଭାରତର କିଛି ରାଜ୍ୟରେ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ […]

AMIT SAHA RAJANIKANT

AMIT SAHA RAJANIKANT

Subhransu Sekhar
  • Published: Wednesday, 18 September 2019
  • Updated: 18 September 2019, 04:15 PM IST

Sports

Latest News

ଚେନ୍ନାଇ: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ“ଏକ ଭାଷା, ଏକ ରାଷ୍ଟ୍ର’ ପ୍ରସ୍ତାବ ବିରୋଧରେ ମତ ଦେଇଛନ୍ତି ସୁପରଷ୍ଟାର ତଥା ରାଜନେତା ରଜନୀକାନ୍ତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ହିନ୍ଦୀକୁ ସାରା ଦେଶ ଉପରେ ଲଦିଦେବା ଠିକ୍ ହେବନି। ଯଦି କେନ୍ଦ୍ର ସରକାର ହିନ୍ଦୀ ଭାଷାକୁ ସାରା ଦେଶରେ ଥୋପିବା ପାଇଁ ଚାହିଁବେ ତାହେଲେ ଖାଲି ଦକ୍ଷିଣ ଭାରତ ନୁହେଁ ଉତ୍ତର ଭାରତର କିଛି ରାଜ୍ୟରେ ମଧ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରଜନୀକାନ୍ତ କହିଛନ୍ତି।

ଯେକୌଣସି ଦେଶରେ ଗୋଟିଏ ଭାଷା ରହିବା ତା’ର ଏକତାର ପରିଚୟ ଦିଏ। ହେଲେ ଭାରତରେ ଏହା ସମ୍ଭବ ନୁହେଁ ବୋଲି ରଜନୀକାନ୍ତ କହିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ୱର ୧୪ରେ ହିନ୍ଦୀ ଦିବସ ଅବସରରେ ଅମିତ ଶାହ କହିଥିଲେ ଭାରତରେ ବିଭିନ୍ନ ଭାଷାଭାଷୀର ଲୋକ ରୁହନ୍ତି। ପ୍ରତ୍ୟେକ ଭାଷାର ମହତ୍ୱ ଏବଂ ଗୁରୁତ୍ୱ ରହିଛି। କିନ୍ତୁ ଦେଶର ଗୋଟିଏ ଭାଷା ରହିବା ଆବଶ୍ୟକ, ଯାହାକି ବିଶ୍ୱରେ ଭାରତକୁ ପରିଚିତ କରାଇବ। ସାରା ଦେଶକୁ କୌଣସି ଗୋଟିଏ ଭାଷା ଏକଜୁଟ କରିପାରିବ ତାହା ହେଉଛି ହିନ୍ଦୀ ଭାଷା ବୋଲି ଶାହ କହିଥିଲେ।

ଏବେ ଶାହଙ୍କ ଏହି ମନ୍ତବ୍ୟକୁ ଦକ୍ଷିଣ ଭାରତର କର୍ଣ୍ଣାଟକରେ ବିଜେପି ଶାସନ କରୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା ଏହାକୁ ସମର୍ଥନ କରିପାରି ନାହାନ୍ତି। ସେହିପରି ଏନଡିଏର ସହଯୋଗୀ ଦଳ ଥିବା ତାମିଲନାଡୁର ଶାସକ ଦଳ ଏଆଇଡିଏମକେ ମଧ୍ୟ ବିରୋଧ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story