ମୋଦି ଦେଲେ ‘ଟ୍ରଲ୍‌’ ମୁକାବିଲା ମନ୍ତ୍ର

ନୂଆଦିଲ୍ଲୀ: ଆମେରିକାର କୋଟିପତି ରାୟ ଡାଲିଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବା ପରେ ମୋଦି ଏହାର ମଜାଦାର ଉତ୍ତର ଦେଇଛନ୍ତି। ଡାଲିଓ ମୋଦିଙ୍କୁ ବର୍ତ୍ତମାନ ସମୟର ଅନ୍ୟତମ ଶ୍ରେଷ୍ଠ ନେତା କହିଥିଲେ। ଏହା ପରେ ମୋଦି ଉତ୍ତରରେ କହିଥିଲେ ‘ଟ୍ରଲ୍‌’ ହେବାପାଇଁ ପ୍ରସ୍ତୁତ ରୁହ। ଏହି ବ୍ୟଙ୍ଗାତ୍ମକ ଟ୍ୱିଟ୍‌ରେ ମୋଦି କହିଥିଲେ, ମୋ ବନ୍ଧୁ ଡାଲିଓ, ଏହି ପ୍ରଶଂସାର ଶବ୍ଦ ସବୁ ପରେ ଯେଉଁ ଟ୍ରଲିଂ ହେବ, ଏହା ସମ୍ଭବତଃ ତୁମ ପାଇଁ ନିଜ […]

modi

modi

Subrat Kumar Nayak
  • Published: Friday, 08 November 2019
  • Updated: 08 November 2019, 05:29 PM IST

Sports

Latest News

ନୂଆଦିଲ୍ଲୀ: ଆମେରିକାର କୋଟିପତି ରାୟ ଡାଲିଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବା ପରେ ମୋଦି ଏହାର ମଜାଦାର ଉତ୍ତର ଦେଇଛନ୍ତି। ଡାଲିଓ ମୋଦିଙ୍କୁ ବର୍ତ୍ତମାନ ସମୟର ଅନ୍ୟତମ ଶ୍ରେଷ୍ଠ ନେତା କହିଥିଲେ। ଏହା ପରେ ମୋଦି ଉତ୍ତରରେ କହିଥିଲେ ‘ଟ୍ରଲ୍‌’ ହେବାପାଇଁ ପ୍ରସ୍ତୁତ ରୁହ।
ଏହି ବ୍ୟଙ୍ଗାତ୍ମକ ଟ୍ୱିଟ୍‌ରେ ମୋଦି କହିଥିଲେ, ମୋ ବନ୍ଧୁ ଡାଲିଓ, ଏହି ପ୍ରଶଂସାର ଶବ୍ଦ ସବୁ ପରେ ଯେଉଁ ଟ୍ରଲିଂ ହେବ, ଏହା ସମ୍ଭବତଃ ତୁମ ପାଇଁ ନିଜ ଧ୍ୟାନ କୌଶଳର ପରୀକ୍ଷା ପାଇଁ ସର୍ବୋତ୍କୃଷ୍ଟ ସମୟ। ଜଣେ ‘ନିଞ୍ଜା’ ପରି ରୁହ।

ପ୍ରଶଂସା ପାଇଁ ଧନ୍ୟବାଦ ଦେବା ପରେ ମୋଦି କହିଥିଲେ, ସୁସ୍ଥ ଆଲୋଚନା ପାଇଁ ସମୟ କାଢ଼। ମୁକ୍ତ ଚିନ୍ତନ ଭାବ ନେଇ ବଞ୍ଚ।

ମୋଦିଙ୍କୁ ପ୍ରଶଂସା କରି ଡାଲିଓ କହିଥିଲେ, ମୋ ମତରେ ଭାରତର ପ୍ରଧାନମନ୍ତ୍ରୀ ଯଦି ଶ୍ରେଷ୍ଠ ନେତା ନୁହେଁ ତାହାଲେ ଅଗ୍ରଣୀଙ୍କ ମଧ୍ୟରେ ଅନ୍ୟତମ। ସେ କିଭଳି ଭାବେ ଭାବେ ଭାବୁଛନ୍ତି ଏବଂ କ’ଣ ଭାବୁଛନ୍ତି ଜାଣିବାକୁ ମୁଁ ସୁଯୋଗ ପାଇଥିଲି। ସେ ଏହି ଟ୍ୱିଟ୍‌ ସହ ଏକ ଭିଡିଓ ମଧ୍ୟ ଅପ୍‌ଲୋଡ୍‌ କରିଥିଲେ। ସାଉଦି ଆରବରେ ବାର୍ଷିକ ନିବେଶକ ବୈଠକ ପରେ ମୋଦି ଭାଗନେଇଥିବାର ଏକ ଦୃଶ୍ୟ ଏଥିରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story