ଲକଡାଉନ୍ ପ୍ରଭାବ, ଛଟେଇ ହେବେ ୧୩% କର୍ମଚାରୀ

ନୂଆଦିଲ୍ଲୀ: କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ରହିଛି। ଏହାର ପ୍ରଭାବ ଏବେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି କମ୍ପାନୀ ଜମାଟୋ ଉପରେ ପଡ଼ିଛି। କମ୍ପାନୀ ଏବେ ୧୩% କର୍ମଚାରୀ ଛଟେଇ କରିବ ବୋଲି ନିଷ୍ପତ୍ତି ନେଇଛି। ଲକଡାଉନ୍ ପାଇଁ ବ୍ୟବସାୟ ଅନେକ ମାତ୍ରାରେ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଖର୍ଚ୍ଚକାଟ କରିବାକୁ ଯାଇ କର୍ମଚାରୀ ଛଟେଇ କରିବା ପାଇଁ ଜମାଟୋ ନିଷ୍ପତ୍ତି ନେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଛଟେଇ କର୍ମଚାରୀଙ୍କୁ ସେମାନଙ୍କ ଟିମ୍ ଲିଡରଙ୍କୁ ଜୁମ୍ ଆପରେ […]

zomato

zomato

Subhransu Sekhar
  • Published: Friday, 15 May 2020
  • Updated: 15 May 2020, 10:33 PM IST

Sports

Latest News

ନୂଆଦିଲ୍ଲୀ: କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ରହିଛି। ଏହାର ପ୍ରଭାବ ଏବେ ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି କମ୍ପାନୀ ଜମାଟୋ ଉପରେ ପଡ଼ିଛି। କମ୍ପାନୀ ଏବେ ୧୩% କର୍ମଚାରୀ ଛଟେଇ କରିବ ବୋଲି ନିଷ୍ପତ୍ତି ନେଇଛି। ଲକଡାଉନ୍ ପାଇଁ ବ୍ୟବସାୟ ଅନେକ ମାତ୍ରାରେ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଖର୍ଚ୍ଚକାଟ କରିବାକୁ ଯାଇ କର୍ମଚାରୀ ଛଟେଇ କରିବା ପାଇଁ ଜମାଟୋ ନିଷ୍ପତ୍ତି ନେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଛଟେଇ କର୍ମଚାରୀଙ୍କୁ ସେମାନଙ୍କ ଟିମ୍ ଲିଡରଙ୍କୁ ଜୁମ୍ ଆପରେ ଭିଡିଓ କଲ୍ କରି ଜଣାଇ ଦିଆଯିବ ବୋଲି ଜଣାପଡ଼ିଛି।

ଲକଡାଉନ୍ ଆରମ୍ଭ ହେବା ପରେ ବିଗତ ଦୁଇ ମାସରେ କମ୍ପାନୀର ବ୍ୟବସାୟ ଅନେକ ପ୍ରଭାବିତ ହୋଇଛି। ତେଣୁ ଏଭଳି ନିଷ୍ପତ୍ତି ନେବାକୁ କମ୍ପାନୀ ବାଧ୍ୟ ହୋଇଛି ବୋଲି କମ୍ପାନୀର ପ୍ରତିଷ୍ଠାତା ଦିପେନ୍ଦର ଗୋୟଲ୍‌ କହିଛନ୍ତି।

ତେବେ ଯେଉଁମାନେ ଛଟେଇ ହେବେ ସେମାନଙ୍କୁ ନୂଆ ଚାକିରି ଯେଗାଇବା ପାଇଁ କମ୍ପାନୀ ଚେଷ୍ଟା କରିବ ବୋଲି ଜଣାପଡ଼ିଛି। ଯାହାକି ଆଶ୍ଚର୍ଯ୍ୟଜନକ। କାରଣ ସାଧାରଣତଃ ଏଭଳି ପ୍ରୟାସ କୌଣସି କମ୍ପାନୀ କରିନଥାନ୍ତି। ତେବେ ଯେଉଁ ଜୋମାଟୋ କର୍ମଚାରୀଙ୍କ ପାଖରେ କୌଣସି କାମ ନାହିଁ ସେମାନଙ୍କୁ ଆସନ୍ତ ୬ ମାସ ପର୍ଯ୍ୟନ୍ତ ୫୦% ଦରମା ମିଳିବ ବୋଲି ପ୍ରତିଷ୍ଠାତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story