ଏଚ୍୩ଏନ୍୨ ଭାଇରସକୁ ନେଇ ଆତଙ୍କିତ ହେବାର କାରଣ ନାହିଁ: କେନ୍ଦ୍ର

ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା କରାଯାଉଛି ।

H3N2 PhotoOR

representation image

Tapas Behera
  • Published: Saturday, 11 March 2023
  • Updated: 11 March 2023, 07:40 PM IST

ଇନଫ୍ଲୁଏଞ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁ ଦ୍ୱାରା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ଏହା ଆହୁରି ଅଧିକ ସଂକ୍ରାମକ ହେବ ବୋଲି ଆଶଙ୍କା କରାଯାଉଛି । ଆଉ ଏସବୁ ଭିତରେ ଏହି ଭୂତାଣୁରେ ଦେଶରେ ୨ଜଣଙ୍କର ମୃତ୍ୟୁ ହୋଇଛି । ମାତ୍ର ବେସରକାରୀ ଭାବେ ଏହି ମୃତ୍ୟୁସଂଖ୍ୟା ୬ରେ ପହଞ୍ଚିଥିବା କୁହାଯାଇଛି। ପଞ୍ଜାବ ଓ ହରିୟାଣାରେ ଆଉ କେତେକ ସଂକ୍ରମିତ ଏଥିରେ ପ୍ରାଣ ହରାଇଥିବା ଜଣାଯାଇଛି। ଦେଶରେ ଏବେ ୪୧୫ ଜଣ ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଭୂତାଣୁ ସଂକ୍ରମଣକୁ ନେଇ ଆତଙ୍କିତ ନ ହେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଚ୍‌୩ଏନ୍୨ ହେଉଛି ଏକ ପ୍ରକାର ଋତୁକାଳୀନ ଇନଫ୍ଲୁଏଞ୍ଜା ଭୂତାଣୁ। ତେଣୁ ଏହା ଋତୁକାଳୀନ ସଂକ୍ରମଣ ହୋଇଥାଏ। ଏହା ଜାନୁଆରୀରୁ ମାର୍ଚ୍ଚ ଏବଂ ବର୍ଷା ଋତୁ ପରେ ପରେ ସଂକ୍ରମଣ ହୋଇଥାଏ ।

ବର୍ଷର ଏହି ଦୁଇ ସମୟରେ ଏହାର ସଂକ୍ରମଣ ଅଧିକ ରହିଥାଏ। ଅନ୍ୟ ସମୟରେ ଏହାର ସଂକ୍ରମଣ କମ୍ ରହିଥାଏ । ଏହି ଭୂତାଣୁ ଆମର ଶ୍ବାସକ୍ରିୟା ବ୍ୟବସ୍ଥାକୁ ସଂକ୍ରମଣ କରିଥାଏ। ଏଚ୍‌୩ଏନ୍୨ ଭୂତାଣୁ ସଂକ୍ରମଣ ଦ୍ୱାରା ଜ୍ୱର  ହୋଇଥାଏ। ଏହା ସହିତ କାଶ, ତଣ୍ଟି ଦରଜ, ଛିଙ୍କ, ଥଣ୍ଡା, ନାକରୁ ପାଣି ବାହାରିଥାଏ ଓ ଶରୀର ବ୍ୟଥା ହୋଇଥାଏ। ବେଳେବେଳେ ଝାଡା, ବାନ୍ତି ଓ ଅଣନିଶ୍ବାସୀ ମଧ୍ୟ ଲାଗିଥାଏ। ଆଇସିଏମ୍‌ଆର କହିବା ଅନୁଯାୟୀ ଭୂତାଣୁ ସଂକ୍ରମଣ ଜନିତ ଜ୍ବର ତିନିଦିନ ପରେ ଛାଡିଯାଏ। ମାତ୍ର କାଶ ଓ ଛିଙ୍କ ୩ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିଥାଏ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ହୋଇଥାଏ। ଜ୍ୱର ହେଲେ ପାରାସିଟାମଲ୍‌ ଖାଇବାକୁ କୁହାଯାଇଛି। ତେବେ ଡାକ୍ତରଙ୍କ ଅନୁମୋଦନ ବିନା

କୌଣସି ଆଣ୍ଟିବାୟୋଟିକ୍ ନ ଖାଇବାକୁ କୁହାଯାଇଛି। ସଂକ୍ରମଣ ଏଡାଇବା ପାଇଁ କେତେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଭୂତାଣୁ ସଂକ୍ରମଣକୁ ଏଡାଇବାକୁ ହେଲେ ଜନଗହଳିସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା, ଅନ୍ୟ ସହିତ ଏକାଠି ବସି ନ ଖାଇବା, ସାମାଜିକ ଦୂରତା ରକ୍ଷା କରିବା, ଆଖି ଓ ନାକକୁ ବାରମ୍ବାର ନ ଛୁଇଁବାକୁ କୁହାଯାଇଛି।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story