ଅନୁପସ୍ଥିତ ରହୁଥିବା ୬୧୩ ଡାକ୍ତରଙ୍କୁ ନୋଟିସ୍

ଭୁବନେଶ୍ୱର: ଦୀର୍ଘଦିନ ହେବ କାର୍ଯ୍ୟକ୍ଷେତ୍ରରେ ଅନୁପସ୍ଥିତ ଥିବା ୬୧୩ ଡାକ୍ତରଙ୍କୁ କାରଣ ଦର୍ଶାଅ ନାଟିସ ଜାରି କରାଯାଇଛି । ଏହି ଡାକ୍ତରମାନେ ଦୀର୍ଘଦିନ ହେବ ଅନୁପସ୍ଥିତ ଥିଲେ ମଧ୍ୟ ସରକାରଙ୍କ ପାଖରେ ସେମାନଙ୍କ ବିଷୟରେ କୌଣସି ସୂଚନା ନାହିଁ । ଫଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏମାନଙ୍କୁ ଖୋଜିବା ପାଇଁ ବିଜ୍ଞାପନ ଜାରି କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ କହିଛନ୍ତି । ୨ଦିନ ମଧ୍ୟରେ ୩୭୦ ଆଡହକ ଡାକ୍ତର ନିଯୁକି ପାଇବେ । କାର୍ଯ୍ୟରେ […]

minister

minister

Rakesh Mallick
  • Published: Tuesday, 02 June 2015
  • Updated: 02 June 2015, 01:11 PM IST

Sports

Latest News

ଭୁବନେଶ୍ୱର: ଦୀର୍ଘଦିନ ହେବ କାର୍ଯ୍ୟକ୍ଷେତ୍ରରେ ଅନୁପସ୍ଥିତ ଥିବା ୬୧୩ ଡାକ୍ତରଙ୍କୁ କାରଣ ଦର୍ଶାଅ ନାଟିସ ଜାରି କରାଯାଇଛି । ଏହି ଡାକ୍ତରମାନେ ଦୀର୍ଘଦିନ ହେବ ଅନୁପସ୍ଥିତ ଥିଲେ ମଧ୍ୟ ସରକାରଙ୍କ ପାଖରେ ସେମାନଙ୍କ ବିଷୟରେ କୌଣସି ସୂଚନା ନାହିଁ । ଫଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏମାନଙ୍କୁ ଖୋଜିବା ପାଇଁ ବିଜ୍ଞାପନ ଜାରି କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ କହିଛନ୍ତି । ୨ଦିନ ମଧ୍ୟରେ ୩୭୦ ଆଡହକ ଡାକ୍ତର ନିଯୁକି ପାଇବେ । କାର୍ଯ୍ୟରେ ଯୋଗଦେଇ ନ ଥିବା ୬୭ଜଣ ଡାକ୍ତରଙ୍କୁ ପୂର୍ବରୁ ବହିଷ୍କାର କରାଯାଇଥିବା ସେ ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story