ଅସହ୍ୟ ଗ୍ରୀଷ୍ମ ଯୋଗୁ ୬୭ ଜଣଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଆସନ୍ତାକାଲି ଯାଏଁ ଏଭଳି ସ୍ଥିତି ଲାଗି ରହିବ। ଏହି ସମୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବା ପୂର୍ବାନୁମାନ କରାଯାଇଛି। ସେ ଦୃଷ୍ଟିରୁ ଭାରତୀୟ ପାଣିପାଗ ବିଭାଗ ଆସନ୍ତାକାଲି ଯାଏ ଓଡ଼ିଶା ପାଇଁ ରେଡ୍ ବକ୍ସ ଆଲର୍ଟ ଜାରି କରିଛି। ଏପଟେ ଖରା ତାତି ସହ ତାଳ ଦେଇ ବଢ଼ିଚାଲିଛି ଅଂଶୁଘାତ ମୃତ୍ୟୁର ଅଭିଯୋଗ ହୋଇଛି। ଗତକାଲି ସୁଦ୍ଧା ରାଜ୍ୟରେ ୬୭ ଜଣଙ୍କ ମୃତ୍ୟୁ […]

hot wave

hot wave

Rakesh Mallick
  • Published: Wednesday, 27 May 2015
  • Updated: 27 May 2015, 02:37 AM IST

Sports

Latest News

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଆସନ୍ତାକାଲି ଯାଏଁ ଏଭଳି ସ୍ଥିତି ଲାଗି ରହିବ। ଏହି ସମୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିବା ପୂର୍ବାନୁମାନ କରାଯାଇଛି। ସେ ଦୃଷ୍ଟିରୁ ଭାରତୀୟ ପାଣିପାଗ ବିଭାଗ ଆସନ୍ତାକାଲି ଯାଏ ଓଡ଼ିଶା ପାଇଁ ରେଡ୍ ବକ୍ସ ଆଲର୍ଟ ଜାରି କରିଛି। ଏପଟେ ଖରା ତାତି ସହ ତାଳ ଦେଇ ବଢ଼ିଚାଲିଛି ଅଂଶୁଘାତ ମୃତ୍ୟୁର ଅଭିଯୋଗ ହୋଇଛି। ଗତକାଲି ସୁଦ୍ଧା ରାଜ୍ୟରେ ୬୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପହଞ୍ଚିଛି। ତେବେ ଏହି ଅଭିଯୋଗ ମଧ୍ୟରୁ ୪ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସଂପର୍କରେ ଜିଲ୍ଲାସ୍ତରରୁ ରିପୋର୍ଟ ମିଳିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଜି.ଭି.ଜି ଶର୍ମା ସୂଚନା ଦେଇଛନ୍ତି। ଗତକାଲି ଅଂଶୁଘାତ ମୁକାବିଲା ନେଇ ଏଡିଏମ୍ମାନଙ୍କ ସହ ଏକ ସମୀକ୍ଷା ବୈଠକ ପରେ ସେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ୬୭ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ମିଳିଥିବା ବେଳେ ସବୁଠାରୁ ଅଧିକ ଅଭିଯୋଗ ଆସିଛି ଗଞ୍ଜ।ମ ଜିଲ୍ଲାରୁ। ଏଠାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story