ଆରମ୍ଭ ହେବ ବିଜୁ ବାଳ ବିକାଶ ଯୋଜନା

ଭୁବନେଶ୍ୱର: ରାଜ୍ୟ ସରକାର ଆରମ୍ଭ କରିବେ ବିଜୁ ବାଳ ବିକାଶ ଯୋଜନା। ଏହାର ଲକ୍ଷ୍ୟ, ଅନାଥ ଓ ନିରାଶ୍ରୟ ଶିଶୁଙ୍କ ଥଇଥାନ। ଏଥିସହ ଭିନ୍ନକ୍ଷମଙ୍କ ପାଇଁ ନୂଆ କରି ଗଠନ କରାଯାଇଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଆସନ୍ତା ଜୁଲାଇ ପହିଲାରୁ କାର୍ଯ୍ୟ କରିବ। ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମୀକ୍ଷା ଅବସରରେ ଏ ନିଷ୍ପତ୍ତି ହୋଇଛି। ଏଥିସହ ବିଭିନ୍ନ ପ୍ରକାର ଭତ୍ତା, ଏଥର ପଞ୍ଚାୟତ ହେଡକ୍ୱାର୍ଟରରେ କ୍ୟାସ୍ରେ ଦିଆଯିବ।

ushadevi

ushadevi

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 05:47 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ସରକାର ଆରମ୍ଭ କରିବେ ବିଜୁ ବାଳ ବିକାଶ ଯୋଜନା। ଏହାର ଲକ୍ଷ୍ୟ, ଅନାଥ ଓ ନିରାଶ୍ରୟ ଶିଶୁଙ୍କ ଥଇଥାନ। ଏଥିସହ ଭିନ୍ନକ୍ଷମଙ୍କ ପାଇଁ ନୂଆ କରି ଗଠନ କରାଯାଇଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ, ଆସନ୍ତା ଜୁଲାଇ ପହିଲାରୁ କାର୍ଯ୍ୟ କରିବ। ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ସମୀକ୍ଷା ଅବସରରେ ଏ ନିଷ୍ପତ୍ତି ହୋଇଛି। ଏଥିସହ ବିଭିନ୍ନ ପ୍ରକାର ଭତ୍ତା, ଏଥର ପଞ୍ଚାୟତ ହେଡକ୍ୱାର୍ଟରରେ କ୍ୟାସ୍ରେ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos