ଏଲ୍ ଆଣ୍ଡ ଟି ମାଧ୍ୟମରେ ବେଦାନ୍ତକୁ ବକ୍ସାଇଟ୍ ଦେବାକୁ ଚାହୁଁଛନ୍ତି ସରକାର: ନରସିଂହ ମିଶ୍ର

ଭୁବନେଶ୍ୱର: ଏଲ୍ ଆଣ୍ଡ ଟିକୁ ଦୁଇଟି ବକ୍ସାଇଟ୍ ଖଣି ଦେବାକୁ କେନ୍ଦ୍ରକୁ ରାଜ୍ୟ ସରକାର କରିବାକୁ ଥିବା ସୁପାରିଶ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ ଅଭିଯୋଗ କରିଛନ୍ତି, ନୂଆ ଏମ୍ଏମଡିଆର ଆକ୍ଟ ଆସିବା ପରେ, ନିଲାମ ଜରିଆରେ ଖଣି ଦେବାକୁ ଆଇନ ହୋଇଥିଲେ ବି ରାଜ୍ୟ ସରକାର ବେଦାନ୍ତକୁ ବକ୍ସାଇଟ୍ ଦେବାକୁ ଚକ୍ରାନ୍ତ କରୁଛନ୍ତି। ଏଲ୍ ଆଣ୍ଡ୍ ଟି ମାଧ୍ୟମରେ ବେଦାନ୍ତକୁ ବକ୍ସାଇଟ ଖଣି ଯୋଗାଇବା ପାଇଁ କେନ୍ଦ୍ର ଓ […]

narasingha

narasingha

Rakesh Mallick
  • Published: Wednesday, 03 June 2015
  • Updated: 03 June 2015, 05:55 PM IST

Sports

Latest News

ଭୁବନେଶ୍ୱର: ଏଲ୍ ଆଣ୍ଡ ଟିକୁ ଦୁଇଟି ବକ୍ସାଇଟ୍ ଖଣି ଦେବାକୁ କେନ୍ଦ୍ରକୁ ରାଜ୍ୟ ସରକାର କରିବାକୁ ଥିବା ସୁପାରିଶ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ ଅଭିଯୋଗ କରିଛନ୍ତି, ନୂଆ ଏମ୍ଏମଡିଆର ଆକ୍ଟ ଆସିବା ପରେ, ନିଲାମ ଜରିଆରେ ଖଣି ଦେବାକୁ ଆଇନ ହୋଇଥିଲେ ବି ରାଜ୍ୟ ସରକାର ବେଦାନ୍ତକୁ ବକ୍ସାଇଟ୍ ଦେବାକୁ ଚକ୍ରାନ୍ତ କରୁଛନ୍ତି। ଏଲ୍ ଆଣ୍ଡ୍ ଟି ମାଧ୍ୟମରେ ବେଦାନ୍ତକୁ ବକ୍ସାଇଟ ଖଣି ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ଭିତରେ ଡିଲ୍ ହୋଇଥିବା ଅଭିଯୋଗ ଆଣିଛନ୍ତି ନରସିଂହ। ତେବେ ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story