ଖଣ୍ଡପଡ଼ା ଫ।ୟାରମ୍ୟାନ ହତ୍ୟା ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ନୟାଗଡ: ବହୁ ଚର୍ଚ୍ଚିତ ଖଣ୍ଡପଡ଼ା ଅଗ୍ନିଶମ କେନ୍ଦ୍ରର ଫ।ୟାରମ୍ୟାନ ବିକାଶ କଳସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲା ଅତିରିକ୍ତ ସେସନ୍ସ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ ବିକାଶଙ୍କ ବାଲ୍ୟବନ୍ଧୁ ହେମନ୍ତ ଭୋଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଏହି ଦଣ୍ଡାଦେଶ ଦେଇଛନ୍ତି। ତେବେ ପ୍ରମାଣ ଅଭାବରୁ ଅନ୍ୟ ୨ ଜଣ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି। ଏକ ପ୍ରେମ ବ୍ୟାପାରକୁ ନେଇ ୨୦୧୩ ଅଗଷ୍ଟ ୧୧ ତାରିଖରେ ହେମନ୍ତ, ବିକାଶଙ୍କୁ […]

nayagada

nayagada

Rakesh Mallick
  • Published: Saturday, 30 May 2015
  • Updated: 30 May 2015, 01:23 AM IST

Sports

Latest News

ନୟାଗଡ: ବହୁ ଚର୍ଚ୍ଚିତ ଖଣ୍ଡପଡ଼ା ଅଗ୍ନିଶମ କେନ୍ଦ୍ରର ଫ।ୟାରମ୍ୟାନ ବିକାଶ କଳସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ନୟାଗଡ଼ ଜିଲ୍ଲା ଅତିରିକ୍ତ ସେସନ୍ସ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ ବିକାଶଙ୍କ ବାଲ୍ୟବନ୍ଧୁ ହେମନ୍ତ ଭୋଇଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଏହି ଦଣ୍ଡାଦେଶ ଦେଇଛନ୍ତି। ତେବେ ପ୍ରମାଣ ଅଭାବରୁ ଅନ୍ୟ ୨ ଜଣ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି। ଏକ ପ୍ରେମ ବ୍ୟାପାରକୁ ନେଇ ୨୦୧୩ ଅଗଷ୍ଟ ୧୧ ତାରିଖରେ ହେମନ୍ତ, ବିକାଶଙ୍କୁ ଡାକି ନେଇ ଅତି ନିର୍ମମ ଭାବେ ହତ୍ୟା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story