ଚଳିତ ବର୍ଷ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ବନ୍ଦ ରହିବ

ପୁରୀ: ନବକଳେବର ବର୍ଷ ହୋଇଥିବାରୁ ଏବର୍ଷ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ବନ୍ଦ ରହିବ। ସେହିପରି ଗୁଣ୍ଡିଚା ମନ୍ଦିରରେ ସଂଧ୍ୟାଦର୍ଶନ ସମୟରେ ଭକ୍ତ କେବଳ ବାହାରୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଆଗାମୀ ନବକଳେବର ଓ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଆଗାମୀ ୨ ତାରିଖରେ ହେବାକୁ ଥିବା ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ଜଳଲାଗି ନୀତି, ହାତୀବେଶ ଦର୍ଶନ ଭଳି ବିଭିନ୍ନ ବ୍ୟବସ୍ଥାବଳି ଏବଂ ଏହା ପରେ […]

puri

puri

Rakesh Mallick
  • Published: Friday, 29 May 2015
  • Updated: 29 May 2015, 05:34 AM IST

ପୁରୀ: ନବକଳେବର ବର୍ଷ ହୋଇଥିବାରୁ ଏବର୍ଷ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ବନ୍ଦ ରହିବ। ସେହିପରି ଗୁଣ୍ଡିଚା ମନ୍ଦିରରେ ସଂଧ୍ୟାଦର୍ଶନ ସମୟରେ ଭକ୍ତ କେବଳ ବାହାରୁ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ। ଆଗାମୀ ନବକଳେବର ଓ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ଏଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଆଗାମୀ ୨ ତାରିଖରେ ହେବାକୁ ଥିବା ସ୍ନାନପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ଜଳଲାଗି ନୀତି, ହାତୀବେଶ ଦର୍ଶନ ଭଳି ବିଭିନ୍ନ ବ୍ୟବସ୍ଥାବଳି ଏବଂ ଏହା ପରେ ମହାଅଣସର ସମୟରେ ଶ୍ରୀବିଗ୍ରହଙ୍କ ନିର୍ମାଣ ଆଦି ସଂପର୍କରେ ଆଲୋଚନା ହୋଇଛି। ଏଥିସହ ଦଇତାପତି ନିଯୋଗର ପ୍ରାପ୍ୟ ପାଉଣା ବାବଦରେ ମଧ୍ୟ ଆଲୋଚନା ହୋଇଛି। ନବକଳେବର ପାଇଁ ଅଧିକ ଭକ୍ତ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ବନ୍ଦ ଲାଗି ନିଷ୍ପତ୍ତି ନେଇଥିବା ଦଇତାପତି ନିଯୋଗ ସଂପାଦକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story