ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ଅଭିଯୋଗ: ନବକଳେବର ନେଇ କେନ୍ଦ୍ରକୁ ସବିଶେଷ ତଥ୍ୟ ଦିଆଯାଇନାହିଁ

ଭୁବନେଶ୍ୱର: ନବକଳେବରକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଦିଲୀପ ରାୟ। ନବକଳେବରର ଆକାର, ପ୍ରକାର ଏବଂ ଆୟୋଜନ ବିଷୟରେ ରାଜ୍ୟ ସରକାର କେନ୍ଦ୍ରକୁ ସବିଶେଷ ତଥ୍ୟ ଜଣାଇନଥିବା ସେ ଅଭିଯୋଗ କରିଛନ୍ତି। କେନ୍ଦ୍ର ମଞ୍ଜୁର କରିଥିବା ୫୦କୋଟି ଟଙ୍କ। କିଭଳି  ସଠିକ ବିନିଯୋଗ ହୋଇପାରିବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ହୋଇନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ସେହିଭଳି ନବକଳେବର ପୂର୍ବରୁ ଭିତ୍ତିଭୂମି କାର୍ଯ୍ୟ ଶେଷ ହେବା ନେଇ ସେ ଆଶଙ୍କ। […]

dilip ray

dilip ray

Rakesh Mallick
  • Published: Monday, 18 May 2015
  • Updated: 18 May 2015, 07:46 AM IST

ଭୁବନେଶ୍ୱର: ନବକଳେବରକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଦିଲୀପ ରାୟ। ନବକଳେବରର ଆକାର, ପ୍ରକାର ଏବଂ ଆୟୋଜନ ବିଷୟରେ ରାଜ୍ୟ ସରକାର କେନ୍ଦ୍ରକୁ ସବିଶେଷ ତଥ୍ୟ ଜଣାଇନଥିବା ସେ ଅଭିଯୋଗ କରିଛନ୍ତି। କେନ୍ଦ୍ର ମଞ୍ଜୁର କରିଥିବା ୫୦କୋଟି ଟଙ୍କ। କିଭଳି  ସଠିକ ବିନିଯୋଗ ହୋଇପାରିବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ହୋଇନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ସେହିଭଳି ନବକଳେବର ପୂର୍ବରୁ ଭିତ୍ତିଭୂମି କାର୍ଯ୍ୟ ଶେଷ ହେବା ନେଇ ସେ ଆଶଙ୍କ। ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story