ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ହସ୍ତତନ୍ତ ଓ ହସ୍ତଶିଳ୍ପ ନୀତି ଚୂଡ଼ାନ୍ତ କର

ଭୁବନେଶ୍ୱର:ରାଜ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପର ବିକାଶ ପାଇଁ ମାସକ ମଧ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ ନୀତି ଚୂଡ଼ାନ୍ତ କରିବାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ଏହି ନିର୍ଦ୍ଦେଶ ଦେଇଥିଲେ। ବୁଣାକାର, କାରିଗର ଓ ଟସର ଚାଷୀଙ୍କ ପାଇଁ ଥିବା ସ୍ୱତନ୍ତ୍ର ପ୍ୟାକେଜକୁ ସୁ ବ୍ୟବସ୍ଥିତ କରି ଏହାକୁ ଦେଶର ସବୁଠାରୁ ଆକର୍ଷଣୀୟ ପ୍ୟାକେଜରେ ପରିଣତ କରିବାକୁ […]

naveen-patnaik

naveen-patnaik

Rakesh Mallick
  • Published: Friday, 29 May 2015
  • Updated: 29 May 2015, 01:28 AM IST

Sports

Latest News

ଭୁବନେଶ୍ୱର:ରାଜ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପର ବିକାଶ ପାଇଁ ମାସକ ମଧ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ ନୀତି ଚୂଡ଼ାନ୍ତ କରିବାକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ଏହି ନିର୍ଦ୍ଦେଶ ଦେଇଥିଲେ। ବୁଣାକାର, କାରିଗର ଓ ଟସର ଚାଷୀଙ୍କ ପାଇଁ ଥିବା ସ୍ୱତନ୍ତ୍ର ପ୍ୟାକେଜକୁ ସୁ ବ୍ୟବସ୍ଥିତ କରି ଏହାକୁ ଦେଶର ସବୁଠାରୁ ଆକର୍ଷଣୀୟ ପ୍ୟାକେଜରେ ପରିଣତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୁଣାକାର ଓ କାରିଗରମାନଙ୍କୁ ଏହା ଭିତରେ ୬୫ହଜାର ସୋଲାର ଲଣ୍ଠନ ବଣ୍ଟାଯାଇଥିବା ବେଳେ ଇ-କମର୍ସ ଦ୍ୱାରା ବୟନିକା ୫କୋଟି ଟଙ୍କ। ବ୍ୟବସାୟ କରିଥିବା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story