ରାଜରାସ୍ତାରେ ଜମାକରୀ: କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ସିପିଆଇ ସମ୍ପାଦକ ଡି. ରାଜା

ଭୁବନେଶ୍ୱର: ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ଚିଟଫଣ୍ଡ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ । ରାଜଧାନୀରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମଳିତ ମଞ୍ଚ ପକ୍ଷରୁ ଏ ନେଇ ବୁଧବାର ଏକ ବିଶାଳ ରାଲିର ଆୟୋଜନ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶହ ଶହ ଜମାକାରୀ ଯୋଗ ଦେଇ ସେମାନଙ୍କ ଜମା ଟଙ୍କା ଫେରାଇବା ଦାବିକୁ ଦୋହରାଇଛନ୍ତି। ଶହ ଶହ ଜମାକାରୀ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ରେଳ ଷ୍ଟେଶନରୁ ବାହାରି […]

D.raja

D.raja

Rakesh Mallick
  • Published: Wednesday, 10 June 2015
  • Updated: 10 June 2015, 08:59 AM IST

Sports

Latest News

ଭୁବନେଶ୍ୱର: ପୁଣି ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ଚିଟଫଣ୍ଡ ସଂସ୍ଥା ଦ୍ୱାରା କ୍ଷତିଗ୍ରସ୍ତ ଜମାକାରୀ । ରାଜଧାନୀରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମଳିତ ମଞ୍ଚ ପକ୍ଷରୁ ଏ ନେଇ ବୁଧବାର ଏକ ବିଶାଳ ରାଲିର ଆୟୋଜନ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶହ ଶହ ଜମାକାରୀ ଯୋଗ ଦେଇ ସେମାନଙ୍କ ଜମା ଟଙ୍କା ଫେରାଇବା ଦାବିକୁ ଦୋହରାଇଛନ୍ତି। ଶହ ଶହ ଜମାକାରୀ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ରେଳ ଷ୍ଟେଶନରୁ ବାହାରି ଲୋୟର ପିଏମଜି ପର୍ଯ୍ୟନ୍ତ ରାଲିରେ ଯାଇଥିଲେ । ଏଥିରେ ସିପିଆଇର ରାଷ୍ଟ୍ରୀୟ ସମ୍ପାଦକ ଡି. ରାଜା ଯୋଗଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଦିନିକିଆ ଓଡିଶା ଗସ୍ତରେ ଆସିଥିବା ରାଜ କେନ୍ଦ୍ରରେ ମୋଦି ସରକାରଙ୍କ ଅଚ୍ଛା ଦିନ୍, ଜମି ଅଧିଗ୍ରହଣ ନିୟମ, ମେକ୍ ଇନ୍ ଇଣ୍ଡିଆ ଆଦି କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହାସହ ସେ କହିଛନ୍ତି ଯେ, ରାଜ୍ୟ ସରକାର ଚିଟଫଣ୍ଡ ଜମାକାରୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବା ଉଚିତ। ସେହିପରି ଜମାକାରୀଙ୍କୁ ସାହଯ୍ୟ କରିବା ପାଇଁ କାହିଁକି ରାଜ୍ୟ ସରକାର ଇଚ୍ଛା ପ୍ରକାଶ କରୁ ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ ଜମାକାରୀଙ୍କ ଟଙ୍କ। ଫେରସ୍ତ ପାଇଁ ସରକାର ଠିକ ପଦକ୍ଷେପ ନେଇଛନ୍ତି । ଏହାର ରାଜନୀତିକରଣ କରା ନ ଯାଉ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story