ରାଜ୍ୟପାଳଙ୍କୁ ଭେଟିଲେ ବାଚସ୍ପତି: କହିଲେ ସାକ୍ଷାତ ସୌଜନ୍ୟମୂଳକ

ଭୁବନେଶ୍ୱର: ବାଚସ୍ପତି ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି । ତେବେ ଏହି ସାକ୍ଷାତ ସୌଜନ୍ୟମୂଳକ ଓ ସାମ୍ୱିଧାନିକ ପ୍ରସଙ୍ଗରେ ଆଲୋଚନା ହେଲା ବୋଲି ବାଚସ୍ପତି କହିଛନ୍ତି। ମୌସୁମୀ ଅଧିବେଶନ ବେଳେ ବାଚସ୍ପତିଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ନେଇ କଂଗ୍ରେସ କରିଥିବା ଅଭିଯୋଗ ଆଧାରରେ ରାଜ୍ୟପାଳ ବାଚସ୍ପତିଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି। ଆଲୋଚନା ବେଳେ ଗୃହର ବିବରଣୀକୁ ବିଧାନସଭା ସଚିବ ସାଙ୍ଗରେ ନେଇଥିଲେ । ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ବାଚସ୍ପତି ବିଧାନସଭା ସଚିବଙ୍କ ସହ ରାଜଭବନ […]

bachaspati

bachaspati

Rakesh Mallick
  • Published: Monday, 31 August 2015
  • Updated: 31 August 2015, 04:16 PM IST

Sports

Latest News

ଭୁବନେଶ୍ୱର: ବାଚସ୍ପତି ଆଜି ରାଜ୍ୟପାଳଙ୍କୁ ଭେଟିଛନ୍ତି । ତେବେ ଏହି ସାକ୍ଷାତ ସୌଜନ୍ୟମୂଳକ ଓ ସାମ୍ୱିଧାନିକ ପ୍ରସଙ୍ଗରେ ଆଲୋଚନା ହେଲା ବୋଲି ବାଚସ୍ପତି କହିଛନ୍ତି। ମୌସୁମୀ ଅଧିବେଶନ ବେଳେ ବାଚସ୍ପତିଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ନେଇ କଂଗ୍ରେସ କରିଥିବା ଅଭିଯୋଗ ଆଧାରରେ ରାଜ୍ୟପାଳ ବାଚସ୍ପତିଙ୍କ ସହ ଆଲୋଚନା କରିଥିବା ସୂଚନା ମିଳିଛି। ଆଲୋଚନା ବେଳେ ଗୃହର ବିବରଣୀକୁ ବିଧାନସଭା ସଚିବ ସାଙ୍ଗରେ ନେଇଥିଲେ ।

ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ବାଚସ୍ପତି ବିଧାନସଭା ସଚିବଙ୍କ ସହ ରାଜଭବନ ଯାଇଥିଲେ । ରାଜ୍ୟପାଳଙ୍କ ସହ ପ୍ରାୟ ୪୫ ମିନିଟର ଆଲୋଚନା ପରେ ରାଜଭବନରୁ ବାହାରି ବାଚସ୍ପତି ଆଲୋଚନାକୁ ସୌଜନ୍ୟମୂଳକ ଥିବା କହିଥିଲେ । ତେବେ ବିରୋଧୀ ଦଳର ଅଭିଯୋଗ ଆଧାରରେ କୌଣସି ଆଲୋଚନା ହେବା ପ୍ରଶ୍ନରେ ବାଚସ୍ପତି କହିଛନ୍ତି ଯେ, ସାମ୍ୱିଧାନିକ ବିଷୟରେ ଆଲୋଚନା ହେଲା । ସୂଚନା ଅନୁସାରେ ଜମି ହଡ଼ପ ନିବାରଣ ବିଲର ସଂଶୋଧନ ପ୍ରସ୍ତାବକୁ ନେଇ ବିରୋଧୀ ଦଳ କରିଥିବା ଅଭିଯୋଗ ଆଧାରରେ ବାଚସ୍ପତିଙ୍କ ସହ ରାଜ୍ୟପାଳ ଆଲୋଚନା କରିଛନ୍ତି । ବିରୋଧୀଙ୍କ ଅନ୍ୟ ଅଭିଯୋଗ ଉପରେ ମଧ୍ୟ ଦୁହିଁଙ୍କ ଭିତରେ ଆଲୋଚନା ହୋଇଛି ବୋଲି ବାଚସ୍ପତି ନିରଞ୍ଜନ ପୂଜାରୀ କହିଛନ୍ତି।

ଏପଟେ ବାଚସ୍ପତିଙ୍କୁ ଡକରା ପରେ କଂଗ୍ରେସ ବିଧାୟକ କରିଥିବା ଅଭିଯୋଗ ଉପରେ ରାଜ୍ୟପାଳ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ବିଧାୟକମାନେ ଆଶା ରଖିଛନ୍ତି। ଗୃହ ପରିଚାଳନାରେ କୌଣସି ତ୍ରୁଟି ହୋଇ ନ ଥିବା ବିଜେଡି କହିଛି । ଏଥର ମୌସୁମୀ ଅଧିବେଶନରେ ୯ଟି ବିଲ୍ ପାସ ହୋଇଛି। ଏଥିରେ ରହିଛି ଗରୁତ୍ୱପୂର୍ଣ୍ଣ ପୋଲିସ ବିଲ୍ ଓ ଜମି ହଡପ ନିବାରଣ ବିଲ। ବିରୋଧୀଙ୍କ ଅନୁପସ୍ଥିତିରେ ଏହି ବିଲ୍ ପାସ ହୋଇଛି। ସମ୍ୱିଧାନର ୨୦୦ ଧାରା ଅନୁସାରେ ରାଜ୍ୟପାଳ ଚାହିଁଲେ ବିଧାନସଭାରେ ପାରିତ ହୋଇଥିବା ବିଲକୁ ଅନୁମୋଦନ ଦେଇପାରିବେ। କିମ୍ୱା ଗୁରୁତ୍ୱକୁ ଦେଖି ରାଷ୍ଟ୍ରପତିଙ୍କ ପାଖକୁ ପଠାଇ ପାରିବେ କିମ୍ୱା ବିଲ୍ ଉପରେ ଅଧିକ ଆଲୋଚନାର ଆବଶ୍ୟକତା ରହିଛି ବୋଲି ଟିପ୍ପଣୀ ଦେଇ ବିଧାନସଭାକୁ ପଠାଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story