ସମ୍ୱଲପୁରର ଶୀତଳଷଷ୍ଠୀ ଯାତ୍ରା: ଆଜି ପତରପେଣ୍ଡି ବା ନିର୍ବନ୍ଧ

ସମ୍ୱଲପୁର: ସମ୍ୱଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଜି ହେଉଛି, ପତରପେଣ୍ଡି ବା ନିର୍ବନ୍ଧ। ଆଜି ରାତିରେ ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କର ନିର୍ବନ୍ଧ କାର୍ଯ୍ୟ ସମ୍ପର୍ଣ୍ଣ ହେବ। ରୀତିନିତୀ ଅନୁସାରେ ସପ୍ତରୁଷି ପଣ୍ଡିତ ମଣ୍ଡଳୀଙ୍କ ସହ ବରପକ୍ଷ ଲୋକେ ମନ୍ଦିରରୁ ବାଜାଗଜା ସହ ଶୋଭାଯାତ୍ରାରେ କନ୍ୟା ଅନ୍ୱେଷଣରେ ବାହାରିବେ। ଏଥର କନ୍ୟା ପିତା ମାତା ସାଜିଥିବା ସମ୍ୱଲପୁର ସହର ଉପକଣ୍ଠ ଶାସନ ଗାଁର ଡାକ୍ତର ଅଶୋକ ନନ୍ଦ ଓ ବିଜୟ ଲକ୍ଷ୍ମୀ ନନ୍ଦଙ୍କ ଘରେ ପହଞ୍ଚିବେ। […]

sitalasasthee

sitalasasthee

Rakesh Mallick
  • Published: Monday, 18 May 2015
  • Updated: 18 May 2015, 07:11 AM IST

ସମ୍ୱଲପୁର: ସମ୍ୱଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଆଜି ହେଉଛି, ପତରପେଣ୍ଡି ବା ନିର୍ବନ୍ଧ। ଆଜି ରାତିରେ ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କର ନିର୍ବନ୍ଧ କାର୍ଯ୍ୟ ସମ୍ପର୍ଣ୍ଣ ହେବ। ରୀତିନିତୀ ଅନୁସାରେ ସପ୍ତରୁଷି ପଣ୍ଡିତ ମଣ୍ଡଳୀଙ୍କ ସହ ବରପକ୍ଷ ଲୋକେ ମନ୍ଦିରରୁ ବାଜାଗଜା ସହ ଶୋଭାଯାତ୍ରାରେ କନ୍ୟା ଅନ୍ୱେଷଣରେ ବାହାରିବେ। ଏଥର କନ୍ୟା ପିତା ମାତା ସାଜିଥିବା ସମ୍ୱଲପୁର ସହର ଉପକଣ୍ଠ ଶାସନ ଗାଁର ଡାକ୍ତର ଅଶୋକ ନନ୍ଦ ଓ ବିଜୟ ଲକ୍ଷ୍ମୀ ନନ୍ଦଙ୍କ ଘରେ ପହଞ୍ଚିବେ। କନ୍ୟାଘରେ ପହଂଚିବା ପରେ ବରପକ୍ଷ ଦେବୀ ପାର୍ବତୀଙ୍କ ବିଷୟରେ ଜିଜ୍ଞାସା କରିବେ। ଉଭୟ ବର ଓ କନ୍ୟା ପକ୍ଷରୁ ପଣ୍ଡିତମାନେ ଶିବ ପାର୍ବତୀଙ୍କର ଗୁଣଗାନ କରିବେ। ଶେଷରେ ବରପିତା କନ୍ୟାପିତାଙ୍କୁ  ବିବାହ ପାଇଁ ରାଜି କରାଇବେ ଓ ସର୍ଗିପତ୍ର ଦେଇ ନିର୍ବନ୍ଧ ପକ୍କା କରିବେ। ଆଉ ଆସନ୍ତାକାଲି ହେବ ଗୁଆଗୁଣ୍ଡା ବା ଦେବ ନିମନ୍ତ୍ରଣ। ୨୨ ତାରିଖ ରାତିରେ ବାହାରିବ ବିବାହ ଶୋଭାଯାତ୍ରା। କନ୍ୟା-ଘରେ ପହଞ୍ଚିବା ପରେ ପାରମ୍ପରିକ ରିତି ରେ ସମ୍ପନ୍ନ ହେବ ବିବାହ। ବିବାହ ପରେ ୨୩ ତାରିଖ ରାତିରେ ବାହାରିବ ବିଶାଳ ଯୁଗଳ ଦର୍ଶନ ଶୋଭାଯାତ୍ରା। ଅନ୍ୟପକ୍ଷରେ ଦେବଦମ୍ପତିଙ୍କ ବିବାହ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ଓ ବିଧି ବ୍ୟବସ୍ଥା। କନ୍ୟା ପିତାମାତାଙ୍କ ଚୟନ ସରିବା ପରେ ଏବେ କନ୍ୟା ପକ୍ଷ ଘରେ ଝିଅ ପାର୍ବତୀଙ୍କ ବାହାଘର ପାଇଁ ଜୋରସୋର୍ରେ ପ୍ରସ୍ତୁତି ସାରିଛି। ଏଥର ଝାଡୁଆ ପଡ଼ାର ପ୍ରଦୀପ କୁମାର ପାଣ୍ଡେଙ୍କ ପରିବାରରେ ତ ନାହିଁ ନଥିବା ଖୁସି। କାରଣ ଏଥର ସେ କନ୍ୟାପିତା। ଆସନ୍ତା ୨୨ ତାରିଖରେ ଶିବ ବିବାହ। ତେଣୁ ତା ପୂର୍ବରୁ ଝିଅ ବାହାଘର ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ପରିବାର।

ଶୀତଳଷଷ୍ଠୀ ଯାତ୍ରାରେ ଆଇନ୍ ଶୃଙ୍ଖଳା ରକ୍ଷା ଲାଗି ପୋଲିସ୍ ପ୍ରଶାସନ ବି ପ୍ରସ୍ତୁତି ଆରମ୍ଭ କରିଦେଇଛି। ୟା ଭିତରେ ସମ୍ୱଲପୁର ଏସ.ପିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଯାତ୍ରା କମିଟିର କର୍ମକର୍ତ୍ତା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାତ୍ରା ସମୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପ୍ରାୟ ୩୦ ପ୍ଲାଟୁନ ପୋଲିସ ଫେ।ର୍ସ ମୁତୟନ କରାଯିବ। ଏହାଛଡା ଜିଲ୍ଲା ବାହାରୁ ୬ ଜଣ ଡି.ଏସ.ପି,୧୩ ଇନସ୍ପେକଟର, ୭୦ ଜଣ ସବ- ଇନସପେକଟର ଓ ଏ.ଏସ.ଆଇ  ନିୟୋଜିତ ହେବେ ବୋଲି ଏସ.ପି. କହିଛନ୍ତି। ଏହା ବାଦ୍ ତୁରନ୍ତ ଅଘଟଣର ମୁକାବିଲା ଲାଗି କ୍ୱିକ ରିଆକସନ ଟିମ ମଧ୍ୟ ଗଢାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story