ସ୍ୱାସ୍ଥ୍ୟ ଓ ପରିମଳ କ୍ଷେତ୍ରରେ ପ୍ରୋତ୍ସାହନ : ୧୨୦ ପଞ୍ଚାୟତକୁ ‘ସୁସ୍ଥ ପଞ୍ଚାୟତ’ ପୁରସ୍କାର

ଭୁବନେଶ୍ୱର: ସ୍ୱାସ୍ଥ୍ୟ, ପରିମଳ, ପୁଷ୍ଟି ଓ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗ୍ରାମ ପଞ୍ଚାୟତକୁ ମିଳିବ ‘ସୁସ୍ଥ ପଞ୍ଚାୟତ’ ପୁରସ୍କାର। ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ।ପଞ୍ଚାୟତରେ ସୁସ୍ଥ ବାତାବରଣ ସୃଷ୍ଟି କରିବା, ସ୍ୱାସ୍ଥ୍ୟ ଅନୁକୂଳ ପରିବେଶ ଗଢି ତୋଳିବା ଓ ଅନ୍ୟ ପଞ୍ଚାୟତକୁ ଏ କ୍ଷେତ୍ରରେ ପ୍ରତ୍ସାହିତ କରିବାକୁ ଏହି ପୁରସ୍କାର ଦିଆଯିବ। ଚଳିତବର୍ଷ ୧୨୦ଟି ପଞ୍ଚାୟତକୁ ଏହି ପୁରସ୍କାର ଦିଆଯିବ। ପୁରସ୍କାର ବାବଦରେ ଯୋଗ୍ୟ ପଞ୍ଚାୟତକୁ ୧୦ ହଜାର […]

NRHM

NRHM

Rakesh Mallick
  • Published: Friday, 29 May 2015
  • Updated: 29 May 2015, 07:35 AM IST

ଭୁବନେଶ୍ୱର: ସ୍ୱାସ୍ଥ୍ୟ, ପରିମଳ, ପୁଷ୍ଟି ଓ ଅନ୍ୟାନ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗ୍ରାମ ପଞ୍ଚାୟତକୁ ମିଳିବ ‘ସୁସ୍ଥ ପଞ୍ଚାୟତ’ ପୁରସ୍କାର। ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯିବ।ପଞ୍ଚାୟତରେ ସୁସ୍ଥ ବାତାବରଣ ସୃଷ୍ଟି କରିବା, ସ୍ୱାସ୍ଥ୍ୟ ଅନୁକୂଳ ପରିବେଶ ଗଢି ତୋଳିବା ଓ ଅନ୍ୟ ପଞ୍ଚାୟତକୁ ଏ କ୍ଷେତ୍ରରେ ପ୍ରତ୍ସାହିତ କରିବାକୁ ଏହି ପୁରସ୍କାର ଦିଆଯିବ। ଚଳିତବର୍ଷ ୧୨୦ଟି ପଞ୍ଚାୟତକୁ ଏହି ପୁରସ୍କାର ଦିଆଯିବ। ପୁରସ୍କାର ବାବଦରେ ଯୋଗ୍ୟ ପଞ୍ଚାୟତକୁ ୧୦ ହଜାର ଟଙ୍କା ନଗଦ ରାଶି ସହ ଉପାୟନ ଓ ମାନପତ୍ର ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଘୋଷଣା କରିଛନ୍ତି।

ସୁସ୍ଥ ପଞ୍ଚାୟତ ଚୟନ ନିମେନ୍ତ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଏକ ସ୍ୱଚ୍ଛ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି। ଏହି ମାର୍ଗ ଦର୍ଶିକା ଅନୁଯାୟୀ  ଯେଉଁ ପଞ୍ଚାୟତ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ତଥା ପରିମଳ, ପୁଷ୍ଟିସାଧନ, ମହିଳା ଓ ଶିଶୁସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବେ ସେମାନଙ୍କୁ ପୁରସ୍କାର ଦିଆଯିବ। ସରପଞ୍ଚ ଏବଂ ପିଇଓମାନେ ଏହି ପୁରସ୍କାର ଲାଗି ଆବେଦନ କରିବେ।

ବିଡିଓଙ୍କ ଅଧ୍ୟକ୍ଷତାରେ ଏକ ବ୍ଲକସ୍ତରୀୟ କମିଟି  ଏହି ଆବେଦନର ତର୍ଜମା କରିବ। ଜିଲ୍ଲାସ୍ତରରେ ସିଡିଏମଓ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଏହାର ତର୍ଜମା କରି ଚୂଡାନ୍ତ ତାଲିକା କରିବେ।

ଚଳିତ ବର୍ଷ ବରଗଡ, ବୌଦ୍ଧ, ଦେବଗଡ, ଢେଙ୍କନାଳ, ଝାରସୁଗୁଡା, ମାଲକାନଗିରି, ନବରଙ୍ଗପୁର ଏବଂ ନୂଆପଡା ଜିଲ୍ଲାର ୩ଟି ଲେଖାଏଁ ପଞ୍ଚାୟତ, ଅନୁଗୋଳ,ଭଦ୍ରକ, ଗଜପତି, କଟକ, ବଲାଙ୍ଗିର, ଯାଜପୁର, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, କୋରାପୁଟ, ସମ୍ୱଲପୁର, ଜଗତସିଂହପୁର, ନୟାଗଡ, ସୁନ୍ଦରଗଡ ଜିଲ୍ଳାର ୪ଟି ଲେଖାଏଁ ପଞ୍ଚାୟତ ଏବଂ ବାଲେଶ୍ୱର,କଳାହାଣ୍ଡି, ରାୟଗଡା ଓ କନ୍ଧମାଳ ଜିଲ୍ଲାର ୫ଟି ଲେଖାଏଁ ପଞ୍ଚାୟତକୁ ପୁରସ୍କୃତ କରାଯିବ। ଗଞ୍ଜାମ ଜିଲ୍ଲାର ୬ଟି ପଞ୍ଚାୟତ ଏବଂ ମୟୂରଭଞ୍ଚ ଜିଲ୍ଲାର ସର୍ବାଧିକ ୭ଟି ପଞ୍ଚାୟତକୁ ପୁରସ୍କୃତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story